Sign in
Sign in
Recover your password.
A password will be e-mailed to you.
‘ହେମନ୍ତ ସୋରେନଙ୍କ ଘରୁ ଜବତ BMW କାର୍ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କର’
ରାଞ୍ଚି : ଅର୍ଥ ହେରଫେର୍ ମାମଲାରେ ଗିରଫ ହୋଇଥିବା ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଜବତ ସମ୍ପତ୍ତିକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଇଡି ତାଙ୍କ ଘରୁ ଜବତ କରିଥିବା BMW କାର୍…
ବେଙ୍ଗଲରେ ଟିଏମସି, ପଞ୍ଜାବରେ ଜଲୱା ଦେଖାଇବେ ଆପ ଓ କଂଗ୍ରେସ
ନୂଆଦିଲ୍ଲୀ : ଆସନ୍ତା ଲୋକସଭା ନିର୍ବାଚନ ଓ ଫଳାପଳ ପୂର୍ବରୁ କିଛି ଜାତୀୟ ଗଣମାଧ୍ୟମ ସେମାନଙ୍କ ସର୍ଭେ ରିପୋର୍ଟ ପ୍ରକାଶ କରିବାରେ ଲାଗିଛନ୍ତି। ବିଶାଳ ଜନସଂଖ୍ୟା ମଧ୍ୟରୁ ମାତ୍ର କିଛି ହଜାର ଲୋକଙ୍କୁ ସର୍ଭେ…
ନୋଏଡା ସୀମା ସିଲ, ହରିଆଣାରେ ବ୍ୟାରିକେଡ୍
ନୂଆଦିଲ୍ଲୀ : ନିଜର ହକ ପାଇଁ ଦିଲ୍ଲୀରେ ବିକ୍ଷୋଭ କରିବାକୁ ଆସୁଥିବା ଶତାଧିକ ଚାଷୀଙ୍କ ବାଟ ଓଗାଳିବାକୁ ଉତ୍ତର ପ୍ରଦେଶ ଓ ହରିଆଣା ସରକାର ବ୍ୟାପକ ଯୋଜନା କରିଛନ୍ତି। ନୋଏଡା ପ୍ରଶାସନ ନିଜର ସୀମା ସିଲ…
ବୋମାମାଳ ପିନ୍ଧି ବିଧାନସଭାରେ ପହଞ୍ଚିଲେ ବିଧାୟକ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ହରଦାର କଂଗ୍ରେସ ବିଧାୟକ ରାମକିଶୋର ଦୋଗନେ ବେକରେ ଏକ ବୋମାମାଳ ପକାଇ ବିଧାନସଭାରେ ପହଞ୍ଚିଥିବା ଘଟଣା ଚର୍ଚ୍ଚାକୁ ଆସିଛି। ବିଧାୟକଙ୍କ ଏଭଳି ଅବତାର ଦେଖି ବିଧାନସଭାରେ…
ନିର୍ବାଚନ ବେଳେ ଆତଙ୍କବାଦୀ ଆକ୍ରମଣ,୫ ପୁଲିସ କର୍ମୀ ମୃତ
ନୂଆଦିଲ୍ଲୀ: ପାକିସ୍ତାନରେ ଚାଲିଥିବା ସାଧାରଣ ନିର୍ବାଚନ ପାଇଁ ଭୋଟଗ୍ରହଣ ମଧ୍ୟରେ ଗୁରୁବାର ଅପରାହ୍ନରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଖାଇବର ପଖ୍ତୁନଖୱାର ଡେରା ଇସ୍ମାଇଲ ଖାଁ ଜିଲ୍ଲାର…
ବିଜେପିକୁ ଜିତାଇବାକୁ ୨୫ ଲକ୍ଷ ଲୋକ କରିବେ କଲ
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ଷମତାକୁ ଫେରାଇ ଆଣିବା ଏବଂ ବିଜେପିକୁ ରେକର୍ଡ ସଂଖ୍ୟକ ୪୦୦ ସିଟ୍ ଜିତିବାରେ ସାହାଯ୍ୟ କରିବାକୁ…
ଶ୍ରମ ବିଭାଗ ପକ୍ଷରୁ ମିଳିଥିବା ହିତାଧିକାରୀଙ୍କ ମୃତ୍ୟୁ ଜନିତ ସହାୟତା ରାଶି ଆତ୍ମସାତ… !
