ରାଜ୍ୟରେ ଶୀତର ପ୍ରକୋପ ଜାରି

ଭୁବନେଶ୍ବର: ରାଜ୍ୟରେ ଶୀତର ଲହରୀ ସାଙ୍ଗକୁ ଘନ କୁହୁଡି ଜାରି ରହିଛି । ସେହିପରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରତ୍ୟେକ ଦିନ ଭୋରୁ ଘନ କୁହୁଡ଼ି ଦେଖାଦେଉଛି । ଫଳରେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ତେବେ ୧୫ ଡିଗ୍ରି ତଳେ…

ପ୍ରଦୂଷଣରେ ଦିଲ୍ଲୀକୁ ଟପିଲା ବାଲେଶ୍ୱର, AQI ୩ ଶହ ପାର୍

ବାଲେଶ୍ଵର: ଦିଲ୍ଲୀ ପରେ ଏବେ ଓଡିଶାର ପ୍ରଦୁଷଣ, ଚିନ୍ତାର ବିଷୟ ପାଲଟିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୂଚନା ଅନୁସାରେ ବର୍ତ୍ତମାନ ଓଡିଶାର ୬ଟି ସହର, ପ୍ରମୁଖ ପ୍ରଦୂଷିତ ସହର । ଓଡ଼ିଶାର ବାରିପଦା, ବାଲେଶ୍ୱର, ଭୁବନେଶ୍ୱର, କଟକ, କେନ୍ଦୁଝର ଓ…

କରୁଣ ଦୃଶ୍ୟ : ଡଷ୍ଟବିନ୍‌ରୁ ଅଇଁଠା ଗୋଟାଇ ଖାଉଛନ୍ତି ମାନସିକ ବିକାରଗ୍ରସ୍ତ ବୃଦ୍ଧ

ହିଞ୍ଜିଳିକାଟୁ ୮।୧ : ଗାଈ, ଗୋରୁ, ଷଣ୍ଢ ଅଳିଆଗଦା ଆଉ ଡଷ୍ଟବିନରୁ ଖାଦ୍ୟ ଖାଇବାର ଦୃଶ୍ୟ ଦେଖିଥିବେ। ବହୁ ଜଗାରେ ଖାଦ୍ୟ ନପାଇ ମାନସିକ ବିକାରଗ୍ରସ୍ତ ଲୋକ ମଧ୍ୟ ଡଷ୍ଟବିନରୁ ଖାଦ୍ୟ ଖାଇବାର ନଜିର ଦେଖିଥିବେ। ହେଲେ ଏଠି ଭୋକ ବିକଳରେ ଜଣେ ମାନସିକ ବିକାରଗ୍ରସ୍ଥ ବୃଦ୍ଧ ଡଷ୍ଟବିନରୁ ଖାଦ୍ୟ

ନୟାଗଡ଼ ସାମ୍ବାଦିକ ଶାଖାର ପ୍ରତିଷ୍ଠା ଦିବସ…

ନୟାଗଡ଼ : ଆଜି ନୟାଗଡ଼ ସାମ୍ବାଦିକ ଭବନ ଠାରେ ନୟାଗଡ଼ ସାମ୍ବାଦିକ ଶାଖାର ପ୍ରତିଷ୍ଠା ଦିବସରେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ, ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର ଓ ଉତ୍କଳ ସାମ୍ବାଦିକ ସଂଘର ୩୦୦ସାମ୍ବାଦିକ ଯୋଗଦେଇଥିଲେ । ଏହି ପ୍ରତିଷ୍ଠା ଦିବସ ରେ

ସ୍ବେଛାସେବୀ ସଂଗଠନ ଫ୍ରିଡମ୍ ଦ୍ଵାଦଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ…

ଆର,ଉଦୟଗିରି : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଲବାର୍ସିଂ ଗ୍ରାମରେ ଦୀର୍ଘ ବାର ବର୍ଷ ଧରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସହ ଜଙ୍ଗଲ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ଫ୍ରିଡମ୍ ସ୍ବେଛାସେବୀ ଅନୁଷ୍ଠାନ ତାର ଦ୍ଵାଦଶ ତମ ଜନ୍ମ ଦିବସ ପାଳନ କରିଛି ଆଡମ୍ବର ସହ। ଏହି କାର୍ଯ୍ୟକ୍ରମ

