ବାଳିକା ହଷ୍ଟେଲରୁ ୨୬ ନାବାଳିକା ନିଖୋଜ, ତଦନ୍ତ ଦାବି…

ଭୋପାଲ : ବାଳିକା ଆଶ୍ରୟ ଗୃହରୁ ନିଖୋଜ ହୋଇଗଲେ ୨୬ ନାବାଳିକା। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ବେଆଇନ ଭାବେ ଚାଲିଥିବା ଏକ ସେଲ୍ଟର ହୋମ୍‌ରୁ ନାବାଳିକାମାନେ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। ବିନା ଅନୁମତିରେ ଏହି ବାଳିକା ଗୃହଟି ଚାଲିଥିଲା। ଏନେଇ ପୁଲିସ ନିଜ ଆଡୁ…

ଲାକ୍ଷାଦ୍ୱୀପ ଗଲେ ମଣିପୁର କାହିଁକି ଗଲେନି? ମୋଦିଙ୍କୁ ପ୍ରଶ୍ନ କଲେ ଖଡ଼ଗେ…

ନୂଆଦିଲ୍ଲୀ : ପୁଣି ମୋଦିଙ୍କ ଉପରେ ବର୍ଷିଲା କଂଗ୍ରେସ। ମଣିପୁର ପ୍ରସଙ୍ଗ ଉଠାଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ଟାର୍ଗେଟ୍‌ କରିଛନ୍ତି। କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାକ୍ଷାଦ୍ୱୀପ…

ଧାର୍ଯ୍ୟ ସ୍ଥାନରେ ପହଞ୍ଚିଲା ଆଦିତ୍ୟ L1

ନୂଆଦିଲ୍ଲୀ : ଭାରତର ମିଶନ ସୂର୍ଯ୍ୟକୁ ମିଳିଲା ବିରାଟ ସଫଳତା। ଗନ୍ତବ୍ୟସ୍ଥଳରେ ପହଞ୍ଚିଲା ଭାରତର ସୂର୍ଯ୍ୟ ମିଶନ୍ ଆଦିତ୍ୟ ଏଲ୍‌-୧। ପୃଥିବୀଠୁ ୧୫ ଲକ୍ଷ କି.ମି. ଦୂର ଲଗରାଞ୍ଜିଆନ୍ ପଏଣ୍ଟ L1ରେ ଥିବା ହାଲୋ ଅର୍ବିଟରେ ପହଞ୍ଚିଛି। L1 ପଏଣ୍ଟ ଚାରିପଟେ ଏକ ହାଲୋ…

ମୋହନା ବ୍ଲକର ଜିରାଙ୍ଗ ବୁଦ୍ଧ ମନ୍ଦିର ପରିସରରେ ସୁ ଉଚ୍ଚ ତ୍ରିରଙ୍ଗା ପତାକା ସ୍ତମ୍ବକୁ ଉଦ୍ଘାଟନ କଲେ ଗଜପତି…

ଆର,ଉଦୟଗିରି :ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକର ଜିରାଙ୍ଗ ବୁଦ୍ଧ ମନ୍ଦିର ପରିସରରେ ଆଜି ବଢ଼ାନ୍ୟ ଉତ୍ସବରେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ୧୯ମିଟର ଉଚ୍ଚ ବିଶିଷ୍ଟ ସ୍ତମ୍ଭରେ ୧୬ଫୁଟ ଓସାର ସହ ୨୪ଫୁଟ ଲମ୍ବ ବିଶିଷ୍ଟ ତ୍ରିରଙ୍ଗା ପତାକା କୁ ଉଦଘାଟନ କରିଛନ୍ତି। ଏହି

ଗଣମାଧ୍ୟମକୁ ନିଜର ବ୍ୟବହାର ଲାଗି କ୍ଷମାମାଗିଲେ ଆସିକା ସମବାୟ କେନ୍ଦ୍ରୀୟ ବ୍ୟାଙ୍କ ସଭାପତି

ଵ୍ରହ୍ମପୁର : କାହା ସାହସରେ ସଭାପତିଙ୍କ ବିବାଦୀୟ ମନ୍ତବ୍ୟ। ଗଣମାଧ୍ୟମକୁ ନାଲି ଆଖି ଦେଖାଇ ବାହାରକୁ ତଡିବା ପାଇଁ ନିର୍ଦେଶ ଦେଲେ ସମବାୟ କେନ୍ଦ୍ରୀୟ ବ୍ୟାଙ୍କ ସଭାପତି ମଙ୍ଗୁଳୁ ଧର ସାହୁ। ଆସିକା ସମବାୟ କେନ୍ଦ୍ରୀୟ ବ୍ୟାଙ୍କ ସଭାପତିଙ୍କ ନେତୃତ୍ୱରେ ହେଉ ଥିଲା କୋର କମିଟି ବୈଠକ। ଉକ୍ତ

