Sign in
Sign in
Recover your password.
A password will be e-mailed to you.
କାଫେ ବିସ୍ଫୋରଣ ଘଟଣା: ଅଭିଯୁକ୍ତ ଧରାପଡ଼ିବା ପରେ ତେଜିଲା ରାଜନୀତିକ ବାକଯୁଦ୍ଧ
ବେଙ୍ଗାଲୁରୁର ପ୍ରସିଦ୍ଧ ରାମେଶ୍ୱରମ କାଫେ ବିସ୍ଫୋରଣ ଘଟଣାର ୨ ମୁଖ୍ୟ ଅଭିଯୁକ୍ତ ବେଙ୍ଗଲର ପୂର୍ବ ମେଦିନାପୁର ଜିଲ୍ଲାରୁ ଧରା ପଡ଼ିଛନ୍ତି। ଦୀର୍ଘ ଦିନ ଧରି ୨ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ଶେଷରେ ସେମାନଙ୍କୁ ଏନଆଇଏ ଗିରଫ କରିଛି।
ତେବେ ବେଙ୍ଗଲରୁ ୨ ଅଭିଯୁକ୍ତ ଧରାପଡ଼ିବା!-->!-->!-->…
ପୁରୀରେ ଶଙ୍ଖ ଚିହ୍ନକୁ ଘୋଡ଼ାନଯାଉ ବୋଲି ବିଜେଡି କଲା ନିବେଦନ
ଭୁବନେଶ୍ୱର: ନିକଟରେ ବିଜୁ ଜନତା ଦଳର ଏକ ପ୍ରତିନିଧି ଦଳ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇ ପୁରୀ ବଡ଼ଦାଣ୍ଡରେ ଥିବା ଶଙ୍ଖ ଚିହ୍ନର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଦାବି କରିଛନ୍ତି।
ଓଡ଼ିଶା ବିଜେପିର ଅଭିଯୋଗର ଜବାବରେ ନିର୍ବାଚନ ଆୟୋଗ (ଇସି) ପୂର୍ବରୁ ଗ୍ରାଣ୍ଡ!-->!-->!-->…
ନବୀନ ନିବାସରେ ଅଭିନେତା ଓ ଅଭିନେତ୍ରୀ
ଭୁବନେଶ୍ୱର : ବିଜେଡି ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇବେ ଜଣାଶୁଣା ଓଲିଉଡ ଷ୍ଟାର । ୨୪ ନିର୍ବାଚନରେ ସିନେ ଷ୍ଟାରଙ୍କୁ ବିଜେଡି ପ୍ରାର୍ଥୀ କରିନଥିଲେ ମଧ୍ୟ ସେମାନେ ପ୍ରଚାରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବେ । ଅଧିକରୁ ଅଧିକ ସମର୍ଥନ ଯୋଗାଡ଼ ପାଇଁ ପ୍ରୟାସ କରିବେ । ଏଥିସହ!-->…
ଏପ୍ରିଲ ୧୫ରେ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା: ପିସିସି ସଭାପତି
ଭୁବନେଶ୍ୱର: ଓଡ଼ିଶାରେ ଏପ୍ରିଲ ୧୫ ତାରିଖରେ ପ୍ରଥମ ପର୍ଯ୍ୟାୟରେ ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ କଂଗ୍ରେସ ନିଜର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଘୋଷଣା କରିଛନ୍ତି। ଶନିବାର ଦଳର ସମ୍ଭାବ୍ୟ ପ୍ରାର୍ଥୀଙ୍କ!-->…
ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ରୋକିବାକୁ ପଦେକ୍ଷପ, ସିଂହଦ୍ୱାରରେ ରହିବେ ପ୍ରତିହାରୀ ସେବକ
ବିଭିନ୍ନ ସମୟରେ ଅଣହିନ୍ଦୁମାନେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଥିବା ଦେଖାଯାଉଛି। ନିକଟ ଅତୀତରେ ମଧ୍ୟ ଏଭଳି ଖବର ଆସିଛି। ଅଣହିନ୍ଦୁ ପ୍ରବେଶକୁ ରୋକିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏବେ ଏକ ପଦକ୍ଷେପ ନେଇଛି। ଶ୍ରୀମନ୍ଦିରର ସିଂହଦ୍ୱାରରେ ପ୍ରତିହାରୀ ସେବକମାନଙ୍କୁ ମୁତୟନ କରିବାକୁ!-->…
