ଓଡ଼ଗାଁ ରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ୭କୋଟି ୭୬ ଲକ୍ଷ ମଞ୍ଜୁର…

ଓଡଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ରେ ୭କୋଟି ୭୬ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବ ଆମ ବସଷ୍ଟାଣ୍ଡ । ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ୨୧ ନମ୍ବର ଜାତୀୟ ରାଜପଥ ଓଡ଼ଗାଁ ପ୍ରାଣୀ ଚିକିତ୍ସାଳୟ ସାମ୍ନାରେ ଅତ୍ୟାଧୁନିକ ଶୈଳୀରେ ଆମ ବସଷ୍ଟାଣ୍ଡ ନିର୍ମାଣ ହେବ । ଆମ

ଫେବୃଆରୀ ୧୬ରୁ ଓଡ଼ଗାଁ ରେ ଲକ୍ଷ୍ମୀବସ ସେବା…

ଓଡଗାଁ : ଚଳିତ ମାସ ୧୬ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନୟାଗଡ଼ ଜିଲ୍ଲାରେ ଲକ୍ଷ୍ମୀବସ ସେବାକୁ ଅଭାସୀ ମାଧ୍ୟମରେ ଉଦ୍ଘାଟନ କରିବେ । ତେଣୁ ଆସନ୍ତା ୧୬ତାରିଖରୁ ନୟାଗଡ଼ ଜିଲ୍ଲା ର ସମସ୍ତ ବ୍ଲକ୍ ସହିତ ଓଡ଼ଗାଁ ବ୍ଲକ ରେ ଚାଲିବ ଲକ୍ଷ୍ମୀବସ ସେବା ।

୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମିସ୍ତ୍ରୀ ଗୁରୁତର…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଶଙ୍କରାଖୋଲ ପଞ୍ଚାୟତ ଅନ୍ତର୍ଗତ ବରସାହି ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମିସ୍ତ୍ରୀ ଗୁରୁତର ହୋଇଛନ୍ତି। ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତ ମିରିଗିସୁଗା ର ଅନୀଲ କୁମାର କହଁର। ଡାକ୍ତରଖାନା

ଏବିଭିପର ନଗର କାର୍ଯ୍ୟକର୍ତ୍ତା ଚୟନସଞ୍ଜୟ ସଭାପତି ଅମ୍ଳାନ ସମ୍ପାଦକ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ନଗର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଛାତ୍ର ସଂଗଠନର ନୂତନ କମିଟି ଗଠନ ହୋଇଯାଇଛି । ସଭାପତି ଭାବେ ଅଧ୍ୟାପକ ସଞ୍ଜୟ ନାୟକ ଓ ସମ୍ପାଦକ ଭାବେ ଅମ୍ଳାନ ପଟ୍ଟନାୟକ ମନୋନୀତ ହୋଇଥିବା ବେଳେ ସହ ସମ୍ପାଦକ ଭାବେ ଆଶୁତୋଷ ବାଘ, ସହ ସମ୍ପାଦିକା ସରିତା

ନିଆଁରେ ଶରୀରରେ ୮୦ ପ୍ରତିଶତ ଜଳିଗଲା ସାହାର୍ଯ୍ୟ ଅପେକ୍ଷାରେ ଲିପନୀ ରାଇକା…

ଆର,ଉଦୟଗିରି: ମୋହନା ବ୍ଲକ ଅନ୍ତର୍ଗତ ଲୁହାଗୁଡି ପଞ୍ଚାୟତର ଚୁଲାମ୍ବ ଗ୍ରାମରେ ରହିଥିବା ପାଲ ରାଇକା । ସେ ଜଣେ ଆଦିବାସୀ । ଖଟିଲେ ଯାହା ଦୁଇପଇସା ରୋଜଗାର କରେ ସେହି ଟଙ୍କା ଘରର ଚୁଲି ଜଳେ ତାଙ୍କ ୬ ପ୍ରାଣୀ କୁଟୁମ୍ବ ଚଳନ୍ତି । କିନ୍ତୁ କପାଳ ଲିଖନ କେ କରିବ ଆନ ସ୍ଥିତି ପାଲଙ୍କ ପାଇଁ

ଭଗବାନଙ୍କ ଭରସା ରେ ଆସିକା ଅଙ୍ଗନବାଡି କେନ୍ଦ୍ର : ଅଫିସ ଭିତରେ ସୀମିତ ଅଧିକାରିଣୀ…

ବ୍ରହ୍ମପୁର: ୧୦-୨ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଥିବା କେତେକ ଅଙ୍ଗନବାଡି କେନ୍ଦ୍ର ଭଗବାନ ଭରସା ରେ ଚାଲିଛି। ଏହି କେନ୍ଦ୍ରରେ ଗୁଡ଼ିକ ରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ଦୀର୍ଘ ଦିନ ହେଲା ଆସୁନଥିବା ସମ୍ପର୍କ ରେ ସିଡିପିଓ ମହାଶୟା ଜାଣିଥିଲେ ବି ଚୁପଚାପ ରହିବା ନେଇ ସହର ରେ

