ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି, ୬୪ଟି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ

ଦାରିଙ୍ଗବାଡି : କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସଭାଗୃହ ଠାରେ କନ୍ଧମାଳ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଯୋଗ ଦେଇ ୬୪ ଟି ଅଭିଯୋଗର ଶୁଣାଣି କରିଥିବା ବେଳେ ସାମୁହିକ ୩୭ ଓ ବ୍ୟକ୍ତିଗତ ୨୭

ଛତ୍ରପୁର ଆର୍‌ଟିଓ କାର୍ଯ୍ୟାଳୟରେ ପୁଣି ଦଲାଲ ସକ୍ରିୟ : ଅଧିକାରୀଙ୍କ ଛତ୍ରଛାୟା ତଳେ ଦଲାଲମାନଙ୍କ ବେପାର ଆରମ୍ଭ..!

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଛତ୍ରପୁରସ୍ଥିତ ଆର୍ଟିଓ କାର୍ଯ୍ୟାଳୟ ରେ ପୁଣି ଦଲାଲ ଗିରି ଆରମ୍ଭ ହୋଇଥିବା ଖବର ମିଳିଛି। ଗତ ଅକ୍ଟୋବର ମାସ ୧୪ ତାରିଖ ରେ ଗଞ୍ଜାମ ଏସ.ପି ଙ୍କ ନିର୍ଦ୍ଧେଶ ରେ ଛତ୍ରପୁର ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ସେ ଦିନ ଚାରି ଜଣ ଦଲାଲ ପୋଲିସ ହାବୁଡ଼ ରେ

ହାଇଟେକ୍ ଟ୍ରାଜେଡି, ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଘରକୁ ଅଣ୍ଡାମାଡ…

ଭୁବନେଶ୍ଵର: ହାଇଟେକ୍ ହାଇଡ୍ରାମାକୁ ନେଇ ତାତିଲା କଂଗ୍ରେସ । ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଘରକୁ କଲା ଅଣ୍ଡା ମାଡ । ହାଇଟେକ୍ ହସ୍ପିଟାଲ ବିସ୍ଫୋରଣରେ ୩ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ଛାତ୍ର ଓ ଯୁବ କଂଗ୍ରେସର ବିକ୍ଷୋଭ । ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସରକାରୀ…

ଗଞ୍ଜାମ ଜିଲ୍ଲାରେ ଏବେ ଚାଲିଛି ପଟ୍ଟା ବଣ୍ଟନ ମେଳା…. ଆସିକାବାସୀଙ୍କୁ ପଟ୍ଟା ମିଳିବ କେବେ …?

ଵ୍ରହ୍ମପୁର : ଆସିକା ସହର ଓଡ଼ିଶାର ଏକ ପ୍ରମୁଖ ସହର ଏହା ଏକ ବିଧାନସଭା କ୍ଷେତ୍ର ଓ ସାଂସଦ କ୍ଷେତ୍ର। ସ୍ୱାଧୀନତା ର ୭୬ ବର୍ଷ ପରେ ବି ଆସିକା ବାସୀ ଙ୍କ ନିକଟରେ ପଟ୍ଟା ନାହିଁ। କିନ୍ତୁ ମଣିଷ ପାଇଁ ଆବଶ୍ୟକ ବାସ ଏଠିକାର ବାସିନ୍ଦାଙ୍କ ପାଇଁ ନିଜସ୍ୱ ନୁହଁ। ଗତ ୬ ବର୍ଷ ହେଲା

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସଦରମହକୁମାରେ ଆଜି ବ୍ଲକର ସମସ୍ତ ସେଵା ସମଵାୟ ସମିତି ପକ୍ଷରୁ ଧାନ ମଣ୍ଡି ଉଦ୍ଘାଟନ କାର୍ଯ୍ୟକ୍ରମ ଭାଟପଡା ସେଵାସମବାୟ ସମିତିର ସମ୍ପାଦକ ଶ୍ରୀ ନୀଳମଣି ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଘାଟନ ଉତ୍ସଵରେ ପ୍ରଥମେ ରାଜନଗର

ଜାଗୁଆର ଏକାଡେମୀ ଅଫ ମାର୍ଶାଲ ଆର୍ଟସ ଏଣ୍ଡ ସେଲ୍ପ ଡିଫେନ୍ସ ତରଫରୁ କଲର ବେଲ୍ଟ ପ୍ରତିଯୋଗିତା ଅନୁଷ୍ଠିତ