ମତଦାନରେ ନିୟୋଜିତ କର୍ମଚାରୀଙ୍କୁ ବିଏସ୍କେୱାଇ ଅଧୀନରେ ମିଳିବ କ୍ୟାସଲେସ୍ ଚିକିତ୍ସା
ଭୁବନେଶ୍ୱର: ଏକକାଳୀନ ସାଧାରଣ ନିର୍ବାଚନ ସମୟରେ ନିର୍ବାଚନ ଡ୍ୟୁଟିରେ ଥିବା ଅଧିକାରୀଙ୍କୁ ସହଯୋଗ କରିବା ପାଇଁ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡିତଙ୍କ ଦ୍ୱାରା ଜାରି ଏକ ସରକାରୀ ଚିଠିରେ ଘୋଷଣା କରାଯାଇଛି!-->…
ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ
ବାଙ୍କୀ: କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ହରିରାଜପୁର ପଞ୍ଚାୟତ ନୂଆସାହିରେ ଥିବା କୋଠଘର ଭିତରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ରାଜନ ସାହୁଙ୍କ ପୁଅ ଶୀତଳ ସାହୁ(୪୦)। ସେ ଅବିବାହିତ ଥିଲେ ଓ କିଛି କାମଦାମ ବି କରୁ ନଥିଲେ। ଅଧିକାଂଶ ସମୟରେ ଶୀତଳ!-->…
କବିତାଙ୍କୁ ରିମାଣ୍ଡରେ ନେଲା ସିବିଆଇ
ପ୍ରଥମ ଇଡି ଦ୍ୱାରା ଗିରଫ ହୋଇଇଥିବା ବିଆରଏସ୍ ନେତ୍ରୀ କେ କବିତାଙ୍କୁ ସିବିଆଇ ଗତକାଲି ବିଧିବଦ୍ଧ ଭାବେ ଗିରଫ କରିଛି। ଏବେ ସିବିଆଇ କବିତାଙ୍କୁ ରିମାଣ୍ଡରେ ନେଇଛି। ଏପ୍ରିଲ ୧୫ ଯାଏ ସିବିଆଇ ତାଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ପାଇଛି।
ଦିଲ୍ଲୀର ଗୋଟିଏ କୋର୍ଟରେ ରିମାଣ୍ଡ!-->!-->!-->…
ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ବ୍ରିଜ୍ ତଳକୁ ଖସିଲା ଟ୍ରକ୍
ଭଦ୍ରକ: ଭଦ୍ରକରେ ଭୟଙ୍କର ସଡକ ଦୁର୍ଘଟଣା । ୧୬ନଂ ଜାତୀୟ ରାଜପଥର ଗେଲପୁର ଛକ ନିକଟରେ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିପଡିଲା କଦଳୀ ବୋଝେଇ ଟ୍ରକ । ଦୁର୍ଘଟଣାରେ ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ!-->…
କନିଷ୍ଠ ଶିକ୍ଷୟତ୍ରୀଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଅଭିଯୋଗ
ଯାଜପୁର : କଥାରେ ଅଛି ଗୁରୁହିଁ ସାକ୍ଷାତ ଈଶ୍ୱର । ସବୁ ପିଲାମାନଙ୍କ ପାଇଁ ଗୁରୁଙ୍କ ଭୂମିକା ଅତି ଗୁରୁତ୍ୱ ବହନ କରେ । ଜୀବନର ଅନେକ କିଛି କଥା ଗୁରୁଙ୍କ ଠାରୁ ଶିଖିବାକୁ ମିଳିଥାଏ । ଆଉ ଯଦି ସେହି ଗୁରୁ-ଗୁରୁ ନିଜ ଭିତରେ ଟଣା ଟଣି ହେବେ, ଅରୋପ ପ୍ରତ୍ୟାରୋପ କରିବେ, ତେବେ ବିଦ୍ୟାଳୟ!-->…