Sign in
Sign in
Recover your password.
A password will be e-mailed to you.
ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ବଣ୍ଟାଯିବ ୧ ଲକ୍ଷ ତିରୁପତି ଲଡ଼ୁ…
ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବାକୁ ଥିବା ଅତିଥି ଓ ଶ୍ରଦ୍ଧାଳୁମାନଙ୍କୁ ବଣ୍ଟାଯିବ ତିରୁପତିର ପ୍ରସିଦ୍ଧ ‘ଶ୍ରୀବରୀ ଲଡୁ’। ତିରୁପତି ସ୍ଥିତ ବିଶ୍ୱ ପ୍ରସିଦ୍ଧ ଭେଙ୍କଟେଶ୍ୱର ମନ୍ଦିରକୁ ପରିଚାଳନା କରୁଥିବା ତିରୁମାଲା…
କେନ୍ଦ୍ରମନ୍ତ୍ରୀ ଶ୍ରୀ ରୁପାଲଙ୍କୁ ଗଞ୍ଜାମ ଜିଲ୍ଲା ପକ୍ଷରୁ ଭବ୍ୟସ୍ଵାଗତ ସମ୍ବର୍ଦ୍ଧନା
ଭାରତ ସରକାରଙ୍କର କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ବିକାଶ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଆଜି ସକାଳେ ସାଗର ପରିକ୍ରମାରେ ବିଶାଖାପାଟଣା ଠାରୁ ଆସି ଗଞ୍ଜାମ ଜିଲ୍ଲାର ଗୋପାଳପୁର ପୋର୍ଟ ଠାରେ ପହଞ୍ଚିବା ପରେ ସେଠାରୁ ଆର୍ଯିପଲ୍ଲୀ ଗ୍ରାମକୁ ଯାଇ ମତ୍ସ୍ୟଜୀବି ମାନଙ୍କ ସହ ଏକ ଜନ ସମ୍ବାଦ!-->…
ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱାନ୍ତ
ପୁରୀ: ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରି ସାନିଧ୍ୟ ନେଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱାନ୍ତ l ଦୀର୍ଘ ବର୍ଷ ପରେ ସପରିବାର ମହାପ୍ରଭୁଙ୍କ ଦର୍ଶନ କରି ବେଶ ଖୁସି ଓ ଭାବବିହ୍ୱଳ ହୋଇଛନ୍ତି ଶ୍ରୀଯୁକ୍ତ ସ୍ୱାୱନ୍ତ । ଗୋଆର ଅର୍ଥନୀତିର ବିକାଶ ସହ ଗୋଆ ଅଧିବାସୀଙ୍କ…
ହାତୀ ଉଦ୍ଧାର କେନ୍ଦ୍ରରେ ଦନ୍ତା ହାତୀର ମୃତ୍ୟୁ…
ଢେଙ୍କାନାଳ: ହାତୀ ଉଦ୍ଧାର କେନ୍ଦ୍ରରେ ଦନ୍ତା ହାତୀର ମୃତ୍ୟୁ । ଢେଙ୍କାନାଳ କପିଳାସ ପ୍ରାଣୀ ଉଦ୍ୟାନରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ଗତକାଲି ବୌଦ୍ଧରୁ ଆସିଥିଲା ଅସୁସ୍ଥ ଦନ୍ତା ହାତୀ । ମୃତ ହାତୀଟିର ବୟସ ୩୦ରୁ ୩୫ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ…
ହାତୀ ଆକ୍ରମଣରେ ଯୁବକ ମୃତ…
ଢେଙ୍କାନାଳ : ଦଳିଦେଲା ଦନ୍ତା । ହାତୀ ଆକ୍ରମଣରେ ଯୁବକ ମୃତ । ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଚାଉଳିଆ ନିକଟରେ ଏହି ଅଘଟଣ ଘଟିଛି । ମୃତ ଯୁବକ ଚାଉଳିଆ ଗାଁର ବ୍ରହ୍ମାନନ୍ଦ ନାଏକ । ଆଜି ସକାଳେ ବ୍ରହ୍ମାନନ୍ଦ ଧାନବିଲକୁ ଯାଉଥିବାବେଳେ ଦନ୍ତା ହାବୁଡ଼ରେ…
