Sign in
Sign in
Recover your password.
A password will be e-mailed to you.
ମଝି ଆକାଶରେ ବିମାନର କବାଟ ଛିଡିବା ମାମଲା, ଜଣାପଡିଲା ତ୍ରୁଟି…
ନିକଟରେ ମଝି ଆକାଶରେ ଅଲାସ୍କା ଏୟାରଲାଇନ୍ସର ଏକ ବୋଇଂ ବିମାନର କବାଟ ହାଠାତ୍ ଛିଡି ଯାଇଥିଲା। ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନଟିକୁ ଜରୁରୀ ଅବତରଣ କରିବାକୁ ପଡିଥିଲା। ତେବେ କବାଟଟି କାହିଁକି ଛିଡିଲା ତା’ର ପ୍ରକୃତ କାରଣ ଏବେ…
ଗୋଟିଏ ପାଣି ବୋତଲରେ ଥାଏ ଲକ୍ଷାଧିକ ପ୍ଲାଷ୍ଟିକ କଣିକା..!
ଦୈନନ୍ଦିନ ବ୍ୟବହାରରେ ପ୍ଲାଷ୍ଟିକ ଏକ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ପାଲଟିଯାଇଛି। ପାଣି ବୋଟଲଠୁ ନେଇ ଟିଫିନ ବ୍ୟାଗ୍ ପର୍ଯ୍ୟନ୍ତ ସବୁକିଛି ପ୍ଲାଷ୍ଟିକରୁ ତିଆରି ହେଉଛି। ଏହି ପ୍ଲାଷ୍ଟିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଆମେ ଜାଣିଛେ, ହେଲେ ବଜାରରେ ବିକ୍ରି ହେଉଥିବା…
ଫ୍ରାନ୍ସକୁ ମିଳିଲା ପ୍ରଥମ ସମଲିଙ୍ଗୀ ପ୍ରଧାନମନ୍ତ୍ରୀ…
ଫ୍ରାନ୍ସକୁ ମିଳିଲା ପ୍ରଥମ ସମଲିଙ୍ଗୀ ପ୍ରଧାନମନ୍ତ୍ରୀ। ୩୪ ବର୍ଷୀୟ ଗାବ୍ରିଏଲ୍ ଅଟ୍ଟାଲଙ୍କୁ ମଙ୍ଗଳବାର ଫ୍ରାନ୍ସର ନୂଆ ପ୍ରଧାନମନ୍ତ୍ରୀ ଭାବେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ନିଯୁକ୍ତ କରିଛନ୍ତି। ଗାବ୍ରିଏଲ ଏବେ ଫ୍ରାନ୍ସର ଯୁବ ଓ ପ୍ରଥମ ସମଲିଙ୍ଗୀ ପ୍ରଧାନମନ୍ତ୍ରୀ…
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଝଟକା, ଲଢ଼ିପାରିବେନି ନିର୍ବାଚନ…
ନୂଆଦିଲ୍ଲୀ: ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମେ ୯ରେ ହୋଇଥିବା ହିଂସାକାଣ୍ଡ ସହ ଜିଏଚ୍କ୍ୟୁ ଆକ୍ରମଣ ମାମଲାରେ ଗିରଫ କରାଯାଇଛି। ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ରାୱଲପିଣ୍ଡିରେ ଆତଙ୍କବାଦ…
ଫୁଲବାଣୀ ଖାଉଟି ଅଦାଲତଙ୍କ ନ୍ୟାୟୋଚିତ ନିଷ୍ପତି ଖାଉଟିଙ୍କ ମନରେ ସୃଷ୍ଟି କରିଛି ନୂତନ ଆଶାର ସଂଚାର…
ଫୁଲବାଣୀ : ଫୁଲବାଣୀ ଖାଉଟି ଅଦାଲତର ପ୍ରେସିଡେଣ୍ଟ ପୂର୍ଣ୍ଣ ଚନ୍ଦ୍ର ମିଶ୍ର ଙ୍କ ତତ୍ଵାବଧାନରେ ନିଆଯାଇଥିବା ଏକ ସଫଳ ନିଷ୍ପତି ଆଜି ସମସ୍ତ ଖାଉଟିଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି l ସୂଚନା ଯୋଗ୍ୟ ବିଗତବର୍ଷ ତା 17/11/2023 ରିଖ ରେ ଫୁଲବାଣୀ ସହର ବାସିନ୍ଦା ଶ୍ରୀ !-->…
