Sign in
Sign in
Recover your password.
A password will be e-mailed to you.
ହାଇଟେକ୍ ମେଡିକାଲ ବିସ୍ଫୋରଣ ଘଟଣା, ଏମ୍ସରେ ବନ୍ଧାପଡ଼ିଛି ଶବ..!
ଭୁବନେଶ୍ୱର: ହାଇଟେକ୍ ବିସ୍ଫୋରଣ ଘଟଣାରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ପ୍ରାଣ ହରାଇଥିବା ତୃତୀୟ ବ୍ୟକ୍ତିଙ୍କ ପରିଚୟ ସଂକଟ ପୁଲିସ ସମେତ ଦୁଇ ଦୁଇଟି ପରିବାର ପାଇଁ ମୁଣ୍ଡବିନ୍ଧାର କାରଣ ହେଲାଣି। ସେ ଜଟଣୀର ଦିଲ୍ଲୀପ ସାମନ୍ତରାୟ ନା ଜ୍ୟୋତିରଂଜନ ମଲ୍ଲିକ;…
ଆସନ୍ତାକାଲି ମାଲକାନଗିରି ବିମାନ ବନ୍ଦରର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ମାଲକାନଗିରି : ବିକାଶର ନୂଆ ଯାତ୍ରାରେ ଖୁବଶୀଘ୍ର ଯୋଡ଼ି ହେବ ମାଲକାନଗିରି । ଆସନ୍ତାକାଲି ବିମାନ ବନ୍ଦରର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ସହ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆସିବାର କାର୍ଯ୍ୟକ୍ରମ ରହିଛି। କାଲି ସକାଳ…
ଜଗନ୍ନାଥ ଧାମରେ ବଲିଉଡର ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ତଥା ଗାୟକ ପଦ୍ମଶ୍ରୀ ଶଙ୍କର ମହାଦେବନ୍
ପୁରୀ: ଜଗନ୍ନାଥ ଧାମରେ ବଲିଉଡର ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ତଥା ଗାୟକ ପଦ୍ମଶ୍ରୀ ଶଙ୍କର ମହାଦେବନ୍ । ଆଜି ସକାଳୁ ସକାଳୁ ପୁରୀ ଆସି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରି ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିଛନ୍ତି ଗାୟକ ଶଙ୍କର ମହାଦେବନ୍ । ତାଙ୍କ ସହ…
ନିର୍ବାଚନ ହାରିଗଲେ ୧୦ ଦିନର ମନ୍ତ୍ରୀ
୧୦ ଦିନ ପୂର୍ବେ ଶପଥ ନେଇ ମନ୍ତ୍ରୀ ହୋଇଥିଲେ। ଏବେ ଉପ-ନିର୍ବାଚନରେ ହାରିଗଲେ। ରାଜସ୍ଥାନର କରଣପୁର ବିଧାନସଭା ଆସନରୁ ବିଜେପିକୁ ଲାଗିଛି ଶକ୍ତ ଝଟ୍କା। ମନ୍ତ୍ରୀ ହେବାର ୧୦ ଦିନ ପରେ ଉପ-ନିର୍ବାଚନରେ ୧୨ ହଜାରରୁ ଅଧିକ ଭୋଟ୍ରେ ପରାଜିତ ହୋଇଛନ୍ତି ସୁରେନ୍ଦ୍ର ପାଲ…
ଜେଲ୍ରୁ ଆସି ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ସଞ୍ଜୟ ସିଂହ
ଜେଲ୍ରୁ ବାହାରକୁ ଆସିଲେ ଆମ ଆଦମୀ ପାର୍ଟି ନେତା ସଞ୍ଜୟ ସିଂହ। ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆପ୍ ନେତା ସଞ୍ଜୟ ସିଂହ ଜେଲ୍ରୁ ବାହାରକୁ ଆସିବା ପରେ ପରେ ରାଜ୍ୟ ସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।
