ମେସିନ୍ ଯୋଗେ ବାଲି ଉଠାଣ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ

କଟକ: ମେସିନ ବ୍ୟବହାର କରି ନଦୀ କୂଳରେ ବାଲି ଉତ୍ତୋଳନ ଉପରେ କଟକଣା ଲଗାଇବା ସହ ବାଲି ପରିବହନ ଉପରେ ଅନେକ କଟକଣା ଜାରି କରିଛନ୍ତି ଓଡ଼ିଶା ହାଇକୋର୍ଟ। ମେସିନ୍ ଦ୍ୱାରା ବାଲି ଉତ୍ତୋଳନ କରାଯାଇପାରିବ ନାହିଁ ଏବଂ ବୁଧବାରଠାରୁ ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଉ ବୋଲି…

ମୋଟର ସାଇକେଲ ଦୁର୍ଘଟଣାରେ ୨ ଗୁରୁତର

ହିଞ୍ଜିଳିକାଟୁ : ମଙ୍ଗଳବାର ସକାଳେ ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳିକାଟୁ ପୌରାଞ୍ଚଳ ସିନେମାହଲ ଛକରେ ମୋଟର ସାଇକେଲ ଧକ୍କାରେ ଜଣେ ମହିଳା ଗୁରୁତର ଆହତ ହେବା ସହ ମୋଟର ସାଇକେଲ ଚାଳକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଆହତ ମହିଳା ଜଣଙ୍କ ହେଲେ ହିଞ୍ଜିଳି ଥାନା ପୋଚିଲିମା ଗ୍ରାମର ଜି.

ବିଶ୍ଵ ଖ୍ରୀଷ୍ଟୀୟ ଉଦଯୋଗ ଦିବସ ପାଳିତ

ଫୁଲବାଣୀ : ଓଡ଼ିଆ ବାପଟିଷ୍ଟ୍ ମଣ୍ଡଳୀ ଫୁଲବାଣୀ ଗତ ଦୁଇ ଦିନ ଧରି ଖ୍ରୀଷ୍ଟୀୟ ଉଦଯୋଗ ସମିତି ପକ୍ଷରୁ ୧୪୪ ତମ ବିଶ୍ଵ ସି ଇ ଦିବସ ପାଳନ କରାଯାଇଛି l କନ୍ଧମାଳ ଜିଲ୍ଲାର ସମୁଦାୟ ୧୫୭ ଟି ସି ଇ ସମିତି ରହିଥିବା ବେଳେ ସେଥିମଧ୍ୟରୁ ଜିଲ୍ଲା ସଦର ମହକୁମାର ରହିଥିବା ଓଡ଼ିଆ ବାପଟିଷ୍ଟ୍

ଚିକିଟୀ ରେ “ଆମ ଓଡ଼ିଶା ନବୀନ ଓଡିଶା ” ସଚେତନତା କାର୍ଯ୍ୟକ୍ରମ

ଚିକିଟୀ : ସ୍ଥାନୀୟ ଚିକିଟୀ ପେଣ୍ଠ ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ମଙ୍ଗଳବାର ଦିନ ସହରାଞ୍ଚଳ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟନିର୍ବାହୀ ଅଧିକାରୀ କୁଳଦୀପ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି

ବାଟିବେଡ଼ା ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ

ଉମରେକାଟ : ସୂଚନା ପ୍ରକାରେ ଆଜି ଉମରକୋଟ ବ୍ଲକ ଅନର୍ଗତ ଆଶ୍ରମ ବିଦ୍ୟାଳୟରେ ସମସ୍ତ ଛାତ୍ର, ଛାତ୍ରୀ, ଏବଂ ସମସ୍ତ ଅଭିଭାବକ ଏବଂ ଗ୍ରାମର ଭଦ୍ର ବ୍ୟକ୍ତି ମାନଙ୍କୁ ଆମନ୍ତ୍ରଣ କରି ମହା ସମାରହରେ ବାର୍ଷିକ ଉତ୍ସବ ପାଳନ କରାଯାଇଅଛି | ସ୍ୱାଧୀନତା ସଂଗ୍ରାମୀ ରବିସିଂ ମାଝିଙ୍କ ଜନ୍ମ ଗ୍ରାମ ହୋଇ

ବି.ଆର.ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ବିଳନୀ ଅନୁଷ୍ଠିତ

ଦାରିଙ୍ଗବାଡ଼ି,୬/୨ : ଦାରିଙ୍ଗବାଡ଼ି ଵି.ଆର.ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ବିଳନୀ ଓ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାଳୟର ଅଧ୍ୟକ୍ଷ ଡା. ପ୍ରତାପ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି

ଜାତୀୟ କୃମି ନାଶକ ଦିବସ ପାଳନ ନେଇ ଜିଲ୍ଲା ସ୍ତରୀୟ କର୍ମଶାଳା

ମାଲକାନଗିରି : ଜିଲ୍ଲା ରକ୍ତ ଭଣ୍ଡାର ସଭା ଗୃହ ଠାରେ ଜିଲ୍ଲା ସ୍ୟାସ୍ଥ୍ୟ ସମିତି ଦ୍ଵାରା ଜାତୀୟ କୃମି ନାଶକ ଦିବସ ପାଳନ ନିମନ୍ତେ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗର ସମନ୍ୱିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ପାୱାର ସଚିନ ପ୍ରକାଶ

ମହୁଲିଆରେ ଅନୁଷ୍ଠିତ ହେଵ ଅଭିରାମ ପରମହଂସ ଦେଵଙ୍କ ୫୪ତମ ବାର୍ଷିକୋତ୍ସବ

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଳକ ମହୁଲିଆ ଠାରେ ଜଗତ୍ ଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସଦେଵଙ୍କ ୫୪ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହେବାକୁ ଥିବାରୁ ରାଜନଗର ଅଞ୍ଚଳର ଭକ୍ତ ଗୋଷ୍ଠୀ ଓ ବିଶେଷକରି ମହୁଲିଆ ଆଞ୍ଚଳିକ ଭକ୍ତ ଗୋଷ୍ଠୀମାନଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇ

ଚାନ୍ଦିପୁଟ କଲେଜ ରେ ବିଶ୍ବ ଓଡିଆ ଭାଷା ସମ୍ମିଳନୀ

ଆର,ଉଦୟଗିରି : ଗଜପତି ଜିଲ୍ଲା ଚାନ୍ଦିପୁଟ ଇନ୍ଦିରା ସ୍ମୃତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅଧ୍ୟକ୍ଷ ଡ଼. ରାଧା ରମଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି

ଟଙ୍କା ପାଇଁ ତେଲେଙ୍ଗାନାରେ ବନ୍ଧକ ଥିଲା ନାବାଳିକା; ଉଦ୍ଧାର କଲା ପୁଲିସ…

ବଲାଙ୍ଗିର : କିଛିଟା ଟଙ୍କା ପାଇଁ ଆନ୍ଧ୍ରପ୍ରଦେଶର ଏକ ଇଟାଭାଟି ମାଲିକ ନିକଟରେ ବନ୍ଧକ ଥିବା ନାବାଳିକାକୁ ଉଦ୍ଧାର କରିଛି ପୁଲିସ। ବେଲପଡ଼ା ଥାନା ପୁଲିସ ଆଜି ନାବାଳିକାକୁ ଉଦ୍ଧାର କରିଛି। ନାବାଳିକାର ବୟାନ ରେକର୍ଡ ପରେ ପରିବାର ଲୋକଙ୍କୁ ତାକୁ ହସ୍ତାନ୍ତର କରିବ…