Sign in
Sign in
Recover your password.
A password will be e-mailed to you.
ଶିଶୁ ଆଶ୍ରୟ ଗୃହରୁ ନିଖୋଜ ସମସ୍ତ ୨୬ ନାବାଳିକା ହେଲେ ଠାବ, ୨ ଅଧିକାରୀ ନିଲମ୍ବିତ
ଭୋପାଳ: ଭୋପାଳରେ ବେଆଇନ ଭାବେ ଚାଲିଥିବା ଏକ ଶିଶୁ ଆଶ୍ରୟ ଗୃହରୁ ନିଖୋଜ ହୋଇଥିବା ସମସ୍ତ ୨୬ ଜଣ ନାବାଳିକାଙ୍କୁ ମଧ୍ୟପ୍ରଦେଶ ପୁଲିସ ଠାବ କରିଛି। ଏହି ମାମଲାରେ ଦୁଇ ଜଣ ଜିଲ୍ଲା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ)ଙ୍କୁ ନିଲମ୍ବିତ କରାଯାଇଥିବା ବେଳେ…
ହମାସକୁ ସଂପୂର୍ଣ୍ଣ ରୂପେ ବିନାଶ ନକଲା ପର୍ଯ୍ୟନ୍ତ ଗାଜାରେ ଯୁଦ୍ଧ ଶେଷ ହେବ ନାହିଁ: ନେତନ୍ୟାହୁ…
ନୂଆଦିଲ୍ଲୀ: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଘୋଷଣା କରିଛନ୍ତି ଯେ ଯେପର୍ଯ୍ୟନ୍ତ ଇସ୍ରାଏଲ ତା’ର ସମସ୍ତ ଲକ୍ଷ୍ୟ ହାସଲ ନ କରିଛି, ସେ ପର୍ଯ୍ୟନ୍ତ ଗାଜାରେ ଯୁଦ୍ଧ ସମାପ୍ତ ହେବ ନାହିଁ। ବିଶେଷ କରି, ହମାସକୁ ଯେ ପର୍ଯ୍ୟନ୍ତ ସଂପୂର୍ଣ୍ଣ ରୂବେ…
RWSS କନିଷ୍ଠ ଯନ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ବାଟର୍ସରୁ ମୃତଦେହ ଉଦ୍ଧାର…
ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ RWSS ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ଯୁ । ସରକାରୀ କ୍ବାଟର୍ସରୁ ସଞ୍ଜୟ କୁମାର ନାୟକଙ୍କ ମୃତଦେହ ଉଦ୍ଧାର ହୋଇଛି ।
ଆଜି ସକାଳେ ଅଫିସର ଅନ୍ଯ କର୍ମଚାରୀମାନେ ପ୍ରଥମେ ମୃତଦେହ ଦେଖି ବାଲିଆପାଳ…
‘ବଞ୍ଚିବା ଅପେକ୍ଷା ମୁଁ ଜେଲ୍ରେ ମରିଯିବା ଭଲ…’: ଜେଟ୍ ଏୟାରବେଜ୍ ଫାଉଣ୍ଡର…
'ମୁଁ ଜୀବନର ସମସ୍ତ ଆଶା ହରାଇ ଦେଇଛି। ଏଭଳି ସ୍ଥିତିରେ ବଞ୍ଚିବା ଅପେକ୍ଷା ଜେଲ୍ରେ ମରିଯିବା ଭଲ।' ଏଭଳି କିଛି କୋର୍ଟ ହାତ ଯୋଡି କହିଛନ୍ତି ଜେଟ୍ ଏୟାରବେଜର ମାଲିକ ନରେଶ ଗୋଏଲ୍। ଶନିବାର ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟରେ ହାଜର ହେବା ସମୟରେ ବିଚାରପତିଙ୍କ ଆଗରେ ସେ ଏଭଳି ଭାବୁକ…
ରାତି ଅଧରେ କାର୍ଗିଲ ଏୟାରଷ୍ଟ୍ରିପ୍ରେ ଲ୍ୟାଣ୍ଡ କଲା ସୁପର ହର୍କ୍ୟୁଲସ ବିମାନ ସି-୧୩୦
ବଡ଼ ସଫଳତା ହାସଲ କରିଛି ଭାରତୀୟ ବାୟୁସେନା। ରାତି ଅଧରେ କାର୍ଗିଲ ଏୟାରଷ୍ଟ୍ରିପ୍ରେ ଲ୍ୟାଣ୍ଡ କଲା ହୁର୍କ୍ୟୁଲସ ବିମାନ। ବାୟୁସେନା ସି-୧୩୦ ଜେ ସୁପର ହର୍କ୍ୟୁଲସ ବିମାନକୁ ରାତିରେ କାର୍ଗିଲ ଏୟାରଷ୍ଟ୍ରିପରେ ଅବତରଣ କରିବାରେ ସଫଳ ହୋଇଛି। ଏହାର ଭିଡିଓକୁ ବାୟୁସେନା…