ହିଞ୍ଜିଳିକାଟୁ ୮/୧ : ଜାଗୁଆର ଏକାଡେମୀ ଅଫ ମାର୍ଶାଲ ଆର୍ଟସ ଏଣ୍ଡ ସେଲ୍ପ ଡିଫେନ୍ସ ତରଫରୁ କଲର ବେଲ୍ଟ ପ୍ରତିଯୋଗିତା ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମିନି ଷ୍ଟାଡିୟମ ସ୍ଥିତ ଈଣ୍ଡୋର ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜାଗୁଆର ଏକାଡେମୀ ଅଫ ମାର୍ଶାଲ ଆର୍ଟସ ଏଣ୍ଡ ସେଲ୍ପ

ଆନ୍ଦୋଳନ ରୁ ଓହରିଲା ଓଡ଼ିଶା ଟ୍ରାନ୍ସପୋର୍ଟ କର୍ମଚାରୀ ମହାସଂଘ…

ଭୁବନେଶ୍ୱର: ଆନ୍ଦୋଳନ ରୁ ଓହରିଲା ଓଡ଼ିଶା ଟ୍ରାନ୍ସପୋର୍ଟ କର୍ମଚାରୀ ମହାସଂଘ । ଆନ୍ଦୋଳନ ପ୍ରତ୍ୟାହୃତ ନେଇ ସୂଚନା ଦେଇଛନ୍ତି ମହାସଂଘ ସଭାପତି ଜନାର୍ଦ୍ଦନ ପତି । ସେ କହିଛନ୍ତି, ମୁଖ୍ୟ ଶାସନ ସଚିବ ଓ ପରିବହନ ସଚିବଙ୍କ ସହ ଆଲୋଚନା ପରେ ଓଡ଼ିଶା ଟ୍ରାନ୍ସପୋର୍ଟ…

ବିଜେଡି ଛାଡିଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ…

ଭୁବନେଶ୍ଵର:ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବଳଭଦ୍ର । ଦଳର ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇଥିବା ନେଇ ସୂଚନା ମିଳିଛି । ତେବେ ଦଳରେ ଅବହେଳା ଅଭିଯୋଗ କରି ଇସ୍ତଫା ଦେଇଛନ୍ତି ବଳଭଦ୍ର ।…

ନିଖିଳ ଉତ୍କଳ ଖଡୁରା ସମାଜ ଫୁଲବାଣୀଠାରେ ଜିଲ୍ଲାସ୍ତରୀୟ ବୈଠକ

ଫୁଲବାଣୀ : ନିଖିଳ ଉତ୍କଳ ଖଡୁରା ସମାଜ, ଫୁଲବାଣୀ କନ୍ଧମାଳ ତରଫରୁ ସ୍ଥାନୀୟ ଡ୍ରିମ୍ ଲ୍ୟାଣ୍ଡ ହୋଟେଲ ଠାରେ ଜିଲ୍ଲାସ୍ତରୀୟ ବୈଠକ ଓ ପହିଲି ଭୋଗ ନୀତି, ଜିଲ୍ଲା ସଂଯୋଜକ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ନିଖିଳ ଉତ୍କଳ ଖଡୁରା ସମାଜର ସଭାପତି ଅର୍ଜୁନ

ବାରଙ୍ଗ ୯୯-ୱେବ ସିରିଜ ଘଟଣାରେ ଅଞ୍ଜନା ମିଶ୍ର କଲେ ୧୦ କୋଟି ଟଙ୍କାର ମାନହାନି ମାମଲା

ଭୁବନେଶ୍ୱର : ୧୦ କୋଟିର ମାନହାନି ମକଦ୍ଦମା। ଅଞ୍ଜନା ମିଶ୍ରଙ୍କ ୧୦ କୋଟି ଟଙ୍କାର ମାନହାନି ମାମଲା । ବାରଙ୍ଗ ୯୯-ୱେବ ସିରିଜ ଘଟଣାରେ ଭୁବନେଶ୍ବର ସିନିଅର ଡିଭିଜନ ସିଭିଲ ଜଜ କୋର୍ଟରେ ମାନହାନି ମକଦ୍ଦମା । OTT ପ୍ଲାଟଫର୍ମ କଞ୍ଚାଲଙ୍କା ବିରୋଧରେ ମାନହାନି ମାମଲା ରୁଜୁ କରାଯାଇଛି ।…