ରାଜଧାନୀରେ କୁଖ୍ୟାତ ନିଶା ମାଫିଆ ପପୁନକୁ ଏନକାଉଣ୍ଟର୍

ଭୁବନେଶ୍ୱର : ରାଜଧାନୀରେ ଏନକାଉଣ୍ଟର୍ । ଭୁବନେଶ୍ବରରେ କୁଖ୍ୟାତ ନିଶା ମାଫିଆକୁ ଏନକାଉଣ୍ଟର୍ । ପପୁନ୍ ମାଝୀକୁ ଏନକାଉଣ୍ଟର୍ କଲା କମିଶନରେଟ୍ ପୋଲିସ୍ । ଗଞ୍ଜାମ ଜଗନ୍ନାଥପ୍ରସାଦ ଅଞ୍ଚଳର ନିଶା ମାଫିଆ ପପୁନ୍ । ଇନଫୋ ଭ୍ୟାଲି ଥାନା ଅଞ୍ଚଳରେ ନିଶା ଡିଲ୍ ବେଳେ ଏନକାଉଣ୍ଟର୍ । ପ୍ରଥମେ

ଆଜିଠୁ ଯୁକ୍ତ ୩ ନାମଲେଖା ଆବେଦନ, ଜୁଲାଇରୁ ପାଠପଢା

ଭୁବନେଶ୍ୱର : ନିକଟରେ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଯୁକ୍ତ ୨ ପରୀକ୍ଷା ଫଳର ବାହାରିବା ପରେ ଯୁକ୍ତ ୩ ପାଇଁ ନାମଲେଖା ପ୍ରକ୍ରିୟା ଆଜିଠୁ ଆରମ୍ଭ ହେଉଛି । ଯୁକ୍ତ ୩ ନାମଲେଖା ପାଇଁ ଆଜିଠୁ ଆବେଦନ କରିପାରିବେ ଛାତ୍ର ଛାତ୍ରୀ । ୨୦୨୬-୨୭ ଶିକ୍ଷାବର୍ଷରେ ଯୁକ୍ତ ୩ କଲେଜ

ସ୍ଵତନ୍ତ୍ର ମିଶ୍ରିତ ଭୋଟର ତାଲିକା ସଂଶୋଧନ ତାଲିମ କାର୍ଯ୍ୟକ୍ରମ….

ନୟାଗଡ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସମ୍ମିଳନୀ କକ୍ଷରେ ନୟାଗଡ଼ ଓ ରଣପୁର ନିର୍ବାଚନ ମଣ୍ଡଳୀରୁ ସମସ୍ତ ବ୍ଲକ ସ୍ତରୀୟ ଅଧିକାରୀ ଓ ସୁପରଭାଇଜର ମାନଙ୍କୁ ନେଇ ସ୍ୱତନ୍ତ୍ର ମିଶ୍ରିତ ଭୋଟର ତାଲିକା ସଂଶୋଧନ ତାଲିମ -୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି।ଏହି ତାଲିମ କାର୍ଯ୍ୟକ୍ରମରେ ଓଡ଼ଗାଁ

ଓଡ଼ଗାଁ ଅଜିତ ହତ୍ୟାକାଣ୍ଡ ଘଟଣା: ଅନ୍ୟତମ ଅଭିଯୁକ୍ତ ମୁନା ସାହୁ ଗିରଫ…

ନୟାଗଡ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ପୋଲିସ ଅଜିତ ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ଅନ୍ୟଜଣେ ଅଭିଯୁକ୍ତ ରଙ୍ଗଣି ପାଟଣା ଗ୍ରାମର ମୁନା ସାହୁକୁ ତାଙ୍କ ଘରୁ ଧରିବା ସହିତ ପଚରା ଉଚରା ପରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ଜାମିନ ଖାରଜ ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ

ଆସିକା କଇଁଫୁଲିଆ ଛକକୁ ସରୋଜ ପାଢ଼ୀ ଛକ ନାମରେ ନାମ ଫଳକ ଲଗାଯାଇଥିଲା ଜନ ଅସନ୍ତୋଷ ରେ ନାମ ଫଳକ ରେ ଲାଗିଲା କଳା …..!

ବ୍ରହ୍ମପୁର: ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚା ରେ ରହିଆସିଛି। ଦୀର୍ଘ ଦଶନ୍ଧି ଧରି ଆସିକା କଇଁ ଫୁଲିଆ ଛକ ନାମରେ ରହିଆସିଛି। କଇଁଫୁଲିଆ ଛକର ନାମ ପରିବର୍ତ୍ତନ କରି ଆସିକା ପୌର ପରିଷଦ ସରୋଜ ପାଢ଼ୀ ଛକ ବୋଲି ଏକ ନାମ ଫଳକ ଲଗାଇଥିଲେ। କଇଁଫୁଲିଆ ଛକର ନାମ ପରିବର୍ତ୍ତନ