ଗଞ୍ଜାମ ଜିଲ୍ଲା ସ୍ତବ୍ଧ ବର୍ଷିଆନ ନେତ୍ରୀ ଭି. ସୁଜ୍ଞାନୀ କୁମାରୀ ଦେଓ ଶେଷ ନିଦ୍ରାରେ- ଝୁରୁଛନ୍ତି ଗଞ୍ଜାମ ବାସୀ…..

ବ୍ରହ୍ମପୁର : ୧୦-୨ ଦୀର୍ଘ ଦିନର ଅସୁସ୍ଥତା ପରେ ଶେଷରେ ଆରପାରିକୁ ଚାଲିଗଲେ ଗଞ୍ଜାମ ବାସୀଙ୍କ ରାଣୀ ମା ଭି. ସୁଜ୍ଞାନୀ କୁମାରୀ ଦେଓ। ଗତ ଶୁକ୍ରବାର ମଧ୍ୟ ରାତ୍ରରେ ଚେନ୍ନାଇ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଜି ସାରା ଗଞ୍ଜାମ ସ୍ତବ୍ଧ ଜନତା ଝୁରୁଛନ୍ତି ରାଣୀ ମାଙ୍କୁ। ରାଣୀ ରୁ

ପତ୍ନୀ ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ…

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ଅନ୍ତର୍ଗତ କଣ୍ଟେଇ କୋଳି ଗ୍ରାମରେ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ସହ ଅଧିକ ଯୌତୁକ ପାଇଁ ଗଣ୍ଡଗୋଳ ନେଇ ପତ୍ନୀକୁ ଗାମୁଛା ସାହାଯ୍ୟରେ ତଣ୍ଟିଚିପି ହତ୍ୟା ପରେ ପ୍ରମାଣ ନଷ୍ଟ ଉଦ୍ୟମ ମାମଲାରେ ଅଭିଯୁକ୍ତ ସ୍ବାମୀ ଙ୍କୁ ଶୁକ୍ରବାର ଅତିରିକ୍ତ

ଜବତ ଲୁହାପଥର ଗୁଣ୍ଡ ଚୋରାଚାଲାଣ ବେଳେ ପୋଲିସ କନଷ୍ଟେବଳଙ୍କ ସମେତ ୪ ଗିରଫ : ୧୮ ଚକିଆ ଟ୍ରକ,ଜେସିବି ମ୍ୟାସିନ ଓ ବଲେରୋ…

ଦେବଗଡ଼,୯ା୨:ପ୍ରାୟ ୧୨ ବର୍ଷ ପୂର୍ବେ ଖଣି ବିଭାଗ ପକ୍ଷରୁ ଜବତ ହୋଇଥିବା ଲୁହାପଥର ଗୁଣ୍ଡ ଚୋରାଚାଲାଣ ବେଳେ ବାରକୋଟ ଥାନା ପୋଲିସ ବ୍ୟବହୃତ ଏକ ୧୮ ଚକିଆ ଟ୍ରକ, ଏକ ଜେସିବି ମ୍ୟାସିନ ଓ ଏକ ବଲେରୋ ଗାଡିଜବତ କରିଛି । ଏଥିସହ ଏ ଘଟଣାରେ ସୁନ୍ଦରଗଡ ଜିଲା ବଣାଇ ଜେଲରେ କାର୍ଯ୍ୟରତ ଜକେଇକେଳା

ଠକେଇ ମାମଲାରେ ଜଣେ ମହିଳାଙ୍କ ସମେତ ୨ ଜଣ ଦୋଷୀ ସାବ୍ୟସ୍ତ : ୩ ବର୍ଷ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଲେଖାଏଁ…

ଦେବଗଡ଼,୯ା୨:ମାନ୍ୟବର ଦେବଗଡ ଏସ୍‌ଡିଜେଏମ୍ ଲିଙ୍କିପ୍ରିୟା ସାହୁ ଏକ ଠକେଇ ମାମଲାର ବିଚାର କରି ଜଣେ ମହିଳାଙ୍କ ସମେତ ୨ଜଣ ଅଭିଯୁକ୍ତଙ୍କୁ ୩ବର୍ଷ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଲେଖାଏଁ ଅର୍ଥଦଣ୍ଡରେ ଦଣ୍ଡିତ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତ ୨୦୨୩ ମସିହାରେ ବାରକୋଟ ଥାନା