Sign in
Sign in
Recover your password.
A password will be e-mailed to you.
ସାମୟିକ କଳା ଓ କ୍ରୀଡ଼ା ଶିକ୍ଷକଙ୍କ ପାରିଶ୍ରମିକ ୧୦ ହଜାର ଟଙ୍କାକୁ ବୃଦ୍ଧି
ଭୁବନେଶ୍ବର: ରାଜ୍ୟର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ନିୟୋଜିତ ସାମୟିକ କଳା ଓ କ୍ରୀଡା ପ୍ରଶିକ୍ଷକ ମାନଙ୍କ ମାସିକ ପାରିଶ୍ରମିକକୁ ରାଜ୍ୟ ସରକାର ସାତ ହଜାର ଟଙ୍କାରୁ ଦଶ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି। ଏଣିକି ସେମାନଙ୍କ ମାସିକ ପାରିଶ୍ରମିକ ବର୍ଷକୁ ୧୦ ମାସ ପରିବର୍ତ୍ତେ ପୁରା ୧୨!-->…
କହିବାକୁ ଦିଆଗଲାନି, ସଭା ଅଧାରୁ ଉଠି ଆସିଲେ ନରସିଂହ ମିଶ୍ର
ବଲାଙ୍ଗିର : ଆଜି ଲୋକାର୍ପିତ ହେଲା ବଲାଙ୍ଗିର ଭୀମଭୋଇ ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍ର ସ୍ଥାୟୀ କୋଠା। ହେଲେ ସେହି ସଭାରେ ସ୍ଥାନୀୟ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କୁ କହିବାକୁ ଦିଆଗଲା ନାହିଁ। ଯେଉଁଥିପାଇଁ ସେ ସଭା ଅଧାରୁ ଉଠି ପଳାଇ ଆସିଥିଲେ। ଏହାକୁ ନେଇ ବଲାଙ୍ଗିର ରାଜନୀତି!-->…
ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଶିକ୍ଷା ନିମନ୍ତେ ନିୟୋଜତ ଶିକ୍ଷା ସ୍ବେଚ୍ଛାସେବୀଙ୍କ ପାରିଶ୍ରମିକ ୧୦ ହଜାର ଟଙ୍କାକୁ…
ଭୁବନେଶ୍ବର: ରାଜ୍ୟର ବିଭିନ୍ନ ବିଦ୍ୟାଳୟ ମାନଙ୍କର ଅଧ୍ୟୟନରତ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ତଥା ସ୍ବତନ୍ତ୍ର ସେବା ଯୋଗାଇବା ନିମନ୍ତେ ରାଜ୍ୟ ସରକାର ୨୦୧୪ ମସିହାରୁ ବିଭିନ୍ନ ଗ୍ରାମ ପଞ୍ଚାୟତ ମାନଙ୍କରେ ଭିନ୍ନକ୍ଷମ ଶିକ୍ଷା ସ୍ବେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯାଇଥିଲା।!-->…
ଭାଇଭଉଣୀଙ୍କ ଆତ୍ମହତ୍ୟା!
ଭଦ୍ରକ : ଗୋଟିଏ ଦିନରେ ଗୋଟିଏ ପରିବାରର ଦୁଇ ଜଣ ସଦସ୍ୟଙ୍କର ଆତ୍ମହତ୍ୟା! ମୃତକ ଦ୍ୱୟ ସଂପର୍କରେ ଭାଇଭଉଣୀ। ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା କୋଠାର ଗାଁରେ।ଗାଁର ବିଦ୍ୟାଧର ବେହେରାଙ୍କ ପୁଅ ସନାତନ ବେହେରା ଆଜି ସକାଳେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହା ପରେ!-->…
ସନ୍ଥକବି ଭୀମ ଭୋଇଙ୍କ ବାଣୀ ମୋ ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ବର/ରେଢାଖୋଲ: ‘ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ।’ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଜନସାଧାରଣଙ୍କୁ ସମ୍ବୋଧିତ କରିବା ଅବସରରେ ସନ୍ଥକବି ଭୀମ ଭୋଇଙ୍କ ଏହି!-->…