ହାଇଟେକ ହସ୍ପିଟାଲରେ ବିସ୍ଫୋରଣ ଘଟଣା, ହସ୍ପିଟାଲକୁ କାରଣ ଦର୍ଶାଅ ନୋଟିସ୍‌ ଜାରି…

ଭୁବନେଶ୍ବର : ହାଇଟେକ ହସ୍ପିଟାଲରେ ବିସ୍ଫୋରଣ ଘଟଣାର ତଦନ୍ତ କରିବେ ରାଜ୍ୟ ସରକାର । ଏଥିପାଇଁ ହସ୍ପିଟାଲକୁ ନୋଟିସ୍ ଜାରି ହୋଇଛି । ବିସ୍ପୋରଣ କେମିତି ହେଲା ? ଏଥିପାଇଁ ଦାୟୀ କିଏ ? ମୃତକଙ୍କର ସଠିକ ଭାବେ ଚିକିତ୍ସା ହୋଇଛି କି ନାହିଁ ? ସତର୍କତା…

ଜାନୁଆରି ୮ରେ ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା…

ଭୁବନେଶ୍ବର: ସମ୍ବଲପୁର ଜିଲ୍ଲାରେ ଥିବା ବିଶ୍ବ ପ୍ରସିଦ୍ଧ ନଦୀବନ୍ଧ ‘ହରାକୁଦ ଜଳଭଣ୍ଡାର’ରେ ଆସନ୍ତାକାଲି (ଜାନୁଆରି ୮) ପକ୍ଷୀ ଗଣନା ହେବ। ଜଳଭଣ୍ଡାରର ୫୦୦ ବର୍ଗ କିଲୋମିଟର ମଧ୍ୟରେ ୩୨ଟିମ୍‌ ନିୟୋଜିତ ହୋଇ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପକ୍ଷୀ ଗଣିବେ।…

କାଲିଠାରୁ ଶ୍ରମିକ ମହାସଂଘର ଆନ୍ଦୋଳନ

ଆସନ୍ତାକାଲିଠାରୁ ରାଜ୍ୟରେ ଧର୍ମଘଟକୁ ଓହ୍ଲାଇବ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ। ତେଲ ଡିପୋରୁ ପେଟ୍ରୋଲ, ଡିଜେଲ ଲୋଡିଂ ବନ୍ଦ ରଖିବ ମହାସଂଘ। ଭାରତୀୟ ନ୍ୟାୟ ସଂହିତା ୨୦୨୩ରେ ଗାଡ଼ି ଚାଳକଙ୍କ ପାଇଁ ଥିବା ଦଣ୍ଡବିଧାନକୁ ବିରୋଧ କରି ଧର୍ମଘଟ ଡାକରା ଦେଇଛି ମହାସଂଘ। ଆଜି…

ଜାନୁଆରୀ ୨୧ରୁ ରାଜ୍ୟରେ ବୁଲିବ କଂଗ୍ରେସ ବସ୍…

ଜାନୁଆରୀ ୨୧ରୁ ରାଜ୍ୟରେ ବୁଲିବ କଂଗ୍ରେସ ବସ୍ । ବସରେ ସବୁ ନିର୍ବାଚନମଣ୍ଡଳୀ ବୁଲିବେ କଂଗ୍ରେସ ବିଧାୟକ ଓ ନେତା । ନିର୍ବାଚନୀ ପୋଷ୍ଟରରେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ଫଟୋ ଏକାସଙ୍ଗେ ରହିବ । ଅଲଗା ଅଲଗା ନରଖିବାକୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ…

କଂଗ୍ରେସ ହେଉଛି ବିଜେଡିରେ ବିକ୍ରି ହୋଇଥିବା ଦଳ: ବିଧାୟକ ପ୍ରଦୀପ୍ତ ନାୟକ

ଭୁବନେଶ୍ବର: ନୂଆ କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ବୟାନକୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ବରିଷ୍ଠ ବିଜେପି ବିଧାୟକ ପ୍ରଦୀପ୍ତ ନାୟକ କହିଛନ୍ତି, ବିଜେଡି-ବିଜେପି ଆସନ ବୁଝାମଣା ଆଲୋଚନା ସମୟରେ ବୋଧେ କଂଗ୍ରେସ ପ୍ରଭାରୀ ବସି ଶୁଣୁଥିଲେ। କଂଗ୍ରେସ…