ଫୁଲବାଣୀ ଆଇଟିଡିଏ ସହକାରୀ ନିର୍ବାହୀଯନ୍ତ୍ରୀଙ୍କ ବେକରେ ରଶି ଲଗାଇ ଆତ୍ମହତ୍ୟା

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲଵାଣୀ ଆଇଟିଡିଏ ସହକାରୀ ନିର୍ବାହୀଯନ୍ତ୍ରୀ ତୁଷାରେନ୍ଦ୍ର ନାୟକ ଫୁଲବାଣୀ ସ୍ଥିତ ନିଜ ସରକାରୀ ବାସଭବନରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ସକାଳ ୯ ଟାରେ ଘଟଣା ଘଟିଥିବା ଜଣାପଡିଛି। ଫୁଲବାଣୀର ଆଇଟିଡିଏର କର୍ମଚାରିମାନେ ତାଙ୍କ ବାସଭବନରେ ପହଞ୍ଚି ଭୁବନେଶ୍ୱରରେ ରହୁଥିବା ପରିବାରଙ୍କୁ ଖବର ଦେଇଛନ୍ତି। ଯାହା ସୂଚନା ରହିଛି ଦୀର୍ଘ କୋଡିଏ ଦିନହେବ ଶ୍ରୀ ନାୟକ ଛୁଟିରେ ଥିବା ବେଳେ ଶୁକ୍ରବାର ଦିନ ସେ ଆସି କାର୍ଯ୍ୟରେ ଯୋଗଦେଇ ଥିଲେ । ଟାଉନ୍ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି l

ad-week
Leave A Reply

Your email address will not be published.