କ୍ଷତିପୂରଣ ସହ ଏକାଉଣ୍ଟ୍ ରୁ କଟିଥିବା ଟଙ୍କା ଫେରସ୍ତ କରିବା ପାଇଁ ବ୍ୟାଙ୍କ କୁ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲ୍ଲା…

ବ୍ରହ୍ମପୁର : ବ୍ୟାଙ୍କ ଉପଭୋକ୍ତାଙ୍କୁ ଦୈନିକ ୧୦୦/-ଟଙ୍କା କ୍ଷତିପୂରଣ ସହ ଏକାଉଣ୍ଟ୍ ରୁ କଟିଥିବା ଟଙ୍କା କୁ ଫେରସ୍ତ କରିବା ପାଇଁ ବ୍ୟାଙ୍କ କୁ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲ୍ଲା ଉପଭୋକ୍ତା ଆୟୋଗ । ପ୍ରକାଶ ଥାଉକି, ବ୍ରହ୍ମପୁର ବାସିନ୍ଦା ଏ. ଆର. ରାଓ ବ୍ୟାଙ୍କ ଉପଭୋକ୍ତା ଜୁନ, ୨୦୨୩

ସ୍ବାମୀଙ୍କ ପ୍ରେମିକା ସନ୍ଦେହରେ ଯୁବତୀଙ୍କୁ ଆକ୍ରମଣ

ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ କୋମଣ୍ଡ ବହୁମୁଖି ଶିକ୍ଷାନୁଷ୍ଠାନରେ ପ୍ରବେଶ କରି ଜଣେ ମହିଳା ତାଙ୍କର ସ୍ବାମୀଙ୍କ ପ୍ରେମିକା ସନ୍ଦେହରେ ଜଣେ ଅଧ୍ୟାପିକା ଙ୍କୁ ମାଡ଼ ମାରିବା ଘଟଣା ଓଡ଼ଗାଁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଏ ନେଇ ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ

ସରକାରୀ ଆଇଟିଆଇ ଫୁଲବାଣୀରେ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଓ ଜଗନ୍ନାଥ ସଂସ୍କୃତି ଆଲୋଚନାଚକ୍ର ଉଦଯାପିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦରମହକୁମାସ୍ଥିତ ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନରେ ଜଗନ୍ନାଥ ସଂସ୍କୃତି ଆଲୋଚନା ଚକ୍ର ଏବଂ ଓଡ଼ିଶା ସରକାରଙ୍କ ନୂଆ-ଓ କାର୍ଯ୍ୟକ୍ରମ ଅଧିନରେ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦଯାପନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ

ପଞ୍ଚାୟତସମିତି ସ୍ତରୀୟ ଜନଜାତି ସଂସ୍କୃତି ପ୍ରଗତି ଓଡ଼ିଶାସାଥି କାର୍ଯ୍ୟକ୍ରମ ଅନୁଷ୍ଠିତ

ଦାରିଙ୍ଗବାଡ଼ି, ୬/୨ : ଜନଜାତି ସଂସ୍କୃତି ପ୍ରଗତି ସଶକ୍ତି ଓଡିଶା ସାଥି ୨୦୨୪ ଶିବିର ଗତକାଲି ଅନୁଷ୍ଠିତ ହୋଇଯାଇଛି। ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମିତି ଅଧ୍ୟକ୍ଷ ସୁଶାନ୍ତ

ଚିକିଟୀ ରେ “ଆମ ଓଡ଼ିଶା ନବୀନ ଓଡିଶା ” ସଚେତନତା କାର୍ଯ୍ୟକ୍ରମ

ଚିକିଟୀ : ସ୍ଥାନୀୟ ଚିକିଟୀ ପେଣ୍ଠ ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ମଙ୍ଗଳବାର ଦିନ ସହରାଞ୍ଚଳ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟନିର୍ବାହୀ ଅଧିକାରୀ କୁଳଦୀପ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି

ସଶକ୍ତ ଓଡ଼ିଶା ସାଥୀ ଶିବିର, ଜନଜାତି ସଂସ୍କୃତି ପ୍ରଗତି ୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଲକାନଗିରି : ରାଜ୍ୟ ସରକାର ଜନଜାତିଙ୍କ ଉନ୍ନୟନ ନିମନ୍ତେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ , ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମାଧ୍ୟମରେ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ପଞ୍ଚାୟତ ସମିତି ମାଲକାନଗିରି ଆନୁକୂଲ୍ୟରେ ମାଲ୍ୟବନ୍ତ ଛାତ୍ରାବାସ ଖେଳ

ଦୁର୍ଘଟଣାରେ ଆହତ ମହିଳାଙ୍କ ମୃତ୍ୟୁ

ହିଞ୍ଜିଳିକାଟୁ : ମଙ୍ଗଳବାର ସକାଳେ ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳିକାଟୁ ପୌରାଞ୍ଚଳ ସିନେମାହଲ ଛକରେ ମୋଟର ସାଇକେଲ ଧକ୍କାରେ ଜଣେ ମହିଳା ଗୁରୁତର ଆହତ ହୋଇଥିଲେ। ଆହତ ଜଣଙ୍କ ହେଲେ ହିଞ୍ଜିଳି ଥାନା ପୋଚିଲିମା ଗ୍ରାମର ଜି ଯମୁନା। ଚକିତ୍ସାଧିନ ଅବସ୍ଥାରେ ବୁଧବାର ସକାଳେ ବ୍ରହ୍ମପୁର ବଡ

ପିଇଓଙ୍କ ମନମୁଖୀ କାର୍ଯ୍ୟରେ ଅତିଷ୍ଠ ୱାର୍ଡ ମେମ୍ବର, ୫ ମାସ ହେଲା ହୋଇନି ପଞ୍ଚାୟତର ବୈଠକ

ଦାରିଙ୍ଗବାଡି,୭/୨ : ପିଇଓଙ୍କ ମନମୁଖୀ କାର୍ଯ୍ୟରେ ଅତିଷ୍ଠ ୱାର୍ଡ ମେମ୍ବର । ପିଇଓ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ୫ ମାସ ହେଲା ବୈଠକ ବସୁନଥିବା ଫଳରେ ପଞ୍ଚାୟତରେ ରହୁଥିବା ଅନେକ ସମସ୍ୟା ଉପରେ ଆଲୋଚନା ହୋଇ ପାରୁନଥିବା ସହ ବିଭିନ୍ନ ସରକାରୀ ଯୋଜନା ବିଷୟରେ ସୂଚନା ମିଳିପାରୁ ନଥିବା ୱାର୍ଡ

ବିକାଶ ଓ ଅପରାଧକୁ ନେଇ ରାଜନୀତି କରିବା ଠିକ୍ ନୁହେଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପରୀ ଭଳି ସମ୍ବେଦନଶୀଳ ମାମଲାରେ ବିରୋଧୀ ରାଜନୀତି କରୁଛନ୍ତି। ଗତକାଲି ପରୀ ଘଟଣାରେ ଦୋଷୀ ଦଣ୍ଡ ପାଇଛି।…

ଆଇକନିକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରୂପାନ୍ତରଣରେ ସଜେଇ ହୋଇଛି ଓଡ଼ିଶା। ବିଭିନ୍ନ ବିଭାଗକୁ ସମୃଦ୍ଧ କରିବା ସହ ରାଜ୍ୟକୁ ସାରା ବିଶ୍ୱରେ ପରିଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍ପରତା ଦେଖାଇଛନ୍ତି। ତେବେ ଶିକ୍ଷା ସମୃଦ୍ଧ ଧାରାରେ ଯୋଡ଼ି ହେଉଛି ନୂଆ ଏକ ଅଧ୍ୟାୟ।…