ନୂଆ ହିଟ ଆଣ୍ଡ ରନ ଆଇନକୁ ଡ଼୍ରାଇଭର ମହାସଂଘର ବିରୋଧ

ଓଡ଼ଗାଁ : କେନ୍ଦ୍ର ସରକାରଙ୍କ ହିଟ ଆଣ୍ଡ ରନ ନୂଆ ଆଇନ୍ ଓ ଦୀର୍ଘ ଦିନ ଧରି ରାଜ୍ୟ ସରକାରଙ୍କ ନିକଟରେ କରାଯାଇଥିବା ଦାବିକୁ ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ଆନ୍ଦୋଳନ କୁ ଓହ୍ଲାଇଛନ୍ତି । ନୂତନ ଆଇନ୍ ଅନୁସାରେ ଦୁର୍ଘଟଣା ଘଟାଇ ଗାଡି ଚାଳକ ସୂଚନା ନ ଦେଇ ଚାଲି ଗଲେ ୧୦ବର୍ଷ ଜେଲ ଦଣ୍ଡ ସହିତ

ଚୁଡ଼ି ବିକିବା ନାମ ରେ ସୁନା ମାଳି ଲୁଟ୍ ଉଦ୍ୟମ : ଛତିଶଗଡ଼ର ୪ମହିଳା ଗିରଫ…

ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଗିରିଡିପଲ୍ଲୀ ପଞ୍ଚାୟତ ଝାଡ଼ସାହି ଗ୍ରାମରେ ଚୁଡ଼ି ବିକିବା ନାମରେ ସୁନା ମାଳି ଲୁଟ୍ ଘଟଣା କୁ ନେଇ ଓଡ଼ଗାଁ ପୁଲିସ୍ ୪ଜଣ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ମହିଳା ମାନେ ହେଲେ ସରିତା ଗିରି, ସଂଜୁଗିରି, ପୂଜା ଗିରି,

ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ସୋଡ଼ିୟମ୍ ଓ ପୋଟାସିୟମ ପରୀକ୍ଷା ପାଲଟିଛି ସ୍ବପ୍ନ: ବେସରକାରୀ ପରୀକ୍ଷାଗାର ମାଲାମାଲ

ମାଲକାନଗିରି : ଦୈନନ୍ଦିନ ଜୀବନରେ ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ମଣିଷଟିଏ ପିମ୍ପୁଡ଼ି ଠାରୁ ମଧ୍ୟ ଅନେକ ନୀତିଶିକ୍ଷା ଗ୍ରହଣ କରିବା ଉଚିତ୍ ବୋଲି ପ୍ରାଥମିକ ସ୍ତରରେ ଶିଶୁମାନଙ୍କୁ ଶିକ୍ଷା ପ୍ରଦାନ କରାଯାଏ। ପିମ୍ପୁଡ଼ିଟିଏ ଯେପରି ବର୍ଷା ୠତୁ ଆସିବାର ଖୁବ୍ ପୂର୍ବରୁ ତା'ର ଖାଦ୍ୟ

ମାଇନ୍ସ ବିଭାଗର ଚଢ଼ାଉ ଧର୍ମକୁ ଆଖିଠାର ….!

ଅବାଧରେ ବାଲି ଚାଲାଣ କେବଳ ଗୋଟିଏ ଗାଡ଼ି ଜବତ କରି ଚୁପଚାପ ବସିଛି ମାଇନ୍ସ ବିଭାଗ….ବ୍ରହ୍ମପୁର : ନମ୍ବର ଜାତୀୟ ରାଜପଥ ଦେଇ ଅବାଧ ରେ ରାତ୍ର ସମୟ ରେ ଚୋରା ରେ ନକଲି ୱାଇ-ଫର୍ମ ରେ ବ୍ରହ୍ମପୁର ଓ ଆନ୍ଧ୍ରକୁ ବାଲି ଚାଲାଣ ହେଉଥିବା ନେଇ ନିସର୍ତ୍ତ ରେ ରୀତିମତ ଖବର ପ୍ରକାଶ ପାଉଛି। ଜ଼ିରୋ

ମାଲକାନଗିରି ସରକାରୀ ମହିଳା ସ୍ଵାସ୍ଥ୍ୟକର୍ମୀ ତାଲିମ୍ କେନ୍ଦ୍ର ତରଫରୁ “ତମ୍ବାଖୁ ମୁକ୍ତ ସଚେତନତା”…

ମାଲକାନଗିରି : (ନୂଆ-ଓ) ଯୁବ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ରାଜ୍ୟର ଯୁବ ପିଢୀଙ୍କ ନିମନ୍ତେ ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ବ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ନିମନ୍ତେ ଓଡ଼ିଶା ସରକାରଙ୍କ ଦ୍ୱାରା ତିନୋଟି ପ୍ରମୁଖ ଅଣଶୈକ୍ଷିକ ଦିଗ ପ୍ରତି ଗୁରୁତ୍ୱାରୋପ କରି ବିଭିନ୍ନ