ଝାରସୁଗୁଡ଼ାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା

ଝାରସୁଗୁଡ଼ା: ଝାରସୁଗୁଡ଼ାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡ଼ ନ୍ୟାୟ ଯାତ୍ରା କରିଛନ୍ତି। ଝାରସୁଗୁଡ଼ା ପୁରୁଣା ବସଷ୍ଟାଣ୍ଡରୁ ଯାତ୍ରା ଆରମ୍ଭ କରିଥିଲେ ରାହୁଲ ଗାନ୍ଧୀ। ପ୍ରାୟ ଦୁଇ କିଲୋମିଟର ଯାତ୍ରା…

ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ନିର୍ବାଚନକ୍ଷେତ୍ର ପାଇଁ ନିର୍ମଳ ଭାବମୂର୍ତ୍ତି ବ୍ୟକ୍ତିଙ୍କୁ ଖୋଜା ଚାଲିଛି..

ହର--ବୈଦ୍ୟ ପାଇଁ ବଢ଼ିପାରେ ଅଡୁଆ …! ବ୍ରହ୍ମପୁର : ଗୋଷ୍ଠୀ କନ୍ଦଳ ଭିତରେ ରୋଚକ ସ୍ଥିତି ରେ ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନ ମଣ୍ଡଳୀ। ଆଗାମୀ ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ଗୋଷ୍ଟି କନ୍ଦଳ କୁ ବାଦ ଦେବା ପାଇଁ ନୂଆ ମୁହଁଙ୍କୁ ଖୋଜା ଚାଲିଛି। ନିର୍ମଳ

ବିଜ୍ଞାନପ୍ରଚାର ସମିତି ସାଲେପୁର ଶାଖା ପକ୍ଷରୁ ପ୍ରତିଭା ପୂଜନ ଓ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ

କଟକ : ବିଶିଷ୍ଟ ମତ୍ସ୍ୟବିଜ୍ଞାନୀ ଡକ୍ଟର ଗଜେନ୍ଦ୍ରନାଥ ମିତ୍ରଙ୍କ ୧୦୮ତମ ଜନ୍ମବାର୍ଷିକୀ ଅବସରରେ ବିଜ୍ଞାନପ୍ରଚାର ସମିତି ସାଲେପୁର ଶାଖା ପକ୍ଷରୁ ଏକ ପ୍ରତିଭାପୂଜନ କାର୍ଯ୍ୟକ୍ରମ ବିବେକାନନ୍ଦ ବିଦ୍ୟାପୀଠ, ବହୁଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଛି | ଏହି ଉପଲକ୍ଷେ…

କନ୍ଧମାଳରେ ସାଂସଦ ଟିକେଟ ସ୍ଥାନୀୟ ଲୋକଙ୍କୁ ଦିଆଯାଉ : ପୌରାଧ୍ୟକ୍ଷା

ଫୁଲବାଣୀ: ଆଗକୁ ଆସୁଚି ନିର୍ବାଚନ ସମସ୍ତଙ୍କ ନଜର କନ୍ଧମାଳ ଜିଲ୍ଲାର କିଏ କେଉଁ ଦଳର ନେତା ପାଇବେ ଟିକେଟ ସମସ୍ତେ ଅଛନ୍ତି ଲବିରେ l କିଏ ଧନ ବଳ ତ କିଏ ଜନସମ୍ପର୍କ ସମସ୍ତେ ଉପସ୍ଥାପନ କରୁଛନ୍ତି ନିଜର ହାଇ କମାଣ୍ଡଙ୍କ ନିକଟରେ l ଏହି ପରିପ୍ରେକ୍ଷୀରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେଆଗାମୀ

ବିଧାନସଭାରେ ଅର୍ପଣ ରଥ ଓ ଉଷୁନା ଚାଉଳ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଲା ବିଜେପି

ଭୁବନେଣ୍ବର: ଶୂନ୍ୟକାଳରେ ବିଜେପି ପୁଣି ଉଠାଇଲା ଅର୍ପଣ ରଥ ଓ ଉଷୁନା ଚାଉଳ ପ୍ରସଙ୍ଗ। ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ। କାହା ନିର୍ଦ୍ଦେଶରେ ଅର୍ପଣ ରଥ…

