Sign in
Sign in
Recover your password.
A password will be e-mailed to you.
ଭୋଟର ଭୋଟବର୍ଜନ କରିବା ନେଇଁ ଏକ ବିଶାଳ ଶୋଭାଯାତ୍ରା
ଉମରକୋଟ : ଆଜି ଉମରକୋଟ ପୌର ପରିଷଦ ବସ୍ତି ବାସିନ୍ଦା ମହାସଂଘ ତରପରୁ ଉମରକୋଟ ସହରରେ ଚନ୍ଦାହାଣ୍ଡି, ଝରୀଗାଁ, ରାଇଘର, ଡାବୁଗାଁରୁ ସହ ସହ କର୍ମକର୍ତ୍ତା ଓ ଭୋଟର ମାନଙ୍କୁ ଆବାହନ କରି ୩ଦଫା ଦାବି ନେଇଁ ଏକ ବିଶାଳ ଶୋଭା ଯାତ୍ରା ବାହାର କରିଥିଲେ, ବହୁ ଦିନ ଧରି ଉମରକୋଟ ସହରରେ ବସବାସ!-->…
ବିଜାପୁର ଏନକାଉଣ୍ଟରରେ ମୃତ ୧୩ ନକ୍ସଲଙ୍କ ମୃତଦେହ ଉଦ୍ଧାର
ବିଜାପୁର : ନିର୍ବାଚନ ପୂର୍ବରୁ ଛତିଶଗଡ଼ ବିଜାପୁରରେ ଗତକାଲି ସୁରକ୍ଷାବାହିନୀର ବଡ଼ ଅପରେସନରେ ମୃତ ୧୩ ନକ୍ସଲଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି । ମୃତଦେହକୁ ଚିହ୍ନଟ କରାଯାଉଛି । ଏହା କହିଛନ୍ତି ବସ୍ତର ରେଞ୍ଜ ଆଇଜି ପି. ସୁନ୍ଦରାଜ । ଅବାଧ, ମୁକ୍ତ ଓ ଶାନ୍ତିଶୃଙ୍ଖଳାର ସହ!-->…
ଅଂଶୁଘାତରୁ ରକ୍ଷା ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା
ଭୁବନେଶ୍ବର:ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଉପକୂଳରୁ ପଶ୍ଚିମ ଏବଂ ଦକ୍ଷିଣରୁ ଉତ୍ତର ଓଡ଼ିଶା ସବୁଠି ଡହଡହ ଖରା ଅନୁଭୂତ ହୋଇଛି । ସକାଳ ୮ ପରଠାରୁ ଘରୁ ବାହାରିବା ବି ମୁସ୍କିଲ ହୋଇପଡୁଛି । ମଣିଷ ମାନଙ୍କ ଅବସ୍ଥା ଖରାପ ହୋଇପଡୁଥିବାବେଳେ ଜୀବଜନ୍ତୁଙ୍କ କଥା ନ କହିବା ଭଲ ।!-->…
ଆସିକା ଓ ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପୁଣି କଲା ରିପିଟ…
ବିଜେଡ଼ି କୁ ପଡ଼ିବନି ତ ମହଙ୍ଗା ...??
