Sign in
Sign in
Recover your password.
A password will be e-mailed to you.
ଦିଲ୍ଲୀପ ରାୟଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ: ବ୍ଲାଙ୍କ ଚେକ୍ ଦେଇ କଂଗ୍ରେସ ବିଧାୟକଙ୍କୁ ୫ କୋଟି ଲେଖାଏଁ ଯାଚୁଛନ୍ତି !
ନୂଆଦିଲ୍ଲୀ : ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ। ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ। ଏଥିଲାଗି ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଆଜି ଘୋଡା ବେପାର ନେଇ ବିଜେପି ସମର୍ଥିତ ସ୍ବାଧୀନ!-->…
୪ ରାଜ୍ୟ ଓ ୧ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷିତ
ନୂଆଦିଲ୍ଲୀ:ଭାରତୀୟ ନିର୍ବାଚନ କମିସନ ପକ୍ଷରୁ ରବିବାର ୪ଟି ରାଜ୍ୟ ସହ ୧ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ବାଜିଛି ବିଗୁଲ। ଭାରତୀୟ ନିର୍ବାଚନ କମିସନ ଆଜି ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି।!-->…
ସିଲିଣ୍ଡର ବିସ୍ଫୋରଣ ଘଟି ୨ ଶିଶୁ ମୃତ, ୭ ଆହତ
ତାମିଲନାଡୁ : ଚେନ୍ନାଇର ନଲ୍ଲୁର ଅଞ୍ଚଳରେ ସିଲିଣ୍ଡର ବିସ୍ଫୋରଣ । ସିଲିଣ୍ଡର ବିସ୍ଫୋରଣ ହେବାକୁ ଯୋଗୁଁ ୨ ଜଣ ପିଲାଙ୍କ ଜୀବନ ଚାଲିଯାଇଛି । ଘଟଣାରେ ଅନ୍ୟ ୭ ଜଣ ଆହତ ହୋଇଛନ୍ତି । ବିସ୍ଫୋରଣ ଏତେ ଜୋରରେ ଥିଲା ଯେ, ୩ଟି ଘର ଆଶିଂକ ଭାବେ କ୍ଷତିଗ୍ରସ୍ତ ହୋଇଛି । ସ୍ଥାନୀୟ ଲୋକ ଶବ୍ଦ!-->…
ଖାଇକୁ ଖସିଲା ବସ୍, ୭ ତୀର୍ଥ ଯାତ୍ରୀ ମୃତ
କାଠମାଣ୍ଡୁ : ନେପାଳର ଗୋରଖା ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରତୀୟ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ଖାଇକୁ ଖସିପଡିଛି । ଏଥିରେ ସାତ ଜଣ ଭାରତୀୟ ତୀର୍ଥଯାତ୍ରୀଙ୍କ ଜୀବନ ଚାଲିଯାଇଛି । ମନକାମନା ମନ୍ଦିର ଦର୍ଶନ କରି ଫେରୁଥିବା ସମୟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା ।!-->…
PNG ଗ୍ୟାସ୍ ଥିଲେ ମିଳିବନି LPG ସିଲିଣ୍ଡର
ନୂଆଦିଲ୍ଲୀ : ଆମେରିକା-ଇରାନ୍ ଯୁଦ୍ଧ ଯୋଗୁଁ ଭାରତ ମଧ୍ୟ LPG ସଙ୍କଟର ସାମ୍ନା କରୁଛି । ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ସରକାର ଏବେ ନିୟମରେ ବଡ଼ ପରିବର୍ତ୍ତନ ଆଣିଛନ୍ତି । ଏପରି ପରିସ୍ଥିତିରେ PNG ଗ୍ୟାସ୍ ଥିବା ଗ୍ରାହକମାନେ ଘରୋଇ LPG ସିଲିଣ୍ଡର!-->…
ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଯବାନଙ୍କ ଗୁଳିରେ ପାକ୍ ଆତଙ୍କୀ ମୃତ
ଜମ୍ମୁ କଶ୍ମୀର : ପାକିସ୍ତାନ ଆତଙ୍କବାଦୀଙ୍କ ବଡ ଧରଣର ଅନୁପ୍ରବେଶ ଉଦ୍ୟମ ପଣ୍ଡ । ଭାରତୀୟ ଯବାନଙ୍କ ଗୁଳିରେ ଜଣେ ପାକିସ୍ତାନ ଆତଙ୍କୀ ମୃତ । ଜମ୍ମୁ ଓ କଶ୍ମୀର ଉରି ସେକ୍ଟରରେ ଗୁଳିମାଡରେ ପାକିସ୍ତାନ ଆତଙ୍କବାଦୀ ନିହତ ।
ପୂର୍ବରୁ କିଛି ଆତଙ୍କବାଦୀ ଭାରତ ସୀମାରେ ଅନୁପ୍ରବେଶ ନେଇ!-->!-->!-->…
ଚକ୍ରମଣି କହଁର ଓ ନବ କିଶୋର ମଲ୍ଲିକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲା ବିଜେଡି
ଭୁବନେଶ୍ଵର:ରାଜ୍ୟସଭା ନିର୍ବାଚନକୁ ନେଇ ରାଜ୍ୟରାଜନୀତି ସରଗରମ ହେବାର ଲାଗିଛି। ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ ମତଦାନ କରିବେ ବିଧାୟକଗଣ। ମତଦାନ ପୂର୍ବରୁ ତିନିଦଳ କୁ ଘାରିଛି ଘୋଡା ବେପାର। ଏଥି ମଧ୍ୟରୁ ବିଜେଡିର ୨ ବିଧାୟକଙ୍କୁୁ କାରଣ ଦର୍ଶାଅ ନୋଟିସ। ବିଜେଡି ବିଧାୟକ!-->…
ରାଇଘର ସରକାରୀ ହଷ୍ଟେଲରେ ଗଣ୍ଡଗୋଳ: ନବମ ଶ୍ରେଣୀ ଛାତ୍ରକୁ ମାଡ଼ ମାରିଲେ ଅଷ୍ଟମ ଶ୍ରେଣୀର ଦୁଇ ଛାତ୍ର
ଉମରକୋଟ : ନବରଙ୍ଗପୁର ଜିଲ୍ଲା ରାଇଘର ସରକାରୀ ହଷ୍ଟେଲରେ ନବମ ଶ୍ରେଣୀ ଛାତ୍ରକୁ ଅଷ୍ଟମ ଶ୍ରେଣୀର ଦୁଇ ଜଣ ଛାତ୍ର ନିର୍ଦ୍ଧୁମ ମାଡ଼ ମାରୁଥିବା ଭିଡ଼ିଓ ଏବେ ସସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଭାଇରାଲ ଭିଡିଓଟି ହେଉଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସ୍ଥିତ ସରକାରୀ ଉଚ୍ଚ!-->…
କରଞ୍ଜିଆରେ କାଳବୈଶାଖୀ ତାଣ୍ଡବ: ୧୦ ଆହତ, ଉପୁଡିଲା ଗଛ ଓ ବିଦ୍ୟୁତ ଖୁଣ୍ଟ
କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳର କଙ୍କଡା ଗାଁ ଆଜି ଅପରାହ୍ନରେରେ ଭୟଙ୍କର ଘୂର୍ଣ୍ଣିଝଡ଼ର ତାଣ୍ଡବ ଦେଖିବାକୁ ମିଳିଛି। କିଛି ସମୟ ତାଣ୍ଡବରେ କରିଦେଲା କାଳବୈଶାଖୀ ପ୍ରଭାବରେ ୭୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଜଣେ ଗୁରୁତର!-->…
୮ ବାଲି ବୋଝେଇ ହାଇୱା। ଜବତ
ରେଙ୍ଗାଲିକ୍ୟାମ୍ପ : ରାଜ୍ୟରେ ବାଲି ମାଫିଆଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ଆଜି ପ୍ରଶାସନର କଡ଼ା ଆଭିମୁଖ୍ୟ ଯୋଗୁଁ ବଳି ମାଫିଆଙ୍କ ବଡ଼ ଝଟକା ମିଳିଛି। ଆଜି ଏକ ବଡ଼ ଧରଣର ଚଢ଼ାଉ କରାଯାଇ ୮ଟି ବାଲି ବୋଝେଇ ହାଇୱାକୁ ଜବତ କରାଯାଇଛି।
ପୁଲିସ ସୂତ୍ରରୁ ମିଳିଥିବା!-->!-->!-->…