Sign in
Sign in
Recover your password.
A password will be e-mailed to you.
ଫଟୋ ଫ୍ରେମ୍ରେ ଶାସକ-ବିରୋଧୀ, ଭାବବିହ୍ୱଳ ହେଲେ ବିଧାୟକ
ଭୁବନେଶ୍ବର: ଷୋଡଶ ବିଧାନସଭାର ଶେଷ ଅଧିବେଶନରେ ଶାସକ ଓ ବିରୋଧୀ ଦଳର ବିଧାୟକମାନଙ୍କୁ ଗୋଟିଏ ଫଟୋ ଫ୍ରେମ୍ରେ ଦେଖିବାକୁ ମିଳିଛି। ଗତ ୫ ତାରିଖ ଠାରୁ ଆରମ୍ଭ ହୋଇଥିବା ବଜେଟ୍ ଅଧିବେଶନ ଅବସରରେ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କ ସହିତ ବିଧାୟକମାନେ ଆଜି ଫଟୋ…
ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଚୋରି କରି ଧରାପଡ଼ିଲେ ପିଅନ
ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ହୁଣ୍ଡିକୁ ନେଉଥିବା ଦାନ ଟଙ୍କା ଗଣତି ବେଳେ ଚୋରି କରି ଜଣେ ପିଅନ ଧରାପଡ଼ିଛନ୍ତି । ଶ୍ରୀମନ୍ଦିର ଭିତରେ ଡୋନେସନ ସେଲ୍ରେ ଟଙ୍କା ଗଣତି ବେଳେ ଏହା ଘଟିଛି।…
ଅସୁସ୍ଥ ସୁଜ୍ଞାନ କୁମାରୀ ଦେଓଙ୍କୁ ଭେଟିବାକୁ ଚେନ୍ନାଇ ଗଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର: ବିଶିଷ୍ଟ ରାଜନୀତିଜ୍ଞ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଚେନ୍ନାଇ ଯାଇଛନ୍ତି। ତାଙ୍କ ସହିତ ଗୃହ ନିର୍ମାଣ ଓ ନଗର ଉନ୍ନୟନ…
ବିନା ଅସ୍ତ୍ରୋପଚାରରେ ଫୁସଫୁସରୁ ବାହାରିଲା ଛୁଞ୍ଚି
ଭୁବନେଶ୍ୱର: ପୁଣି ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଉ ପାଦେ ଆଗେଇଲା ଭୁବନେଶ୍ଵର AIIMS। ରାଜ୍ୟରେ ପ୍ରଥମ ଥର ପାଇଁ ବିନା ଅସ୍ତ୍ରୋପଚାରରେ ଫୁସଫୁସରୁ ବାହାରିଲା ଛୁଞ୍ଚି। ବ୍ରୋଙ୍କୋସ୍କୋପିକ୍ ପଦ୍ଧତିରେ ଫୁସଫୁସରୁ ସିଲେଇ ଛୁଞ୍ଚି ବାହାରି କରିଛନ୍ତି ଡାକ୍ତରୀ ଦଳ ।…
ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ RTOର ଟ୍ରାଫିକ ଇନସିପେକ୍ଟର
ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଜଗତସିଂହପୁର ଆରଟିଓ ଟ୍ରାଫିକ ଇନ୍ସପେକ୍ଟର। ଟ୍ରାଫିକ ଇନ୍ସପେକ୍ଟର ପ୍ରଶାନ୍ତ ମହାପାତ୍ରଙ୍କୁ ଧରିଲା ଭିଜିଲାନ୍ସ। ନିଜ ଗାଡ଼ିରେ ନଗଦ ୪ ଲକ୍ଷ୨୭ ହଜାର ଟଙ୍କା ନେଇ ଭୁବନେଶ୍ବର ଯାଉଥିବା ବେଳେ ମାଡି ବସିଛି ଭିଜିଲାନ୍ସ ଟିମ୍ ।
କାରରେ…
