ଅଙ୍ଗନବାଡ଼ି ଓ ଆଶାଦିଦିଙ୍କ ଦରମା ଖୁବ୍‌ ଶୀଘ୍ର ବଢ଼ିବ : ୫ଟି ଅଧ୍ୟକ୍ଷ…

ଭୁବନେଶ୍ବର/ରାଇଘର: ଅଙ୍ଗନବାଡ଼ି ଓ ଆଶାଦିଦିମାନଙ୍କର ଦରମା ଖୁବ୍‌ ଶୀଘ୍ର ବଢ଼ିବ। ଏହା ଦ୍ବାରା ରାଜ୍ୟର ଲକ୍ଷାଧିକ କର୍ମଚାରୀ ଉପକୃତ ହେବେ। ରାଜ୍ୟ ସରକାର ଏଦିଗରେ କାମ କରୁଛନ୍ତି। ନବରଂଗପୁର ଜିଲ୍ଲା ଗସ୍ତରେ ୫ଟି ଓ ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ୍‌…

ଫସଲ ବଞ୍ଚାଇବାକୁ ଯାଇ ଷଣ୍ଢ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ…

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଦେଓଦା ଗ୍ରାମାରେ ଅଘଟଣ । ଆଜି ସକାଳୁ ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ଦେଓଦା ଗ୍ରାମର ଅଲେଖ ମାଲିକ (୬୫) ବୋଲି ଜଣାପଡିଛି । ଖବର ମୁତାବକ, ସକାଳୁ ସକାଳୁ ଅଲେଖଙ୍କ ବାଡ଼ିରେ ଏକ ଷଣ୍ଢ ପଶିଥିବା ଦେଖି…

ଟାଟା ମ୍ୟାଜିକ ଗାଡି ଦୁର୍ଘଟଣାଗ୍ରସ୍ତ : କ୍ରୀଡା ଉତ୍ସବକୁ ଆସୁଥିବା ୧୨ ଛାତ୍ର ଆହତ, ୯ ଗୁରୁତର

ଆର,ଉଦୟଗିରି : ଆର,ଉଦୟଗିରି ମିନି ଷ୍ଟାଡିୟମରେ ହେଉଥିବା କ୍ରୀଡା ଉତ୍ସବରେ ଆଜି ଯୋଗଦେବା ଲାଗି ଛେଳିଗଡ ଅଞ୍ଚଳର ୨୧ ଜଣ ଛାତ୍ରଙ୍କୁ ନେଇ ଟାଟା ମେଜିକ ଡାଲା ଗାଡିରେ ଛେଳିଗଡ ଅଭିମୁଖେ ଯାଉଥିବା ବେଳେ ଅବାରସଂ ନିକଟରେ ଥିବା ଚମ୍ପାଘାଟି ବୁଲାଣିରେ ଡ୍ରାଇଭର ନିଜର ଭାରସାମ୍ୟ ହରାଇ ଗାଡିଟି

ଅର୍ପଣ ରଥକୁ ପୂଜା ବେଳେ ଅଘଟଣ, ବୃଦ୍ଧାଙ୍କ ଦେହରେ ଲାଗିଗଲା ନିଆଁ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ସାରା ରାଜ୍ୟରେ ବୁଲୁଛି ଅର୍ପଣ ରଥ। ସାରା ରାଜ୍ୟରୁ ଶ୍ରଦ୍ଧାଳୁଙ୍କ ଠାରୁ ପ୍ରକଳ୍ପ ଳୋକାର୍ପଣ ଉତ୍ସବ ପାଇଁ ଗୁଆ ଓ ଚାଉଳ ସଂଗ୍ରହ କରାଯାଉଛି। ଏହି କ୍ରମରେ ଆଜି କଟକ ଜିଲ୍ଲା ଆଠଗଡ଼ ବ୍ଲକ୍ ବଡଭୁଇଁ ପଞ୍ଚାୟତ…

ନୟାପଲ୍ଲୀ ପୋଲିସ ହାତରେ ଧରାପଡିଲେ ଲେଡି-420…

ଭୁବନେଶ୍ୱର : ଓଲାରେ ବୁଲୁଥିଲେ, ଟଙ୍କା ନଦେଇ ଛୁ ମାରୁଥିଲେ । ଶେଷରେ ନୟାପଲ୍ଲୀ ପୋଲିସ ହାତରେ ଧରାପଡିଲେ ଲେଡି-420 । ୧୦ରୁ ଅଧିକ ଓଲା ଡ୍ରାଇଭରଙ୍କୁ ଚୁନା ଲଗାଇଛନ୍ତି । ଆଜି ଯୁବତୀଙ୍କ ଧରି ନୟାପଲ୍ଲୀ ପୋଲିସର ଜିମା ଦେଇଛନ୍ତି ଓଲା ଡ୍ରାଇଭର । ଯୁବତୀଙ୍କ…

କୃଷକ ସାଥୀ ବାଡେସା ନହାମାଝୀଙ୍କ ବିୟୋଗରେ ଶୋକର ଛାୟା

ଦାରିଙ୍ଗବାଡ଼ି, ୯/୧ : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଝିଞ୍ଜିରିଗୁଡା ଗ୍ରାମ ପଞ୍ଚାୟତ ଅଧିନସ୍ତ କୂଟଲାରୀଗାଁର ବାଡେସା ନାହାମାଝୀଙ୍କ ପ୍ରାୟ (୫୫) ବର୍ଷ ବୟସରେ ଜିଲା ମହକୁମାରେ ମୃତ୍ୟୁ ହୋଇଛି। ଏହି ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଥାଉକି ବାଡେସା ନହାମାଝୀ

ହନୁମାନ ବାଟିକାରେ ଜଳିବ ବିଶ୍ବର ସବୁଠାରୁ ବଡ଼ ଦ୍ବୀପ

ରାଉରକେଲା : ରାଉରକେଲାର ହନୁମାନ ବାଟିକାରେ ଜଳିବ ବିଶ୍ବର ସବୁଠାରୁ ବଡ଼ ଦ୍ବୀପ। ଅଯୋଧ୍ୟା ରାମ ଜନ୍ମଭୂମିରେ ରାମଲାଲାଙ୍କ ପାଇଁ ଚାଲିଥିବା କାର୍ଯ୍ୟକ୍ରମରେ ସାମିଲ୍ ହେବ ରାଉରକେଲା । ଗତ ୬ ତାରିଖରୁ ଆଠ ଜଣ ରାଜ୍ୟ ତଥା ରାଜ୍ୟ ବାହାରର କାରିଗରଙ୍କ ଦ୍ଵାରା…

GRP କନେଷ୍ଟବଳଙ୍କ ପାଇଁ ନୂଆ ଜୀବନ ପାଇଲେ ବୃଦ୍ଧା

ଭଦ୍ରକ : ମହାନତା ଦେଖାଇଲେ GRP କନେଷ୍ଟବଳ। ମହିଳା ଜଣକ ଚଳନ୍ତା ଟ୍ରେନରୁ ଖସି ପଡ଼ିଥିବା ବେଳେ ଉଦ୍ଧାର କଲେ ଡିୟୁଟିରେ ଥିବା କନେଷ୍ଟବଳ ପ୍ରତାପ ଚନ୍ଦ୍ର ଗିରି। ସୂଚନା ଅନୁଯାୟୀ ଗତ ଡିସେମ୍ବର ମାସ ୨୨ ତାରିଖରେ ଭଦ୍ରକ ଚରମ୍ପା ରେଳ ଷ୍ଟେସନରେ ବାଲେଶ୍ୱରକୁ…

ଆକାଶ ପଥ ସହ ଯୋଡ଼ିହେଲା ମାଲକାନଗିରି

ମାଲକାନଗିରି : ଲାଲଗଡ଼କୁ ସିଧାବିମାନ । ବିକାଶ ଯାତ୍ରାରେ ମାଲକାନଗିରି ଜିଲ୍ଲାରେ ଯୋଡ଼ି ହେଲା ଆଉ ଏକ ନୂଆ ପର୍ଦ୍ଦ । ଗୁରୁପ୍ରିୟା ସେତୁ ପରେ ଆକାଶପଥରେ ଯୋଡ଼ି ହୋଇଛି ସ୍ବାଭିମାନ ଅଞ୍ଚଳ । ମାଲକାନଗିରି ବିମାନ ବନ୍ଦରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱରରେ MVI ପଞ୍ଚାନନ ବେହେରାଙ୍କର ୨୭ଟି ପ୍ଲଟ ଠାବ…

ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ନୟାଗଡ଼ ଜିଲ୍ଲା ମୋଟର ଯାନ ନିରୀକ୍ଷକ ( MVI) ପଞ୍ଚାନନ ବେହେରାଙ୍କ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ବେଳେ ତାଙ୍କର କେବଳ ଭୁବନେଶ୍ୱରରେ ୨୭ଟି ପ୍ଲଟ ଠାବ କରାଯାଇଛି। ଏହି…