Sign in
Sign in
Recover your password.
A password will be e-mailed to you.
କର୍ତ୍ତବ୍ୟରେ ଅବହେଳା : ନୟାଗଡ଼ ବନପାଳ ଓ ମାଛିପଡ଼ା ବନରକ୍ଷୀ ନିଲମ୍ବିତ
ନୟାଗଡ: କର୍ତ୍ତବ୍ୟରେ ଅବହେଳା ପାଇଁ ନୟାଗଡ଼ ବନପାଳ ଓ ମାଛିପଡ଼ା ବନରକ୍ଷୀଙ୍କୁ ନିଲମ୍ବିତ କରାଯାଇଛି ।ନୟାଗଡ଼ ବନାଞ୍ଚଳ ଅଧୀନ ନୟାଗଡ଼ ସେକ୍ସନ ଦାୟିତ୍ୱରେ ଥିବା ଶୁଭେନ୍ଦୁ ପ୍ରସାଦ ନାୟକ ଓ ମାଛିପଡ଼ା ବନରକ୍ଷୀ ରଶ୍ମିତା ବେହେରାଙ୍କୁ ନିଲମ୍ବନ କରିଛନ୍ତି ନୟାଗଡ଼ ବନଖଣ୍ଡ ଅଧିକାରୀ!-->…
ଟାଟା ପାଓ୍ୱାର ନେତୃତ୍ୱାଧୀନ ଦକ୍ଷିଣ ଓଡ଼ିଶା ଡିସକମକୁ ମିଳିଲା ଅନ୍ତର୍ଜାତୀୟ ସୁରକ୍ଷା ପୁରସ୍କାର
ବ୍ରହ୍ମପୁର : ଟାଟା ପାଓ୍ୱାର ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ(ଟିପିଏସ୍ଓଡିଏଲ୍)କୁ ବ୍ରିଟିଶ ସେଫ୍ଟି କାଉନସିଲ୍ ଦ୍ୱାରା ‘ଡିଷ୍ଟିଙ୍କସନ୍’ ବର୍ଗରେ ସମ୍ମାନଜନକ ଅନ୍ତର୍ଜାତୀୟ ସୁରକ୍ଷା ପୁରସ୍କାର ୨୦୨୬ ପ୍ରଦାନ କରାଯାଇଛି । ଏହି!-->…
ମହୁମାଛି ଆକ୍ରମଣରେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ
ବାଲିଗୁଡ଼ା, ତା, ୨୬/୦୫ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଟାଉନରେ ଘଟିଛି ଏକ ଅଭାବନୀୟ ଘଟଣା । ବ୍ୟାଡମିଣ୍ଟନ ଖେଳି ଘରକୁ ଯିବାବେଳେ ଘର ଦୁଆରେ ଜଗି ବସିଥିଲା ଯମ । ଘରେ ପଶିବା ପୂର୍ବରୁ ଘର ସାମ୍ନାରେ ମହୁମାଛି ଆକ୍ରମଣରେ ଚାଲିଗଲା ଯୁବ ବ୍ୟବସାୟୀଙ୍କ ଜୀବନ । ମୃତକ ଜଣକ ହେଲେ ବାଲିଗୁଡ଼ା!-->…
ବ୍ରହ୍ମପୁର ପୋଲିସ ଦ୍ୱାରା ଏନକାଉଣ୍ଟର ଜାରି, ଗଞ୍ଜାମ ଜିଲ୍ଲା ପୋଲିସ ଦ୍ଵାରା ୱାରେଣ୍ଟି ଗିରଫ ରେ ସୀମିତ…..!
ବ୍ରହ୍ମପୁର ପୋଲିସ ଦ୍ଵାରା ଅପରାଧୀ ସଫେଇ ଅଭିଯାନ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ..
ଗଞ୍ଜାମ ପୋଲିସ ପକ୍ଷରୁ ଏନକାଉଣ୍ଟର କେବେ….??ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ ଦ୍ୱାରା ଏନ କାଉଣ୍ଟର ଅଭିଯାନ ଜାରି ରହିଛି। ଗଞ୍ଜାମ ପୋଲିସ ଦ୍ୱାରା ୱା ରେଣ୍ଟି ଗିରଫ କରିବା ରେ ସୀମିତ ରହିଛି।!-->!-->!-->…
ପୌରଧ୍ୟକ୍ଷ ପାଇଁ ବିଜେପି ଲିଙ୍କରେ ବିଜେଡି ନେତା…!