ଆଦର୍ଶ ଶିକ୍ଷକ ଓ ପ୍ରବୀଣ ରାଜନୀତିଜ୍ଞ ଲକ୍ଷ୍ମୀଧର ଲେଙ୍କାଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ସଭା

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଇଶ୍ବରପୁରୁ ପଞ୍ଚାୟତ ସଦର ମହକୁମାରରେ ସ୍ବର୍ଗତ ଲକ୍ଷ୍ମୀଧର ଲେଙ୍କାଙ୍କ ଏକାଦଶାହ ଶ୍ରଦ୍ଧାଞ୍ଜଳି ସଭାରେ ମାନ୍ୟଗଣ୍ୟ ଵ୍ୟକ୍ତିମାନଙ୍କ ଉପସ୍ଥିତ ।ଆଦର୍ଶ ଶିକ୍ଷକତାରୁ ସଚ୍ଚୋଟ ରାଜନୀତିର ସଂଗ୍ରାମୀ ଜୀବନରେ ପାଦ ଦେଇ ରାଜନଗରର ଉନ୍ନତିକଳ୍ପେ

୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସଇଁତଳା ତହସିଲ ଅମିନ

ସଇଁତଳା: ବଲାଙ୍ଗୀର ଜିଲ୍ଲା ସଇଁତଳା ତହସିଲରେ କାର୍ଯ୍ୟରତ ଅମିନ ନିର୍ମଳେନ୍ଦୁ କବି ଆଜି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସଇଁତଳାର ନିରଞ୍ଜନ ସାହୁଙ୍କୁ ତାଙ୍କ ଜମି ଡିମାରକେସନ ବାବଦକୁ ଆଗରୁ ଅମିନ…

୩ ଦିନିଆ ଓଡ଼ିଶା ଗସ୍ତରେ ଭାରତର ମୁଖ୍ୟ ନିର୍ବାଚନ କମିସନର

ଭୁବନେଶ୍ବର: ଓଡ଼ିଶା ଆସୁଛନ୍ତି ଭାରତର ମୁଖ୍ୟ ନିର୍ବାଚନ କମିସନର ରବି କୁମାର। ନିର୍ବାଚନ ପାଇଁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସେ। ଏହି ଗସ୍ତ ଅବସରରେ ମୁଖ୍ୟ ନିର୍ବାଚନ କମିସନର ପ୍ରସ୍ତୁତି ନେଇ ସମୀକ୍ଷା…

ଚଳଚ୍ଚିତ୍ର ନିର୍ମାଣ ମାଧ୍ୟମରେ ଜନଜାତିମାନେ ସେମାନଙ୍କ ସମସ୍ୟା ବିଷୟରେ କହିପାରିବେ : କୁଳପତି

କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ପୁଣେସ୍ଥିତ ଭାରତୀୟ ଚଳଚ୍ଚିତ୍ର ଓ ଦୂରଦର୍ଶନ ପ୍ରତିଷ୍ଠାନ (ଏଫଟିଆଇଆଇ)ର ମିଳିତ ଆନୁକୂଲ୍ୟରେ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଚଳଚ୍ଚିତ୍ର…

ସ୍ବାସ୍ଥ୍ୟ ପାଇଁ ବ୍ୟୟବରାଦ ୨୪% ବୃଦ୍ଧି

ଭୁବନେଶ୍ବର : ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଦ୍ବାରା ଉପସ୍ଥାପିତ ରାଜ୍ୟ ଅନ୍ତରୀଣ ବଜେଟରେ ସ୍ବାସ୍ଥ୍ୟ କ୍ଷେତ୍ର ଉପରେ ଗୁରୁତ୍ବ ପ୍ରଦାନ କରାଯାଇଛି । ଜନସ୍ବାସ୍ଥ୍ୟ ସେବା କ୍ଷେତ୍ର ପାଇଁ ୧୯୯୫୯ କୋଟି…