ସ୍ତ୍ରୀକୁ ପାଇ ପୁଅ ବଦଳି ଯାଇଥିବା କହିଲେ ରବୀନ୍ଦ୍ର ଜାଡେଜାଙ୍କ ବାପା

ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ତାଙ୍କ ବାପାଙ୍କ ବିସ୍ଫୋରକ ସାକ୍ଷାତକାର ଉପରେ ପ୍ରତିକ୍ରିୟା ରଖିଛନ୍ତି। ପୁଅ ରବୀନ୍ଦ୍ର ଓ ବୋହୂ ରିଭାବାଙ୍କ ସହ ତିକ୍ତତା ରହିଛି। ରବୀନ୍ଦ୍ର ଜାଡେଜା ବାହା ହେବା ପରେ ବଦଳି ଯାଇଛନ୍ତି ବୋଲି ତାଙ୍କ ବାପା କହିଥିଲେ। ଏହାର ଜବାବ

ଷ୍ଟଣ୍ଟ ଦେଖାଇଲେ ପୁଲିସ୍‌ ବାବୁଙ୍କ ପୁଅ, ମାଡ଼ି ବସିବାରୁ ଏସିପିଙ୍କ ଉପରେ ଚଢ଼ାଇଦେଲେ ସ୍କର୍ପିଓ

ବିଚ୍‌ ରାସ୍ତାରେ ସ୍କର୍ପିଓରେ ଷ୍ଟଣ୍ଟ ଦେଖାଇଲେ ପୁଲିସ୍‌ ବାବୁଙ୍କ ପୁଅ। ରିଲ୍‌ ନିଶାରେ ଗାଡ଼ିକୁ କ୍ଷିପ୍ର ବେଗରେ ଉଡ଼ାଉଥିବାବେଳେ ମାଡ଼ି ବସିଲା ପୁଲିସ୍‌। ତଥାପି ଉତୁରିଲାନି ନିଶା। ପୁଲିସ୍‌ ଅଧିକାରୀ ତଥା ନିଜ ବାପାଙ୍କ ତାଗିଦ ପରେ ଗାଡ଼ି ଧରି ଘଟଣାସ୍ଥଳରୁ ଯିବା ବେଳେ ଯୁବକଜଣକ

ଲାଇଭ କରୁଥିବା ବ୍ୟକ୍ତିଙ୍କ ଗୁଳିମାଡ଼ରେ ଶିବସେନା ନେତାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଦହିସର ଅଞ୍ଚଳରୁ ଗତ ଗୁରୁବାର ଶିବସେନା ନେତାଙ୍କୁ ଗୁଳି କରି ହତ୍ୟା କରାଯିବାର ଏକ ଦୁଃଖଦ ଘଟଣା ସ‌ାମ୍ନାକୁ ଆସିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ପୁଲିସକୁ ଯାଞ୍ଚ ଦାୟିତ୍ବ ଦିଆଯାଇଛି। ଉଦ୍ଧବ

ମୋ ଜେଜେବାପାଙ୍କୁ ଭାରତ ରତ୍ନ ଦେଇଛନ୍ତି, କେଉଁ ମୁହଁରେ ମେଣ୍ଟ ପାଇଁ ମନା କରିଥାନ୍ତି : ଜୟନ୍ତ ସିଂହ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କୁ ମୋଦି ସରକାର ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରିବେ। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ନାତି ତଥା ଆରଏଲଡି ନେତା ଜୟନ୍ତ ଚୌଧୁରୀ । ଚୌଧୁରୀ ଚରଣ ସିଂହଙ୍କୁ ଭାରତ ରତ୍ନ ଦେବା ପାଇଁ ସରକାରଙ୍କ

ବନ୍ଧା ହେଲେ ପୂର୍ବତନ ଟିଏମସି ବିଧାୟକ

ବନ୍ଧା ହେଲେ ଟିଏମସିର ପୂର୍ବ ବିଧାୟକ ଅରାବୁଲ ଇସଲାମ । ଗତ ପଞ୍ଚାୟତ ନିର୍ବାଚନରେ ଜଣେ ଆଶାୟୀ ପ୍ରାର୍ଥୀଙ୍କୁ ହତ୍ୟା ମାମଲାରେ ତାଙ୍କୁ ବାନ୍ଧିଛି ପୁଲିସ୍‌ । ଗତ ଜୁନ୍‌ ମାସରେ ଅଲ ଇଣ୍ଡିଆ ସେକ୍ୟୁଲାର ଫ୍ରଣ୍ଟ(AISF) ନେତା ମୋହିଉଦ୍ଦିନ ମୁଲ୍ଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