ୱେବ୍ ସାମ୍ବାଦିକ ସୁରଜିତ ଧଳଙ୍କୁ ୩ ଦିନିଆ ରିମାଣ୍ଡରେ ନେବ EOW…
ଭୁବନେଶ୍ଵର: ବିଲଡରଙ୍କୁ ଏକ କୋଟି ଟଙ୍କା ଠକେଇ ଅଭିଯୋଗରେ ଗତକାଲି ଗିରଫ ହୋଇଥିବା ୱେବ୍ ପୋର୍ଟାଲ୍ ସାମ୍ବାଦିକ ସୁରଜିତ ଧଳଙ୍କୁ ରିମାଣ୍ଡରେ ନେବ EOW । EOW ସୁରଜିତଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା । କିନ୍ତୁ କୋର୍ଟ ୩ ଦିନିଆ…
ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର…
ସୁବର୍ଣ୍ଣପୁର : ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ବ୍ରିଜ ତଳେ ଥିବା ମ୍ୟାନ ହୋଲରୁ ଗଳିତ ମୃତଦେହ ଉଦ୍ଧାର ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଦେଉଳପଦର-ପୁଅ ରାସ୍ତାରେ ଥିବା ସେତୁର ମ୍ୟାନହୋଲ ଭିତରେ ମହିଳାଙ୍କ ମୃତଦେହ ପଡିଥିବା ଦେକିବାକୁ…
ବାବା ଧବଳେଶ୍ଵରଙ୍କ ଦର୍ଶନ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ…
କଟକ: ଓଡିଶା ଗସ୍ତର ଦ୍ବିତୀୟ ଦିନରେ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବରରେ ବାବା ଧବଳେଶ୍ବରଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସକାଳୁ ବାବା ଧବଳେଶ୍ୱରଙ୍କୁ ପୂଜାର୍ଚ୍ଚନା କରିଛନ୍ତି ଅଶ୍ୱିନୀ । ମନ୍ଦିର ଗର୍ଭ ଗୃହରେ ସେ ଦର୍ଶନ କରିବା ସହ…
ଆଫଗାନିସ୍ଥାନ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା
ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଆଫଗାନିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଦଳକୁ ଭେଟେରାନ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି । ତେବେ ଆହତଜନିତ କାରଣରୁ…
କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୪ ଦ୍ଵିତୀୟ ଦିବସର ସାଂସ୍କୃତିକ ସଂଧ୍ୟା…
ଫୁଲବାଣୀ : କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୪ ଦ୍ଵିତୀୟ ଦିବସର ସାଂସ୍କୃତିକ ସଂଧ୍ୟାର କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ ଅବ୍ୟବହିତ ପୂର୍ବରୁ ଛାତ୍ରଛାତ୍ରୀ ଓ ମହିଳା ମାନଙ୍କ ମଧ୍ୟରେ କେତେ ଗୁଡ଼ିଏ ପ୍ରତିଯୋଗିତା କରାଯାଇଥିଲା । ସେଥିମଧ୍ୟରୁ ସୁନ୍ଦର!-->…