ନୟାଗଡ: ୧୬ଟି ୱାର୍ଡ ବିଶିଷ୍ଟ ନୟାଗଡ଼ ପୌର ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସହିତ ସମସ୍ତ ୧୬ଟି ୱର୍ଡ ବିଜେଡି ଅକ୍ତିଆରରେ ରହିଛି ।ମାତ୍ର ଗତ ସାଧାରଣ ନିର୍ବାଚନ ପର ଠାରୁ ନୟାଗଡ଼ ପୌର ପରିଷଦର ସ୍ଥିତି ଧୀରେ ଧୀରେ ବଦଳିବାରେ ଲାଗିଛି ।ଏକାଧିକ ବିଜେପି ନେତା ଏବେ ବିଜେପି ସମ୍ପର୍କରେ!-->…
ବେଆଇନ ନରସିଂହ ପଲ୍ଲୀ ବାଲି ଘାଟ ବନ୍ଦ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡ଼ି..! ନେତାଙ୍କ ଆଶୀର୍ବାଦ ରେ ବେଆଇନ ବାଲି…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଠାରେ ଥିବା ବେଆଇନ ବାଲି ଘାଟ ଗୁଡ଼ିକ ଉପରେ ପ୍ରଶାସନ ନୁହଁ ଆସିକା ବିଜେଡ଼ି ପକ୍ଷରୁ ଚଢ଼ାଉ କରି ବନ୍ଦ କରାଯାଇଥିଲା। ଆସିକା ବିଜୁ ପଟ୍ଟନାୟକ ଛକ ଠାରେ ଥିବା ନରସିଂହ ପଲ୍ଲୀ, ବରଗାଁ, ଜୟପୁର, ପାଟଳିଗୁଡା ଠାରେ ବେଆଇନ ଭାବେ ବାଲି ଉତ୍ତୋଳନ ହେଉଛି।!-->…
ବ୍ରହ୍ମପୁର ପୋଲିସ ର ଲଗାତାର ଏନକାଉଣ୍ଟର ଜାରି ପୁଣି ଦୁଇ ଅପରାଧୀଙ୍କୁ ଗୁଳି…….!
ଏନକାଉଣ୍ଟର ସଂଖ୍ୟା ୫ କୁ ବୃଦ୍ଧି...
ଇବୋଲା ପ୍ରକୋପ: ୨୦ ଦିନରେ ୨୦୦ ରୁ ଅଧିକ ମୃତ
ନୂଆଦିଲ୍ଲୀ : ଡରାଇଲାଣି ଇବୋଲା ଭାଇରସ। ଆଫ୍ରିକା ମହାଦେଶରେ ଇବୋଲା ଭାଇରସ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। କଙ୍ଗୋ (ଡିଆରସି) ଏବଂ ଉଗାଣ୍ଡାରେ ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି, ଭାରତ ସରକାର କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଡାନ ପାଇଁ ଏକ ଯାତ୍ରା ପରାମର୍ଶ ଜାରି କରିଛନ୍ତି।!-->…
ଧର୍ମେନ୍ଦ୍ରଙ୍କୁ ମିଳିଲା ମରଣୋତ୍ତର ପଦ୍ମ ବିଭୂଷଣ, ଗ୍ରହଣ କଲେ ପତ୍ନୀ ହେମା ମାଳିନୀ
ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୬ ବର୍ଷ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଉତ୍ସବରେ ୬୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଛି । ୨୦୨୬ ମସିହାରେ ସ୍ୱର୍ଗତ ଅଭିନେତା ଧର୍ମେନ୍ଦ୍ର ଦେଓଲଙ୍କୁ ପ୍ରଥମେ ମରଣୋତ୍ତର!-->…
ଅମ୍ବେନାଲୀ ଘାଟିରେ ଖାଇକୁ ଖସିଲା ସ୍କର୍ପିଓ, ୮ ମୃତ
ମହାରାଷ୍ଟ୍ର : ମହାରାଷ୍ଟ୍ର ମହାବଳେଶ୍ବର ଏବଂ ପୋଲାଦପୁର ମଧ୍ୟରେ ଥିବା ଅମ୍ବେନାଲୀ ଘାଟିରେ ଭୟଙ୍କର ସଡ଼କ ଦୁର୍ଘଟଣା । କୋଙ୍କଣ ବୁଲି ଫେରୁଥିବା ଏକ ପର୍ଯ୍ୟଟକ ଭର୍ତ୍ତି ସ୍କର୍ପିଓ ଗାଡ଼ି ଅନିୟନ୍ତ୍ରିତ ହୋଇ ପ୍ରାୟ ୭୦୦ ଫୁଟ ତଳକୁ ଖସିପଡିଥିଲା । ଏହି ଘଟଣାରେ ୮ ଜଣ ଯୁବକଙ୍କ ଜୀବନ!-->…