ମହାରାଷ୍ଟ୍ରରେ ଇଣ୍ଡି ମେଣ୍ଟର ଆସନ ବୁଝାମଣା ଚୂଡ଼ାନ୍ତ: ଉଦ୍ଧବସେନା ୨୧, କଂଗ୍ରେସ ୧୫,ଏନ୍ସିପି-ଏସ୍ପି ୯ ଆସନରେ…
ମୁମ୍ବାଇ: ଉତ୍ତରପ୍ରଦେଶ ପରେ ମହାରାଷ୍ଟ୍ରରେ ସର୍ବାଧିକ ୪୮ଟି ଲୋକସଭା ଆସନ ରହିଛି। ରାଜ୍ୟରୁ ସର୍ବାଧିକ ଆସନ ହାସଲ କରିବାକୁ ଇଣ୍ଡି ମେଣ୍ଟ ଯୋଜନାବଦ୍ଧ ପ୍ରୟାସ ଆରମ୍ଭ କରିଛି। ରାଜନୈତିକ ଛକାପଞ୍ଝା ମଧ୍ୟରେ ଆଜି ଉଦ୍ଧବସେନା, କଂଗ୍ରେସ ଓ ଏନ୍ସିପି (ଶରଦପାୱାର୍) ମଧ୍ୟରେ ଆସନ!-->…
ପୁରୁଷୋତ୍ତମପୁର ଉପ ନିବନ୍ଧକ କାର୍ଯ୍ୟାଳୟ ଜମି ମାଫିଆଙ୍କ କବ୍ଜା ରେ..! : ଦୁର୍ନୀତି ରେ ଉବୁଟୁବୁ ବିଭାଗ…
ବ୍ରହ୍ମପୁର: ୨-୩ ପୁରୁଷୋତ୍ତମପୁର ଉପ ନିବନ୍ଧକ କାର୍ଯ୍ୟାଳୟ ରେ ଜମି ମାଫିଆଙ୍କ ବିନା ନିର୍ଦ୍ଧେଶ ରେ ଫାଇଲ ଗୁଞ୍ଜୁନ ଥିବା ଚର୍ଚ୍ଚା ହେଉଛି। ଲୋକେ ଦୀର୍ଘ ଦିନ ହେଲା ଇସି ଓ ବିଭିନ୍ନ ଦଲିଲ ସମ୍ପର୍କ ରେ ତଥ୍ୟ ମାଗିଲେ ମିଳୁନଥିବା ଅଭିଯୋଗ ହେଉଛି। ଜମି ମାଫିଆ ଙ୍କ ସହଯୋଗ ରେ କୌଣସି ଦଲିଲ ର!-->…
ମେଦବହୁଳତା: ବିଶ୍ୱର ୧୦୦ କୋଟି ଲୋକ ପ୍ରଭାବିତ
ନୂଆଦିଲ୍ଲୀ: ଲାନସେଟ୍ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ସମଗ୍ର ବିଶ୍ୱରେ ବର୍ତ୍ତମାନ ଏକ ବିଲିୟନ (୧୦୦ କୋଟି)ରୁ ଅଧିକ ଲୋକ ମେଦବହୁଳତା ବା ମୋଟାପଣରେ ପୀଡ଼ିତ ଅଛନ୍ତି ଏବଂ ଏହି ସଂଖ୍ୟା ୧୯୯୦ ପରଠାରୁ ଚାରିଗୁଣରୁ ଅଧିକ ବୃଦ୍ଧି ପାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ!-->…
ଲିଭ -ଇନ୍ରେ ଥିବା ମୁସଲିମ୍ ମହିଳା ଲୋଡ଼ିଲେ ସୁରକ୍ଷା, କୋର୍ଟ କହିଲେ- ଏହା ବ୍ୟଭିଚାର
ନୂଆଦିଲ୍ଲୀ : ବିବାହିତା ହେବା ସତ୍ତ୍ୱେ ହିନ୍ଦୁ ପୁରୁଷଙ୍କ ସହ ଲିଭ -ଇନ୍ରେ ରହିଥିବା ମୁସଲିମ ମହିଳାଜଣକ କୋର୍ଟଙ୍କ ନିକଟରେ ସୁରକ୍ଷା ଲୋଡ଼ିଛନ୍ତି। ତେବେ ଏହାକୁ ନେଇ ମହିଳାଜଣଙ୍କୁ କୋର୍ଟ କଡ଼ା ଜବାବ ଦେବା ସହ ଏହା ବ୍ୟଭିଚାର ସହ ସମାନ ବୋଲି କହିଛନ୍ତି । ମହିଳାଜଣକ ଧର୍ମ ପରିବର୍ତ୍ତନ!-->…
ରାମେଶ୍ୱରମ କାଫେରେ ବିସ୍ଫୋରଣ ଘଟଣା: ରାବା ଇଡଲି ଖାଇବାକୁ ଆସି ବୋମା ରଖିଦେଇ ଗଲେ ଯୁବକ
ବେଙ୍ଗାଲୁରୁ: ଶୁକ୍ରବାର ଦିନ ବେଙ୍ଗାଲୁରୁର ରାମେଶ୍ୱରମ କାଫେରେ ବିସ୍ଫୋରଣ ହେବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହି ବିସ୍ଫୋରଣରେ ୧୦ଜଣ ଆହତ ହୋଇଥିବା ଖବର ମିଳିଛି। ପ୍ରଥମେ ସିଲିଣ୍ଡର ଫାଟି ବିସ୍ଫୋରଣ ହୋଇଥିବା କଥା କୁହାଯାଉଥିବା ବେଳେ ପରେ କେହି ଜଣେ ବୋମା ରଖିଥିବା!-->…