ଆଡଭାନୀଙ୍କୁ ଭେଟିଲେ ଜେପି ନଡ୍ଡା ଓ ଅମିତ ଶାହ

ନୂଆଦିଲ୍ଲୀ : ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଆଜି ଭେଟିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆଡଭାନୀଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ସେମାନେ ତାଙ୍କୁ ଭେଟିଛନ୍ତି। ଭାରତ…

ରାଜ୍ୟସଭାରେ ରାଗି ଗଲେ ଜୟା ବଚ୍ଚନ, କହିଲେ – ଆମେ ସ୍କୁଲ ପିଲା ନୁହଁ

ନୂଆଦିଲ୍ଲୀ : ରାଜ୍ୟସଭାରେ ଆଜି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ସମାଜବାଦୀ ପାର୍ଟିର ସାଂସଦ ତଥା ଅଭିନେତ୍ରୀ ଜୟା ବଚ୍ଚନ। ଗୋଟିଏ ପ୍ରଶ୍ନକୁ ସରକାରୀ ଦଳ ବେଖାତିର କରିବାରୁ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳର ନେତାମାନେ ହୋହାଲ୍ଲା କରିଥିଲେ। ସେମାନଙ୍କୁ ରାଜ୍ୟସଭା…

ରାଜଧାନୀ ରେଲଓ୍ୱେ ଷ୍ଟେସନରୁ ଲସ୍କର ଆତଙ୍କୀ ଗିରଫ

ନୂଆଦିଲ୍ଲୀ : ରାଜଧାନୀ ରେଲଓ୍ୱେ ଷ୍ଟେସନରୁ ଧରାପଡିଲା ଲସ୍କର ଆତଙ୍କୀ। ଦିଲ୍ଲୀ ପୁଲିସକୁ ମିଳିଛି ବଡ଼ ସଫଳତା। ଜମ୍ମୁ-କଶ୍ମୀର କୁପଓ୍ୱାଡାର ଲସ୍କର-ଏ-ତୋଇବାର ଜଣେ ସକ୍ରିୟ ସଦସ୍ୟକୁ ଗିରଫ କରାଯାଇଛି।ଦିଲ୍ଲୀର…

ଦିଲ୍ଲୀ ମନ୍ତ୍ରୀ ଆଣିଲେ ସାଂଘାତିକ ଅଭିଯୋଗ, ନାଲି ଆଖି ଦେଖାଇଲା ଇଡି

ନୂଆଦିଲ୍ଲୀ : ଆପ୍‌ ନେତ୍ରୀ ତଥା ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଆତିଶି ଆଜି ତଦନ୍ତକାରୀ ସଂସ୍ଥା ଇଡି ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଇଡି ସମସ୍ତଙ୍କ ଉପରେ ଚାପ ପକାଇବା ସହ ପ୍ରମାଣରେ ହେରଫେର କରୁଥିବା ଆତିଶି ଅଭିଯୋଗ କରିଛନ୍ତି। ତେବେ ତାଙ୍କର ଏପରି…

କୃଷ୍ଣ ଜନ୍ମଭୂମିରେ ଥିବା ହିନ୍ଦୁ ମନ୍ଦିରକୁ ଭାଙ୍ଗିଥିଲେ ଔରଙ୍ଗଜେବ: ASI

ମଥୁରା : ମଥୁରାରେ କୃଷ୍ଣ ଜନ୍ମଭୂମି ମାମଲାରେ ASI ଟିମ୍ ଏକ ବଡ଼ ଖୁଲାସା କରିଛି। ଏକ ଆରଟିଆଇ (ସୂଚନା ଅଧିକାର) ଜବାବରେ ଉତ୍ତର ଦେଇ ଏଏସଆଇ କହିଛି ଯେ, ମୋଗଲ ଶାସକ ଔରଙ୍ଗଜେବ ମସଜିଦ ନିର୍ମାଣ ପାଇଁ ହିନ୍ଦୁ ମନ୍ଦିରକୁ ଭାଙ୍ଗି ଦେଇଥିଲେ। ମଥୁରାର କୃଷ୍ଣ ଜନ୍ମଭୂମିରେ…