ହୋଟେଲରେ ପୁଅକୁ ମାରି ସୁଟକେସରେ ଭର୍ତ୍ତି କରି ନେଇଗଲା ମାଆ…
ଆଜି ଦିନ ତମାମ ଏକ ଖବର ଭାରି ଚର୍ଚ୍ଚାରେ ରହିଛି । ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି ଜଣେ ଚର୍ଚ୍ଚିତ ମହିଳାଙ୍କ ଚେହେରା । ଆପଣ ଦେଖୁଥିବା ଏ ମହିଳା ଜଣଙ୍କ ନିଜ ସ୍ୱାମୀର ପ୍ରତିଶୋଧ ନିଜ ଜନ୍ମ କଲା ପୁଅ ଠାରୁ ନେଇଛନ୍ତି । ସ୍ୱାମୀ ଉପରେ ଏତେ ରାଗ ଲାଗିଲା ଯେ ସେ…
ଶୋଭାଯାତ୍ରା ଉପରକୁ ପଥର ମାଡ଼ ପରେ ଲାଗିଲା କର୍ଫ୍ୟୁ…
ମଧ୍ୟପ୍ରଦେଶର ବିଭିନ୍ନ ଅଞ୍ଚଳରେ ଲାଗିଲା ଧାରା ୧୪୪। ଅକ୍ଷୟ କଳସ ଶୋଭାଯାତ୍ରା ଉପରକୁ ପଥର ମାଡ଼ ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ କର୍ଫ୍ୟୁ ଲଗାଇଛନ୍ତି।
ଏନେଇ ଶାଜାପୁର ଜିଲ୍ଲାପାଳ ଏକ୍ସ ଯୋଗେ ସୂଚନା ଦେଇଛନ୍ତି। ଜିଲ୍ଲାପାଳ ରିଜୁ ବଫନା ପୋଷ୍ଟ କରି…
କମଳା ପ୍ରକାଶନୀର ପ୍ରତିଷ୍ଠାତା କମଳା ମହାପାତ୍ରଙ୍କ ତିରୋଧାନ
ଫୁଲବାଣୀ : ଫୁଲବାଣୀ ସହରର ଏକମାତ୍ର ନିର୍ଭର ଯୋଗ୍ୟ ପୁସ୍ତକ ପ୍ରକାଶନୀ "କମଳା ପ୍ରକାଶିନୀ"ର ପ୍ରତିଷ୍ଠାତା କମଳା ମହାପାତ୍ର ଆଉ ନାହାନ୍ତି l ଗତକାଲି ସେ ୮୮ ବର୍ଷ ବୟସରେ ଇହଲୀଳା ସମ୍ବରଣ କଲେ l ମୃତ୍ୟୁ ଶଯ୍ୟାରେ ତାଙ୍କ ପୁଅ ଝିଅ ବୋହୂ ନାତି ନାତୁଣୀ ସହିତ ସମ୍ପର୍କୀୟ ମାନେ ଉପସ୍ଥିତ!-->…
ରାମ ମନ୍ଦିରରେ ଲାଗିଲା ପ୍ରଥମ ସୁନା କବାଟ, ଆହୁରି ୧୩ଟି ଲାଗିବ
ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ନିର୍ମାଣାଧୀନ ଥିବା ଭବ୍ୟ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ରାମ ଲଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା କରାଯିବ। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି।
ଆଜି ଅଯୋଧ୍ୟା ରାମ ମନ୍ଦିରରେ ଲାଗିଛି ପ୍ରଥମ ସୁନା କବାଟ।…
ପ୍ରେମିକାକୁ ଛୁରାମାଡ଼, ଗୁରୁତର ପ୍ରେମିକା ଏମ୍ସରେ ଭର୍ତ୍ତି…
ଖୋର୍ଦ୍ଧା: ସ୍ଥାନୀୟ ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଆଜି ଅପରାହ୍ଣରେ ଜଣେ ଯୁବତୀଙ୍କୁ ଛୁରାମାଡ଼ ହୋଇଛି। ଛୁରାମାଡ଼ କରିଥିବା ବ୍ୟକ୍ତି ଜଣକ ଯୁବତୀଙ୍କ ପ୍ରେମିକ ବୋଲି କୁହାଯାଉଛି। ଛୁରାମାଡ଼ର ଶିକାର ହୋଇଥିବା ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ…