ହ୍ୱାଇଟ୍‌ ହାଉସ ଫାଟକରେ ପିଟିହେଲା କାର୍‌ , ଡ୍ରାଇଭର ଗିରଫ…

ଭାରସାମ୍ୟ ହରାଇ ହ୍ୱାଇଟ୍‌ ହାଉସ ଫାଟକରେ ପିଟିହେଲା କାର୍‌ । ଦୁର୍ଘଟଣାଗ୍ରସ୍ତ କାର୍‌ ଡ୍ରାଇଭରକୁ ପୁଲିସ ଗିରଫ କରିବା ସହ ଗାଡ଼ିକୁ ଜବତ କରିଛି। ଗତକାଲି ସନ୍ଧ୍ୟା ସମୟରେ ଏହି ଅଘଟଣ ଘଟିଛି। ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌…

ଘରେ ପଶି ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟ…

ଭୁବନେଶ୍ୱର : ରାଜଧାନୀରେ ଥମୁନି ଲୁଟେରା ଆତଙ୍କ। ସ୍ବାମୀ ସ୍ତ୍ରୀ ଶୋଇଥିବା ବେଳେ ଘରେ କଳାକନା ବୁଲାଇଲେ ଦୁବୃର୍ତ୍ତ । ଖଣ୍ଡଗିରି ଥାନା ଗଣ୍ଡମୁଣ୍ଡା ଅଞ୍ଚଳରେ ଘରେ ପଶି ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟି ନେଇଛନ୍ତି ଦୁବୃର୍ତ୍ତ। ପଞ୍ଚାୟତିରାଜ ବିଭାଗର…

ଜାନୁଆରୀ ୨୨ ତାରିଖରେ ଉତ୍ତର ପ୍ରଦେଶର ସମସ୍ତ ସ୍କୁଲ, କଲେଜ ଛୁଟି…

ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ପ୍ରତିଷ୍ଠା ହେବ। ରାମ ଲଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା କରାଯିବ। ସେଥିପାଇଁ ସେହିଦିନ ଉତ୍ତର ପ୍ରଦେଶରେ ସ୍କୁଲ୍‌, କଲେଜ ସବୁ ବନ୍ଦ ରହିବ। ଆଜି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି…

କୁକୁର ବନ୍ଧ୍ୟାକରଣ ଉପରୁ ରହିତାଦେଶ ଉଠାଇଲେ ହାଇକୋର୍ଟ…

ଭୁବନେଶ୍ବର: ଖୁବ୍‌ଶୀଘ୍ର ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ ଅସ୍ତ୍ରୋପଚାର । ଏନେଇ ସୋମବାର ବିଏମ୍‌ସିକୁ ସବୁଜ ସଙ୍କେତ ଦେଇଛନ୍ତି ହାଇକୋର୍ଟ । କୁକୁର ବନ୍ଧ୍ୟାକରଣ ଉପରେ ଥିବା ରହିତାଦେଶ ଉଠାଇ ଦେଇଛନ୍ତି ହାଇକୋର୍ଟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସବୁ…

ଫୁଲବାଣୀ ପ୍ରାଥମିକ ବ୍ଳକ ଶିକ୍ଷକସଂଘର ଶପଥ ପାଠ ଉତ୍ସବ…

ଫୁଲବାଣୀ : ସ୍ଥାନୀୟ ଫୁଲବାଣୀ ବନାନୀ କଳା ସଙ୍ଗମ ସଭାଗୃହ ଠାରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ପ୍ରତିଷ୍ଠା ଦିବସ ଏବଂ ଫୁଲବାଣୀ ବ୍ଲକ ଶିକ୍ଷକ ସଂଘର ନୂତନ ଭାବେ ନିର୍ବାଚିତ ପ୍ରତିନିଧିଙ୍କ ଶପଥ ପାଠ ଉତ୍ସବ ବହୁ ଧୁମଧାମରେ ପାଳିତ ହୋଇଥିଲା ।ଉକ୍ତ ବୈଠକରେ ଜିଲ୍ଲା ସଂଘର ଉପ ସଭାପତି

ହିଞ୍ଜିଳିକାଟୁରେ ଅର୍ପଣ ରଥ ପରିକ୍ରମା…

ହିଞ୍ଜିଳିକାଟୁ ୯/୧ : ଆସନ୍ତା ୧୭ ତାରିଖରେ ହେବାକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ମହୋତ୍ସବର ପ୍ରଚାରପ୍ରସାର ପାଇଁ ହିଞ୍ଜିଳିକାଟୁ ପୌରପରିଷଦ ପକ୍ଷରୁ ମଙ୍ଗଳବାର ଜ‌ୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା କରିଛି । ହିଞ୍ଜିଳିକାଟୁ ର ସମସ୍ତ ମନ୍ଦିର ରୁ

ଆସିକା ଆଦର୍ଶ ଥାନା ସମ୍ମୁଖ ରେ ଦଲାଲ ଙ୍କ ଦୌରାତ୍ମ୍ୟ..! ଅଭିଯୋଗ କାରୀଙ୍କ ହାତରୁ କାଗଜ ନେବା ନେଇ ଚର୍ଚ୍ଚା…..!

ବ୍ରହ୍ମପୁର: ୯-୧ ଆସିକା ଥାନା ସାରା ଦେଶରେ ଏକ ନମ୍ବର ଥାନାର ମାନ୍ୟତା ପାଇଛି। ଆସିକା ଥାନା ଅଧିକାରୀ ଙ୍କ ଯୋଗଦାନ ପରେ ଆସିକା ଥାନା ଇଲାକାରେ ଆଇନ ଶୃଙ୍ଖଳା ରେ ଉନ୍ନତି ହୋଇଛି। କିନ୍ତୁ ଦୁର୍ଭାଗ୍ୟ ର ବିଷୟ ଥାନା ସମ୍ମୁଖ ରେ କେତେକ ଦଲାଲ ଘୁରିବୁଲିବା ସହ ଥାନା କୁ ବିଭିନ୍ନ ଅଭିଯୋଗ ବା

ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ…

ବ୍ରହ୍ମପୁର,୮/୧- ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଆଜି ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଅତିରିକ୍ତ ଉପଜିଲ୍ଲାପାଳ ଡ଼ ଗୌରବମୟ ପ୍ରଧାନଙ୍କ ଅଧ୍ୟକ୍ଷତା ରେ

ନାବାଳିକା ଗର୍ଭବତୀ ଥାନାରେ ଏତଲା…

ପାତ୍ରପୁର, ୮/୧ : ପାତ୍ରପୁର ଅଞ୍ଚଳରେ ଜଣେ ନାବାଳିକା ଗର୍ଭବତୀ ହୋଇଥିବା ନେଇ ଜରଡ଼ା ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ନାବାଳିକା ଗର୍ଭବତୀ ହୋଇଥିବା ଜଣା ପଡ଼ିବା ପରେ ପରିବାର ପକ୍ଷରୁ ଅଭିଯୋଗ ହୋଇ ଥିବା ଜଣା ପଡିଛି। ଜରଡ଼ା ପୋଲିସ ଅଭିଯୋଗ କୁ ଭିତି କରି ଏକ ମକଦ୍ଦମା ରୁଜୁ କରି

ଚିକିଟୀ ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣି ଲୋକଙ୍କ ପାଖରେ ଖବର ନାହିଁ ସାଧାରଣରେ ଅସନ୍ତୋଷ

ଚିକିଟୀ : ଆଜି ଚିକିଟୀ ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଓ ଆରକ୍ଷୀ ଅଧିକ୍ଷକ ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜ଼ୀଲ୍ଲାପାଳ ଲିନା କୁମାରୀ ଖେସ, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ଃ .ଶ୍ରବଣ ବିବେକ ଏମ, ଜିଲ୍ଲା