ସତ ସାମ୍ନାକୁ ଆଣିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ : ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଜଣେ ବ୍ୟକ୍ତିଙ୍କୁ କୁକୁର ଖାଇବା ବିସ୍କୁଟ ଦେଉଥିବା ବେଳର ଭିଡିଓ ସାମ୍ନାକୁ ଆସିଥିଲା। ଏହାକୁ ବିଜେପି ଆଇଟି ସେଲ ପକ୍ଷରୁ…

ହିଞ୍ଜିଳିକାଟୁରେ ଓଡ଼ିଆ ସାହିତ୍ୟ ଭାଷା ସମ୍ମିଳନୀ : ପଦ୍ମଶ୍ରୀ ଗୋପୀନାଥ ସ୍ବାଇଁଙ୍କୁ ସମ୍ବର୍ଦ୍ଧନା

ହିଞ୍ଜିଳିକାଟୁ, ୩।୧( ) : ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ମାସ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ ପାଳନ ଅବସରରେ ହିଞ୍ଜିଳିକାଟୁ ପୌର ପରିଷଦ ପକ୍ଷରୁ ଇନଡୋର ଷ୍ଟାଡିୟମ ଓ ବରିଷ୍ଠ ନାଗରିକ ଚିତ୍ତ ବିନୋଦନ କେନ୍ଦ୍ର ଠାରେ ଓଡ଼ିଆ ସାହିତ୍ୟ ଭାଷା

ସୂଚନା ଆଇନ୍ ୨୦୦୫ ସମ୍ପର୍କିତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଅନୁଷ୍ଠିତ

ଛତ୍ରପୁର : ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଋଷିକୁଲ୍ୟା ସମ୍ମିଳନୀ କକ୍ଷଠାରେ ମଙ୍ଗଳବାର ସୂଚନା ଆଇନ୍ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନର ସହଯୋଗ କ୍ରମେ ରାଜ୍ଯ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ବାରା ଆୟୋଜିତ ଏହି କର୍ମଶାଳାରେ ଜିଲ୍ଲାର ସମସ୍ତ

ବେଆଇନ ମାଛଧରିବା ମହଙ୍ଗା ପଡିଲା, ୨ବୋଟ ଜବତ ସହ ୧୯ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ବନବିଭାଗ

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବନଖଣ୍ଡ ଅଧିନସ୍ଥ ଗହିରମଥା ରେଞ୍ଜ ଅର୍ନ୍ତଗତ ଏକକୂଳା ସାମୁଦ୍ରିକ ନିଷିଧାଞ୍ଚଳରେ ଵେଆଇନ ଭାବେ ମାଛମାରୁଥିବା ଦେଖି ଵନଵିଭାଗର ପେଟ୍ରୋଲିଂ ଟିମ୍ ୨ଟି ବୋଟ ଜବତ କରିବା ସହ ୧୯ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଵନଵିଭାଗ

ଏକ ବିରଳ ବ୍ୟକ୍ତିତ୍ୱ ପ୍ରଣବ ନାୟକ :କନ୍ଧମାଳ ଜିଲ୍ଲାର ୧୫୦ ପଞ୍ଚାୟତ ବୁଲି ୧୨୦୦ ଗ୍ରାମ ୫୦ ହଜାର ଲୋକଙ୍କ ସହ…

ଫୁଲବାଣୀ :କନ୍ଧମାଳକୁ କନ୍ଧମାଳର ନେତାପରୀପ୍ରେକ୍ଷୀରେ,ଦୀର୍ଘ ବର୍ଷ ଧରି ଜିଲ୍ଲାର ୧୫୦ଟି ପଂଚାୟତରେ ବୁଲିବୁଲି ୩୦ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ସହ ଯୋଗା ଯୋଗ କରି ଦୁଃଖ ସୁଖରେ ସୁବିଧା ଅସୁବିଧାରେ ପାଖରେ ରହି ଆପଣାର ପରି ସାହାଯ୍ଯ ସହଯୋଗ କରିବା ସହିତ ଆଲୋଚନା ର ସାରମର୍ମ,ଗଣ ମାଧ୍ୟମ