ଏସସିବି ଅଗ୍ନିକାଣ୍ଡ: ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ

କଟକ : ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ । କଟକ ଏସସିବି ଅଗ୍ନିକାଣ୍ଡ ଘଟଣାକୁ ନେଇ ମୋହନ ମାଝୀଙ୍କ ସହ କଥା ହେଲେ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ । ଏସସିବି ମେଡିକାଲ କଲେଜରେ ଘଟିଥିବା ଅଭାବନୀୟ ଦୁର୍ଘଟଣା ସମ୍ପର୍କରେ

ଏସସିବି ଅଗ୍ନିକାଣ୍ତ ଘଟଣାରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ, ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ସହାୟତା…

କଟକ: କଟକର ଏସସିବି ମେଡିକାଲର ଅଗ୍ନିକାଣ୍ତ ଘଟଣାରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ତାଙ୍କର ଗଭୀର ସମବେଦନା ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ନିଜର X ଆକାଉଣ୍ଟ

ଏସସିବିରେ ଅଗ୍ନିକାଣ୍ଡ: ୧୦ ମୃତ, ମୃତକଙ୍କ ପରିବାରକୁ ୨୫ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା

କଟକ: କଟକ ଏସସିବି ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିଥିବା ହେତୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଗ୍ନିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ପରିବାରକୁ ୨୫ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି ।

କାର୍ ଧକ୍କାରେ ଦୁଇ ମହିଳାଙ୍କ ସମେତ ଡ୍ରାଇଭର ମୃତ

ପିପିଲି: ମର୍ଣ୍ଣିଂ ୱାକ୍ ହେଲା କାଳ। ମହିଳାଙ୍କୁ ପଛପଟୁ ଧକ୍କା ଦେଲା କାର୍ । ଦୁଇ ମହିଳାଙ୍କ ସମେତ ଡ୍ରାଇଭର ମୃତ । ଭୁବନେଶ୍ୱର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥର KEC ନିକଟରେ ଦୁର୍ଘଟଣା ଘଟିଛି । ଦୁଇ ମହିଳାଙ୍କୁ ଧକ୍କା ଦେବା ପରେ କାରଟି ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯାଇଥିଲା ।

ବଢ଼ିଲା CPET ପରୀକ୍ଷା ପାଇଁ ଆବେଦନ ଅବଧି

ଭୁବନେଶ୍ବର: CPET ପରୀକ୍ଷା ପାଇଁ ଆବେଦନ କରିବାର ସମୟ ସୀମା ବଢିଲା । ଆବେଦନର ସମୟ ସୀମାକୁ ମାର୍ଚ୍ଚ ୧୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । CPET ପରୀକ୍ଷା ପାଇଁ ଆଗ୍ରହୀ ଥିବା ଛାତ୍ରଛାତ୍ରୀମାନେ ମାର୍ଚ୍ଚ ୧୮ ତାରିଖ ରାତି ୧୧.୪୫ ଘଟିକା ପର୍ଯ୍ୟନ୍ତ ସାମ୍ସ (SAMS) ପୋର୍ଟାଲକୁ ଯାଇ

ଘରୋଇ ଗ୍ୟାସ ବହୁଳ ଭାବେ ହୋଟେଲ ରେ ବ୍ୟବହାର ସାଧରଣ ଜନତା ହନ୍ତସନ୍ତ…..!

ଗ୍ୟାସ କୁ ମୋହରା କରି ଚାହା ଦୋକାନୀ ଠାରୁ ହୋଟେଲ ଯାଏ ଗ୍ରାହକ କୁ ଲୁଟୁ ଛନ୍ତି.. ଯୋଗାଣ ବିଭାଗ ଚେଇଁ ଶୋଇଛି….! ମାର ମାର ଭଣ୍ଡାରୀକୁ ମାର ନୀତିରେ ପ୍ରଶାସନ ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କୋଣ ଅନୁକୋଣ ରେ ଗ୍ୟାସ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ପଲ୍ଲୀ ରୁ ସହର ପର୍ଯ୍ୟନ୍ତ

ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ

ଆସିକା :-୧୫/୦୩/୨୬ ଦକ୍ଷିଣ ଓଡିଶା ର ଅଧିଷ୍ଠାତ୍ରୀ ତଥାଆସିକାର ଆରାଧ୍ୟ ଦେବୀ ମା ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ଉପଲକ୍ଷେ ଶୁଭଖୁଣ୍ଟି ସ୍ଥାପନ ହୋଇଛି lଅପରାହ୍ନ ମାହେନ୍ଦ୍ର ବେଳାରେ ତିଥି ଓ ନକ୍ଷତ୍ର ଅନୁଯାୟୀ ଶୁଭଖୁଣ୍ଟି ସ୍ଥାପନ ପାଇଁ ମା ଙ୍କ ଠାରେ ପୂଜା ଅର୍ଚନା ଅନୁଷ୍ଠିତ ହୋଇଥିଲା

ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ମୂଲ୍ୟାଙ୍କନ ପରୀକ୍ଷା

(ନିସର୍ତ୍ତ ନ୍ୟୁଜ/ବାଲିଗୁଡା) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ର ସମସ୍ତ କ୍ଳଷ୍ଟରର ବିଦ୍ୟାଳୟ ରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ପରୀକ୍ଷା ସହ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଶ୍ରୀମତୀ ବିନୋଦିନୀ ସାମଲଙ୍କ ପରିଚାଳନା ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ

ଆସାମରେ ୨୩,୫୫୦ କୋଟିର ପ୍ରକଳ୍ପ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଆସାମର ସିଲଚରରେ ୨୩,୫୫୦ କୋଟି ଟଙ୍କାର ଅନେକ ବିକାଶମୂଳକ ପରିଯୋଜନାର ମୂଳଦୁଆ ପକାଇବା ସହ ନିର୍ମାଣ ହେବାକୁ ଥିବା ଏକ୍ସପ୍ରେସୱେର ଭୂମି ପୂଜନ କରିଛନ୍ତି। ସଭାକୁ ସମ୍ବୋଧିତ କରି ମୋଦୀ କହିଛନ୍ତି ଯେ ପ୍ରଶାସନ ଏହି କ୍ଷେତ୍ରର ଉଦ୍ୟୋଗ

ଯୁଦ୍ଧ ପାଇଁ ମଧ୍ୟପ୍ରାଚ୍ୟରେ ଦ୍ୱାଦଶ ପରୀକ୍ଷା ବାତିଲ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ କରିଛି। ବୋର୍ଡ କହିଛି ଯେ ଯୁଦ୍ଧ ଯୋଗୁଁ ପଶ୍ଚିମ ଏସିଆର ପରିସ୍ଥିତି ଖରାପ ହେବାରେ ଲାଗିଛି। ଏପରି ପରିସ୍ଥିତିରେ ପରୀକ୍ଷା ପରିଚାଳନା ଅସମ୍ଭବ। ତେଣୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