ସ୍କୁଟିକୁ ଧକ୍କା ଦେଲା ପିକଅପ ଭ୍ୟାନ, ଜଣେ ଆହାତ, ଆଉ ଜଣେ ଗୁରତର
ଛତ୍ରପୁର : ଚମାଖଣ୍ଡି ଥାନା ଅର୍ନ୍ତଗତ ପୁଟବଗଡ ଛକ ରାଜପଥ ରେ ଏକ ସ୍କୁଟି କୁ ଧକ୍କା ଦେଲା ପିକଅପ ଭ୍ୟାନ । ଯାହାଫଳ ରେ ସ୍ୱାମୀ ଓ ସ୍ତ୍ରୀ ଦୁଇଜଣ ଆହତ ହୋଇଛନ୍ତି, ସ୍ୱାମୀଙ୍କ ଅବସ୍ଥା ଗୁରତର ଥିବା ଯୋଗୁଁ ତାଙ୍କୁ ଚିକିତ୍ସା ନିମନ୍ତେ ବିଶାଖାପାଟଣା ପଠାଯାଇଥିବା ଜଣାପଡିଛି, ସୂଚନା!-->…
୧୬୫ କୋଟି ଟଙ୍କା ଖର୍ଚ୍ଚ କରି ପଶୁ ଡାକ୍ତରଖାନା ନିର୍ମାଣ କଲେ ରତନ ଟାଟା
ନୂଆଦିଲ୍ଲୀ: ଦେଶର ଲୋକପ୍ରିୟ ଶିଳ୍ପପତି ରତନ ଟାଟା ଏବେ ତାଙ୍କର ଅନ୍ୟତମ ପ୍ରିୟ ପ୍ରକଳ୍ପ ସମାପ୍ତ କରିଛନ୍ତି। ଟାଟା ଗ୍ରୁପ୍ କ୍ରମାଗତ ଭାବରେ ସାମାଜିକ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ଚଳାଇଥାଏ | ବିଶେଷ କରି…
ଇମ୍ରାନ, ନଓ୍ବାଜ୍ ଲଢେଇରେ ଫାଇଦା ମାରିପାରନ୍ତି ବିଲାଓ୍ବଲ
ଇସ୍ଲାମାବାଦ : ପାକିସ୍ତାନରେ ହୋଇଥିବା ସାଧାରଣ ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ନ ମିଳିବାର ସମ୍ଭାବନା ଦେଖାଯାଉଛି । ଫଳରେ ଦେଶରେ ଏକ ମିଳିତ ସରକାର ଗଠନ ହେବାର ସମ୍ଭାବନା ରହିଛି ।
ନିର୍ବାଚନ…
ଧୁମଧାମରେ ପାଳନ ହେଲା ଷ୍ଟେଟ ୟୁନିଅନ ଅଫ ଜର୍ଣାଲିଷ୍ଟ (ଏସ୍ୟୁଜେ )ର ବାର୍ଷିକ ଉତ୍ସବ
ଭୁବନେଶ୍ୱର (୯/୨) : ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ ଓଡ଼ିଶା ର ବାର୍ଷିକ ଉତ୍ସବ ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଆୟୋଜିତ ସମାବେଶରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ଆଇନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା , ମୁଖ୍ୟବକ୍ତା ଭାବେ ଭୁବନେଶ୍ବର!-->…
ନଳିନୀକାନ୍ତ ମହାନ୍ତି ସ୍ମୃତି କ୍ରିକେଟ ପ୍ରତିଯୋଗିତା : ବାଲାବା, କେନ୍ଦ୍ରାପଡ଼ା ବିଜୟୀ
ରାଜନଗର : ଦିବଙ୍ଗତ ରାଜନେତା ଓଡ଼ିଶାର ପୂର୍ବତନ ମନ୍ତ୍ରୀ ନଳିନୀକାନ୍ତ ମହାନ୍ତିଙ୍କ ସ୍ମୃତି କମିଟି ଆୟୋଜିତ ରାଜ୍ୟସ୍ତରୀୟ କ୍ରିକେଟ ପ୍ରତିଯୋଗିତାର ଉଦଘାଟନୀ ମ୍ୟାଚରେ ଡାଇନାମିକ୍ କ୍ରିକେଟ କ୍ଲବ୍ ବରିକୁ ୪ ଉଇକେଟରେ ହରାଇ ବାଲାବା କ୍ରିକେଟ କ୍ଲବ୍ ବିଜୟୀ ହୋଇ ପ୍ରଥମ ଦଳ ଭାବେ!-->!-->!-->…