ଓଡିଶା ରାଜସ୍ଵ ଅମଲା ସଂଘର ଦାବି ପୂରଣ କଲେ ରାଜ୍ୟ ସରକାର…
ଭୁବନେଶ୍ଵର: ଓଡ଼ିଶା ରାଜସ୍ବ ଅମଲା ସଂଘର ୨୦୧୭ ମସିହା ଠାରୁ ବହୁ ପ୍ରତୀକ୍ଷିତ ପୃଥକ ପାହ୍ୟା (Separate Cadre)ଦାବି ଆଜି ରାଜ୍ଯ ସରକାର ପୂରଣ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ପତ୍ର ସଂଖ୍ୟା ୬୯୮ ତା ୦୬.୦ ୧.୨୦୨୪…
ଉତ୍ତର ଭାରତରେ ପ୍ରବଳ ଶୀତ ଜାରି…
ଉତ୍ତର ଭାରତର ଅନେକ ସ୍ଥାନରେ ପ୍ରବଳ ଶୀତ ଜାରି ରହିଛି। ସେହିପରି କେନ୍ଦ୍ରୀୟ ଭାରତର କିଛି ସ୍ଥାନରେ ପ୍ରବଳ ଶୀତ ଜାରି ରହିଛି। ଦିଲ୍ଲୀ, ପଞ୍ଜାବ, ହରିୟାଣା, ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ପ୍ରବଳ ଶୀତ ହେଉଥିବା ବେଳେ ଆହୁରି ଦୁଇ ତିନି ଦିନ ପର୍ଯ୍ୟନ୍ତ ଏଭଳି…
ଗଞ୍ଜାମ :ଦୁର୍ନୀତିର ସିଂହାସନ ରେ ଡ୍ରଗ୍ସ ବିଭାଗ..!, ଔଷଧ ବିକ୍ରି ନାମରେ ଲୋକଙ୍କୁ କରୁଛନ୍ତି ଲୁଟ…
ବ୍ରହ୍ମପୁର: ୭-୧ ଗଞ୍ଜାମ ଜିଲ୍ଲାର ଅଧିକାଂଶ ସହରାଞ୍ଚଳ ରେ ବିଭିନ୍ନ ରୋଗରେ ପୀଡିତ ରୋଗିଙ୍କୁ ଔଷଧ ବିକ୍ରି ବେଳେ ଶୋଷଣ କରାଯାଉଥିବା ଅଭିଯୋଗ ହେଉଛି। ଚଣା ମୁଢି ଭଳି ଔଷଧ ଦୋକାନ ପାଇଁ ଭିତ୍ତି ଭୂମି ନ ଦେଖି କିଛି ଅର୍ଥ ଲୋଭ ରେ ଡ୍ରଗ୍ସ ଲାଇସେନ୍ସ ଦିଆଯାଉଥିବ ଯୋଗୁଁ ଏବେ କେତେକ ଔଷଧ!-->…
ମୋହନା ଥାନା ଅଂଚଳରେ ୬୨ଏକର ଗଞ୍ଜେଇ ଚାଷ ନଷ୍ଟ କଲେ ପୋଲିସ …
ଆର,ଉଦୟଗିରି : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ସିକୁଳୀପଦର ଓ ଉଲଣ୍ଡା ଗ୍ରାମରେ ବେ-ଆଇନ ଚାଷ ହୋଇଥିବା ୬୨ଏକର ଗଞ୍ଜେଇ ନଷ୍ଟ କରିଛନ୍ତି ମୋହନା ପୋଲିସ। ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ କୁମାର ଙ୍କ ନିର୍ଦ୍ଦେଶ ପ୍ରକାରେ ମୋହନା ପୋଲିସ ଏହି ଚଡ଼ାଉ କରି ଚାଷ ନଷ୍ଟ!-->!-->!-->…
ପାନପୋଷ ଉପଖଣ୍ଡର ଚୁଡାନ୍ତ ଭୋଟର ତାଲିକା ପ୍ରକାଶିତ…
ସୁନ୍ଦରଗଡ/ରାଉରକେଲା : ଆସନ୍ତା ସାଧାରଣ ନିର୍ବାଚନ ଉପଲକ୍ଷେ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଅନ୍ତର୍ଗତ ପାନ ପୋଷ ଉପଖଣ୍ଡ ର ଚୁଡାନ୍ତ ଭୋଟର ତାଲିକା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରକାଶିତ ହୋଇଯାଇଛି। ଗତ ୫ ତାରିଖ ପର୍ଯ୍ୟନ୍ତ ହୋଇଥିବା ଭୋଟର ତାଲିକା ସଂଶୋଧନ ଅନୁଯାୟୀ!-->…