ହାତୀ ମୃତ୍ୟୁ ଘଟଣାରେ ଫରେଷ୍ଟର ନିଲମ୍ବିତ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଗୁଡିଘାଟ ଫରେଷ୍ଟର ଜୟକୃଷ୍ଣ ଭୋଇ ନିଲମ୍ବିତ । କାର୍ଯ୍ୟରେ ଅବହେଳା ପାଇଁ ଚାକିରିରୁ ନିଲମ୍ବନ କଲେ ବଲାଙ୍ଗିର DFO ଅଜିତ ବିଶି । ଏହାସହ ବିଦ୍ୟୁତ ବିଭାଗର ଯନ୍ତ୍ରୀ ମହମ୍ମଦ ଯୁନେଦ, ଲାଇନମ୍ୟାନ୍ ଅଜିତ

ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ

ପାଟଣା : କେନ୍ଦୁଝର ଜିଲ୍ଲାରେ ପ୍ରଥମ ଅଂଶୁଘାତ ମୃତ୍ୟୁ ଘଟିଛି। ପାଟଣା ଥାନା ଅଞ୍ଚଳ ସାହାରପଡା ବ୍ଲକ ତେଣ୍ଡରା ପଞ୍ଚାୟତ ନୂଆଗାଁ ଗ୍ରାମର ରାମଚନ୍ଦ୍ର ଦେହୁରୀଙ୍କ ଶ୍ରମଜୀବୀ ପୁଅ ବୁଦ୍ଧୁ ଦେହୁରୀ(୩୫) ପ୍ରାଣ ହରାଇଛନ୍ତି। ସେ ଗତକାଲି କାମକୁ ଯାଇ ଅପରାହ୍ନ ସାଢେ ୩ ଟା ସମୟରେ ବରବେଡାରୁ

ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଟିଟିଲାଗଡ଼ : ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ଏକ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ତିନିଜଣ ବ୍ୟକ୍ତି ଉକ୍ତ ନାବାଳିକାଙ୍କୁ ନେଇ ଏକ ନଦୀ ପଠାରେ ଦୁଷ୍କର୍ମ କରିଥବା ଜଣାଯାଇଛି। ଗତକାଲିର ଏହି ଘଟଣା ନେଇ ଆଜି ଉକ୍ତ ନାବାଳିକାଙ୍କୁ ଡାକ୍ତରୀ ମାଇନା ପାଇଁ କଡା

ବ୍ରହ୍ମପୁରରେ ପୁଣି ଏନକାଉଣ୍ଟର, ପୁଲିସ ଗୁଳିରେ ଦୁଇ ଅପରାଧୀ ଆହତ

ବ୍ରହ୍ମପୁର : ବ୍ରହ୍ମପୁର ପୁଲିସ ଜିଲାରେ ପୁଣି ଏନକାଉଣ୍ଟର ହୋଇଛି। ଏଥର ପୁଲିସ ଗୁଳିରେ ୨ ଜଣ ପୁରୁଣା ଅପରାଧୀ ଆହତ ହୋଇଛନ୍ତି। ସେମାନେ ହେଲେ ଗଞ୍ଜାମ ଜିଲା ବରଗଡ଼ ଥାନା ନଉଗାଁର ରଞ୍ଜନ ମଲ୍ଲିକ(୨୭) ଓ ହିଞ୍ଜିଳିକାଟୁ ଥାନା ସିକିରୀ ପାଢ଼ୀ ସାହିର ସରୋଜ ପଣ୍ଡା(୩୫)। ପୁଲିସ

ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୬ ମୃତ, ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କଳାହାଣ୍ଡି: ଶ୍ବାସରୁଦ୍ଧ ହୋଇ ୬ ମୃତ । ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୬ ଜଣଙ୍କ ମୃତ୍ୟୁ । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଗୌଡ଼ କର୍ଲାଖୁଣ୍ଟା ଗାଁରେ ଅଘଟଣ ଘଟିଛି । ସେଣ୍ଟ୍ରିଂ ବେଳେ ଶ୍ବାସରୁଦ୍ଧ ହୋଇ ଜୀବନ ଯାଇଥିବା ଜଣାପଡିଛି ।