ଆମ ସଂସ୍କୃତି, ଆମ ଖେଳଣା ଉତ୍ସବ ପାଳିତ
ହିଞ୍ଜିଳିକାଟୁ (୩/୪) : ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଳକ ଅର୍ନ୍ତଗତ କୃଷ୍ଣଛାଈ ବିଦ୍ୟାଳୟ ଠାରେ ବ୍ରହ୍ମପୁର କ୍ଲଷ୍ଟର ସ୍ତରୀୟ ଆମ ସଂସ୍କୃତି ଆମ ଖେଳଣା ଉତ୍ସବ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦିବାକର ସାହୁ ଙ୍କ ତତ୍ବାବଧାନରେ!-->…
ଗ୍ୟାସ୍ ଟାଙ୍କି ଫାଟି ୫ ଗୁରୁତର
ଅନୁଗୁଳ : ମାଛ ହେଲା କାଳ । ମାଛ ରୋଷେଇ କରୁଥିବା ବେଳେ ଗ୍ୟାସ ତାଙ୍କି ଫାଟି ୫ ଗୁରୁତର । ଏଭଳି ଦୁଃଖଦ ଘଟଣା ଅନୁଗୁଳ ତଳମୂଳ ପାଟଣାରେ ଦେଖିବାକୁ ମିଳିଛି । ଗ୍ୟାସ ଟାଙ୍କି ଫାଟି ଗୋଟିଏ ପରିବାରର ୫ଜଣ ଗୁରୁତର ହୋଇଛନ୍ତି ।
ମାଛ ଭାଜିବା ବେଳେ ଫାଟିଲା ଗ୍ୟାସ ସିଲିଣ୍ଡର। ଅନୁଗୋଳ!-->!-->!-->…
ବିଜେଡିରେ ସାମିଲ ହେଲେ ପୂର୍ବତନ ସାଲେପୁର ବିଧାୟକ ପ୍ରକାଶ ବେହେରା
ଭୁବନେଶ୍ଵର: ବିଜେଡିରେ ସାମିଲ ହେଲେ ପୂର୍ବତନ ସାଲେପୁର ବିଧାୟକ ପ୍ରକାଶ ବେହେରା । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ସେ ବିଧିବଦ୍ଧ ଭାବରେ ବିଜେଡିରେ ସାମିଲ ହୋଇଛନ୍ତି । ୨ ଦିନ ତଳେ ସେ ବିଜେପିରୁ ଇସ୍ତଫା ଦେଇଥିଲେ ।
ପୂର୍ବତନ ବିଧାୟକ ପ୍ରକାଶ ବେହେରା କଟକ ସଦର ବିଜେପି ସଭାପତି!-->!-->!-->…
ପଦ୍ମ ଛାଡି ଶଙ୍ଖ ଧରିଲେ ଭୃଗୁ ବକ୍ସିପାତ୍ର
ଭୁବନେଶ୍ୱର: ପଦ୍ମ ଛାଡି ଶଙ୍ଖ ଧରିଲେ ଭୃଗୁ ବକ୍ସିପାତ୍ର । ଶହ ଶହ ସମର୍ଥକଙ୍କ ସହ ଶଙ୍ଖ ଭବନରେ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗଦେଲେ ଭୃଗୁ । ସାଂସଦ ମାନସ ମଙ୍ଗରାଜ, ସାଂସଦ ଚନ୍ଦ୍ରଶେଖର ସାହୁ, ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ଭୃଗୁ । ଆଜି ସକାଳେ!-->…
ବିଜେଡି ଇସ୍ତାହାର କମିଟି ଅଧ୍ୟକ୍ଷ ହେଲେ ଚନ୍ଦ୍ରଶେଖର ସାହୁ
ଭୁବନେଶ୍ଵର: ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ମିଳିଲା ନୂତନ ଦାୟିତ୍ଵ । ବିଜେଡି ଇସ୍ତାହାର କମିଟି ଅଧ୍ୟକ୍ଷ ହେଲେ ଚନ୍ଦ୍ରଶେଖର ସାହୁ । ବିଜେଡି ଉପସଭାପତି ଭାବେ ମଧ୍ୟ ଚନ୍ଦ୍ରଶେଖରଙ୍କୁ ନିଯୁକ୍ତି । ନିଯୁକ୍ତି ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ବର୍ତମାନ!-->!-->!-->…
କନ୍ଧମାଳ ଲୋକସଭା ଆସନ ରେ କଂଗ୍ରେସ ଦେଲା ସ୍ଥାନୀୟ ପ୍ରାର୍ଥୀ – ଅମୀରଚାନ୍ଦ ନାୟକ
ଫୁଲବାଣୀ : ବିଜେଡ଼ି ଓ ବିଜେପି ଉଭୟ କନ୍ଧମାଳ ଲୋକସଭା ଆସନ ପାଇଁ ସ୍ଥାନୀୟ ପାର୍ଥି ଦେବା ପରିବର୍ତ୍ତେ ବାହାର ପାର୍ଥି ଦେଇଥିବା ବେଳେ କଂଗ୍ରେସ ଦେଇଚି ସ୍ଥାନୀୟ ପ୍ରାର୍ଥୀ l କଂଗ୍ରେସ ଦଳ ବିଭିନ୍ନ ଲୋକସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏଆଇସିସି ଜାରି କରିଥିବା!-->!-->!-->…