ନୀଳଗିରି ଖାଦାନ ପାଣିରୁ ୨ ମୃତଦେହ ଉଦ୍ଧାର

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା କାଂଶ ଗ୍ରାମର ଦୁଇଜଣ ଯୁବକ ଚାରିଦିନ ହେବ ନିଖୋଜ ଥିବାବେଳେ ଘଟଣାକୁ ନେଇ ସନ୍ଦେହ ପ୍ରକାଶ ପାଇଥିଲା। ନୀଳଗିରି ବ୍ଲକ୍‌ ମଛୁଆ ଗ୍ରାମ ନିକଟରେ ଥିବା ଏକ ପରିତ୍ୟକ୍ତ ଖାଦାନ ନିକଟରୁ ଯୁବକଙ୍କ ଜୋତା ଓ ଗାଡ଼ି ଉଦ୍ଧାର ହେବା…

ଗହମର ଷ୍ଟକ୍ ଲିମିଟ୍ କମାଇଲେ ସରକାର

ନୂଆଦିଲ୍ଲୀ: ଘରୋଇ ବଜାରରେ ଗହମ ଦର ବୃଦ୍ଧିକୁ ରୋକିବା ପାଇଁ କେନ୍ଦ୍ର ସରକାର ପୁଣି ଥରେ ଗହମର ମହଜୁଦ ମାତ୍ରା ବା ଷ୍ଟକ୍ ଲିମିଟ୍ ହ୍ରାସ କରିଛନ୍ତି। ଗହମ ଜମାଖୋରୀକୁ ରୋକିବା ଏବଂ ମୂଲ୍ୟ ନିୟନ୍ତ୍ରଣ କରିବା ପାଇଁ ହୋଲସେଲର, ବୃହତ ଖୁଚୁରା ଏବଂ ପ୍ରକ୍ରିୟାକରଣ…

ଦଶପଲ୍ଲାରୁ ଶ୍ରୀକ୍ଷେତ୍ରରେ ପହଞ୍ଚିଲା ରଥକାଠ

ପୁରୀ: ଚଳିତ ବର୍ଷ ଜୁଲାଇ ୭ ତାରିଖ ମହାପ୍ରଭୁଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ଏଥି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି। ମହାପ୍ରଭୁଙ୍କ ମନଲୋଭା ରଥ ନିର୍ମାଣ ପାଇଁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଜଙ୍ଗଲରୁ ଶୁକ୍ରବାର ଦିନ ପ୍ରଥମ…

ରାହୁଲ ପ୍ରଥମେ ନିଜକୁ ନ୍ୟାୟ ଦିଅନ୍ତୁ: ଧର୍ମେନ୍ଦ୍ର ପ୍ରଧାନ

ଝାରସୁଗୁଡା:ଝାରସୁଗୁଡାରେ ମୋଦିଙ୍କୁ ନେଇ ଗର୍ଜିଲେ ରାହୁଲ।ଉତ୍ତର ରଖିଲେ ଧର୍ମେନ୍ଦ୍ର। ମୋଦୀଙ୍କ ଜାତି ଭାଷଣକୁ ନେଇ ରାହୁଲଙ୍କ କଟାକ୍ଷ ପରେ ଧର୍ମେନ୍ଦ୍ରଙ୍କ ବାଣୀରେ ସ୍ପଷ୍ଟ କରାଇଲେ ରାହୁଲଙ୍କ ପ୍ରତି ହେଉଥିବା ଅନ୍ୟାୟ। ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ…

ପୁଣି ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ବିଧାନସଭା ଅଧିବେଶନ

ଭୁବନେଶ୍ବର: ଷୋଡଶ ବିଧାନସଭାର ଶେଷ ଅଧିବେଶନ ଶୁକ୍ରବାର ସମାପ୍ତ ହୋଇଛି। ଗତ ୫ ତାରିଖ ଠାରୁ ଆରମ୍ଭ ହୋଇଥିବା ବଜେଟ୍‌ ଅଧିବେଶନକୁ ବାଚସ୍ପତି ପ୍ରମିଳା ମଲ୍ଲିକ ଆଜି ସନ୍ଧ୍ୟାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ରଖିଛନ୍ତି। ଏହି ଅଧିବେଶନରେ ମୋଟ୍‌ ୭ଟି କାର୍ଯ୍ୟ…