ଆଜି ପୁଲିସ ଭ୍ୟାନ୍ରେ ସିଭିଲ ଲାଇନରେ…
ବିହାର ସିଟ ଶେୟାରିଂ ଫର୍ମୁଲା: କଂଗ୍ରେସ ଦେଲା ଏମିତି ପ୍ରସ୍ତାବ
ଆସନ୍ତା ଲୋକସଭା ନିର୍ବାଚନକୁ ନେଇ ଇଣ୍ଡିଆ ମେଣ୍ଟ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏଥିପାଇଁ ବିହାରରେ ସିଟ ଶେୟାରିଂ ଫର୍ମୁଲାକୁ ନେଇ ବଡ଼ ପ୍ରସ୍ତାବ ଦେଇଛି କଂଗ୍ରେସ। ଇଣ୍ଡିଆ ମେଣ୍ଟରେ ଥିବା ଜେଡିୟୁ ଓ ଆରଜେଡି ୧୬ଟି ଲେଖାଏ ଆସନରେ ଲଢ଼ିବାକୁ ଚାହୁଁଥିଲେ ହେଁ…
ପରିବର୍ଦ୍ଧିତ କାଳିଆ ଛାତ୍ରବୃତ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ଭୁବନେଶ୍ୱର : କାଳିଆ ଛାତ୍ରବୃତ୍ତି ଯେପରି ଅଧିକ ଉପଯୋଗୀ ହେବ ଏବଂ ଏହାଦ୍ବାରା ଯେପରି ଅଧିକ ପିଲା ଉପକୃତ ହୋଇପାରିବେ, ସେଥି ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଆବଶ୍ୟକ ସଂଶୋଧନ କରାଯାଇ ପରିବର୍ଦ୍ଧିତ କରାଯାଇଛି । ରାଜ୍ୟରେ କାଳିଆ…
୮୪ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କଲେ ବର୍ଷୀୟାନ ସାହିତ୍ୟିକ ଅଭିନ୍ନ ଚନ୍ଦ୍ର ସାହୁ
ଭୁବନେଶ୍ବର: ପରଲୋକରେ ବର୍ଷୀୟାନ ସାହିତ୍ୟିକ ଅଭିନ୍ନ ଚନ୍ଦ୍ର ସାହୁ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବର ସ୍ଥିତ ତାଙ୍କ ବାସଭବନରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ଅଭିନ୍ନ ଚନ୍ଦ୍ର । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା ।ସେ ଜଣେ ସୁଯୋଗ୍ୟ…
ସାତକୋଶିଆ ଗଣ୍ଡରେ ଚାଲିଛି କୁମ୍ଭୀର ଓ ପକ୍ଷୀ ଗଣନା
ଅନୁଗୁଳ : ସାତକୋଶିଆ ଗଣ୍ଡରେ ଚାଲିଛି କୁମ୍ଭୀର ଓ ପକ୍ଷୀ ଗଣନା। ଅନୁଗୁଳ ଜିଲ୍ଲାର ସାତକୋଶିଆ, ଆଠମଲ୍ଲିକ, ମହାନଦୀ ବନ୍ୟପ୍ରାଣୀ ଡିଭିଜନରେ ଚାଲିଛି ଏହି ଗଣନା କାର୍ଯ୍ୟ। ୧୪ଟି ଟିମ ଡଙ୍ଗାରେ ବିଭିନ୍ନ ଜାଗାକୁ ଯାଇ ପକ୍ଷୀ ଓ କୁମ୍ଭୀର ଗଣନା କରୁଛନ୍ତି। ଗଣନା…
ଦେଶୀ ମଦ ଓ ମହୁଲ ପୋଚ ଜବତ କଲେ ନୂଆଁଗାଁ ଗ୍ରାମବାସୀ : ମଦ ବେପାରୀକୁ କାବୁକରି ପୋଲିସ କୁ କଲେ ହସ୍ତାନ୍ତର
ଦେବଗଡ,୮ା୧ : ଦେବଗଡ ଥାନା ଅନ୍ତର୍ଗତ ନୁଆଗାଁ ଗ୍ରାମର ଗ୍ରାମବାସୀ ମାନେ ଆଜି ଉକ୍ତ ଗ୍ରାମରୁ ବିପୁଳ ପରିମାଣର ଦେଶୀ ମଦ ଓ ମହୁଲ ପୋଚ ଜବତ କରିବା ସହ ଚୋରା ମଦ ବେପାରୀକୁ କାବୁ କରି ଦେବଗଡ ଆଦର୍ଶ ଥାନା ପୋଲିସ କୁ ହସ୍ତାନ୍ତର କରିଛନ୍ତି । ସୂଚନା ଅନୁଯାୟୀ ନୁଆଗାଁ ଗ୍ରାମର କୌଣସି ବ୍ୟକ୍ତି!-->…