୫-ଟି ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କଲେ ହିତାଧିକାରୀ...
ଦାବୀ ପୂରଣରେ ବିଳମ୍ବତାର ପ୍ରତିବାଦ:ପୁରୁଣାପାଣି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କଲା ଜିଲା କୃଷକ ସଂଘର୍ଷ…
ଦେବଗଡ଼,:ଚାଷ ହେଉଥିବା ସରକାରୀ ଜମିର ପଟ୍ଟା ପ୍ରଦାନ, ଭୂମୀହିନଙ୍କୁ ଘରଡିହ ପଟ୍ଟା ପ୍ରଦାନ, ଆଦିବାସୀ ଲୋକଙ୍କୁ ଜଙ୍ଗଲ ଜମିର ସ୍ଥାୟୀ ପଟ୍ଟା ପ୍ରଦାନ, ରେଙ୍ଗାଳି ବାସଚ୍ୟୁତଙ୍କୁ ଜମି ପ୍ରଦାନ ଏବଂ ଜମିର କିସମ ପରିବର୍ତନ ଆଦି ୫ ଦଫା ଦାବୀ ପୁରଣରେ ବିଳମ୍ବତା ଦେଖାଦେଇଛି । ଏଣୁ ଏହାର!-->!-->!-->…
ଓଡିଶାର ଐତିହ୍ୟ ଓ ପରମ୍ପରା ସମ୍ବନ୍ଧୀୟ ପ୍ରଦର୍ଶନୀ ପ୍ରତିଯୋଗିତା ଅନୁଷ୍ଠିତ…
ଦେବଗଡ଼,:‘ନୂଆ-ଓ’ ସାହିତ୍ୟ ପ୍ରତିଯୋଗିତା ପରିପ୍ରେକ୍ଷୀରେ ବାରକୋଟ ବ୍ଲକ କଲା ସ୍ଥିତ ପଂଚାୟତ ଡିଗ୍ରୀ କଲେକରେ ଓଡିଶାର ଏତିହ୍ୟ ଓ ପରମ୍ପରା ସମ୍ବନ୍ଧୀୟ ଏକ ପ୍ରଦର୍ଶନୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଦର୍ଶନୀ ପ୍ରତିଯୋଗିତାରେ କଲେଜର ୮ଟି ବିଭାଗର ଛାତ୍ର ଛାତ୍ରୀ ମାନଙ୍କ!-->!-->!-->…
ମାଓ ନେତା ଦସ୍ରୁର ମୃତ୍ୟୁକୁ ଗ୍ରହଣ କରିପାରୁନି ମାଓ ସଂଗଠନ: କୋର୍ଟ ଚାଲାଣ କରିବାକୁ ଲାଗିଲା ମାଓ ପୋଷ୍ଟର…
ବାଲିଗୁଡା,: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅର୍ନ୍ତଗତ ସୁଡ୍ରା ଗ୍ରାମ ପଞ୍ଚାୟତର କେତେରଭଟ୍ଟା ଛକର ୪୧ ନଂ. ରାଜ୍ୟପଥ କଡ଼ରେ ଲାଗିଲା ମାଓ ପୋଷ୍ଟର୍ l ସିପିଆଇ ମାଓବାଦୀ କେକେବିଏନ୍ ପକ୍ଷରୁ ଲାଗିଛି ପୋଷ୍ଟର । ପୋଷ୍ଟର ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି ।!-->…