ଆସିକା ପୋଲିସ ଉପଖଣ୍ଡ ଅଧିକାରୀ ଭାବେ ଦାୟିତ୍ୱ ନେଲେ ସୌରଭ ରଞ୍ଜନ ପ୍ରଧାନ…

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅତି ସମ୍ବେଦନଶୀଳ ରୂପେ ପରିଚିତ ଆସିକା ସହର । ଆସିକା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଭାବେସୌରଭ ରଞ୍ଜନ ପ୍ରଧାନ ଦାୟିତ୍ୱ ନେଇଛନ୍ତି। ଦାୟିତ୍ୱ ଗ୍ରହଣ ପରେ ଆସିକାର ଟ୍ରାଫିକ ସମସ୍ୟା ଆଇନ ଶୃଙ୍ଖଳା ପରିସ୍ଥିତି ରେ ସୁଧାର ଅଣାଯିବ ବୋଲି ଏସ୍ଡ଼ିପିଓ ପ୍ରଧାନ

ମନରେଗା କାର୍ଯ୍ୟରେ ଗୁରୁତର ଅଭିଯୋଗ : ପୋଖରୀ ଓ ରାସ୍ତା କାମରେ ଅନିୟମିତତା ନେଇ ବିଡିଓ କୋରକୁଣ୍ଡାଙ୍କୁ…

ମାଲକାନଗିରି :କୋରକୁଣ୍ଡା ବ୍ଲକ୍ ଅନ୍ତର୍ଗତ ପୁରୁଣା ଚିମିଟାପାଲି ଗ୍ରାମ ପଞ୍ଚାୟତର ଏମ୍.ଭି ୧୧୯ ଗ୍ରାମରେ ମନରେଗା ଯୋଜନା ଅଧୀନରେ ୨୦୨୩-୨୪ ମସିହାରେ ନିର୍ମିତ ଟି ପୋଖରୀ କାର୍ଯ୍ୟ ନେଇ ଗୁରୁତର ଅଭିଯୋଗ ଉଠିଛି। ସୋସିଆଲ୍ ଅଡିଟ୍ ସମୟରେ ଏହି ଅନିୟମିତତା ସାମ୍ନାକୁ ଆସିଥିବା

ଆମ ଗଂଜାମ ସ୍ୱଚ୍ଛ ଗଂଜାମ ଅଭିଯାନ…

ବ୍ରହ୍ମପୁରର ହରିଡ଼ାଖଣ୍ଡି ପୋଖରୀ କୂଳ ସଫାକଲେ ସଚେତନ ନାଗରିକ ସମାଜ ବ୍ରହ୍ମପୁର ତା 26 /୦୫/୨୬ ସ୍ୱଚ୍ଛତା ବିନା ଗଞ୍ଜାମ ଗୌରବ ଅଧୁରା । କଳା, ସାହିତ୍ୟ ଓ ସଂସ୍କୃତି ପାଇଁ ବିଶ୍ୱବିଦିତ ଗଞ୍ଜାମକୁ ସ୍ୱଚ୍ଛତାରେ ମଧ୍ୟ ଶ୍ରେଷ୍ଠ କରିବାର ସମୟ ଆସିଛି । ତେଣୁ ଜିଲ୍ଲା ପ୍ରଶାସନ

ଡ଼କାୟତି କରିବା ପାଇଁ ଆଇନାବନ୍ଧ ପାଖରେ ଯୋଜନା କରୁଥିଲେ ୫ ଡ଼କାୟତ :ବିିଶେଷ ସୂତ୍ରରୁ ଖବର ପାଇ ମଧ୍ୟ ରାତ୍ରିରେ କାବୁ…

ବ୍ରହ୍ମପୁର,୨୬/୫:ଦକ୍ଷିଣାଂଚଳ ଆଇଜି ନୀତି ଶିକ୍ଷିରଙ୍କ ନିଦେ୍ର୍ଦଶ କ୍ରମେ ବ୍ରହ୍ମପୁର ଏସ୍ପି ଡ଼.ଶ୍ରବଣା ବିବେକ ଏମ୍ଙ୍କ ତତ୍ୱାବଧାନରେ ବ୍ରହ୍ମପୁର ପୁଲିସ ଜିଲ୍ଲାରେ ଆରମ୍ଭ ହୋଇଛି ଅସାମାଜିକ ତତ୍ୱ ଧରପଗଡ଼ ଅଭିଯାନ । ବୃଦ୍ଧି ପାଉଥିବା କ୍ରାଇମ୍କୁ ଦମନ କରିବା ପାଇଁ ବିଭିନ୍ନ ଥାନା

ଚୋରି କରିବା ପାଇଁ ଟାର୍ଗେଟ କରୁଥିଲେ ବିଭିନ୍ନ ବ୍ୟାଙ୍କ ଅଞ୍ଚଳ …

ବ୍ରହ୍ମପୁର,୨୬/୫:ବ୍ୟାଙ୍କକୁ ଯାଉଥିବା ବ୍ୟକ୍ତିଙ୍କ ମୋଟର ସାଇକେଲକୁ ଆଖି ପିଛୁଳାକେ ଚୋରି କରି ଦେଉଥିଲେ । ଏଭଳି ଏକ ଚୋରକୁ କାବୁ କରିଥିଲେ ଜନସାଧାରଣ । ଗତକାଲି ଜୟପ୍ରକାଶ ନଗର ଛକଠାରେ ଥିବା ଏକ୍ସିସ୍ ବ୍ୟାଙ୍କ ସମ୍ମୁଖରେ ନିଜ ବଜାଜ ପଲସର ଗାଡ଼ି ପାର୍କିଂ କରି ବ୍ୟାଙ୍କକୁ ଯାଇଥିଲେ