ତାଳକଣି ଗ୍ରାମରେ ଗ୍ରିଲ ତାଡି ଝରକା ଭାଙ୍ଗି ଚୋରି, ପୋଲିସ୍ ଟିମ୍ ଓ ଡଗ୍ ସ୍କ୍ଵାଡ୍ ର ତଦନ୍ତ ଜାରି

ନୟାଗଡ଼,୨୬/୦୫ (ନିସର୍ତ୍ତ) : ତାଳକଣି ଗ୍ରାମରେ ଗ୍ରିଲ ତାଡି ଝରକା ଭାଙ୍ଗି ୭ ଲକ୍ଷ ଟଙ୍କାର ସୁନା ଗହଣା ଚୋରି ହୋଇ ଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ତାଳକଣି ଗ୍ରାମର ବିଭୂତି ଭୂଷଣ ଲେଙ୍କା (୩୨) ବର୍ଷ ପିତା ଧୂଳି ଲେଙ୍କା ଗତ କାଲି ସୋମବାର

ବିଜେପିରେ ଯୋଗ ଦେଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଏକ ବଡ଼ ଧରଣର ଅଦଳବଦଳ ଦେଖିବାକୁ ମିଳିଛି। ପୂର୍ବତନ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଗତକାଲି ସେ ବିଜେଡି ଏବଂ ସାଂସଦ ପଦରୁ ସମସ୍ତଙ୍କୁ ଚକିତ କରି ଇସ୍ତଫା ଦେଇଥିଲେ। ନୂଆଦିଲ୍ଲୀ ସ୍ଥିତ ବିଜେପି

ସୁନାବେଡ଼ାରେ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମୀକ୍ଷା: ଆହାର କେନ୍ଦ୍ରର ଖାଦ୍ୟ ଚାଖିଲେ, ଶତପ୍ରତିଶତ ଆବର୍ଜନା ସଂଗ୍ରହ ପାଇଁ…

ସୁନାବେଡ଼ା, ୨୬/୦୫ (ବସନ୍ତ ପେଗଡ଼) : କୋରାପୁଟ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ (ଡୁଡା) ତଥା ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ଆଜି ସୁନାବେଡ଼ା ପୌର ପରିଷଦ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। ବିଶେଷ କରି ସହରର ଆହାର କେନ୍ଦ୍ର ଓ

ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ପୁଣି ଧାରୁଆ ଅସ୍ତ୍ରରେ ଆତଙ୍କ ଦେଖିବାକୁ ମିଳିଛି। ଭୁବନେଶ୍ୱର ନିକଟ ଜଟେଣୀ ଛକ ପେଟ୍ରୋଲ ପମ୍ପରେ କିଛି ଦୁର୍ବୃତ୍ତ ଭୁଜାଲି ଧରି ଆତଙ୍କ ସୃଷ୍ଟି କରିଥିବା ସୂଚନା ମିଳିଛି। ଏହି ଆକ୍ରମଣରେ ପେଟ୍ରୋଲ ପମ୍ପରେ କାର୍ଯ୍ୟରତ ସଂଗ୍ରାମ ଜେନା ନାମକ ଯୁବକ

କର୍ତ୍ତବ୍ୟରେ ଅବହେଳା : ନୟାଗଡ଼ ବନପାଳ ଓ ମାଛିପଡ଼ା ବନରକ୍ଷୀ ନିଲମ୍ବିତ

ନୟାଗଡ: କର୍ତ୍ତବ୍ୟରେ ଅବହେଳା ପାଇଁ ନୟାଗଡ଼ ବନପାଳ ଓ ମାଛିପଡ଼ା ବନରକ୍ଷୀଙ୍କୁ ନିଲମ୍ବିତ କରାଯାଇଛି ।ନୟାଗଡ଼ ବନାଞ୍ଚଳ ଅଧୀନ ନୟାଗଡ଼ ସେକ୍ସନ ଦାୟିତ୍ୱରେ ଥିବା ଶୁଭେନ୍ଦୁ ପ୍ରସାଦ ନାୟକ ଓ ମାଛିପଡ଼ା ବନରକ୍ଷୀ ରଶ୍ମିତା ବେହେରାଙ୍କୁ ନିଲମ୍ବନ କରିଛନ୍ତି ନୟାଗଡ଼ ବନଖଣ୍ଡ ଅଧିକାରୀ