Sign in
Sign in
Recover your password.
A password will be e-mailed to you.
କରସେବକଙ୍କ ଉପରେ ଗୁଳି ଚଳାଇବା ନିଷ୍ପତ୍ତି ଠିକ୍ ଥିଲା
ପୁଣି ଥରେ ବିବାଦ ଭିତରକୁ ଟାଣି ହେଲେ ସାମଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟା। ସେ ପୁଣି ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। କାରସେବକମାନଙ୍କ ଉପରେ ହୋଇଥିବା ଗୁଳିକାଣ୍ଡ ଘଟଣାକୁ ସେ ସଠିକ୍…
ଗଛରୁ ଝୁଲନ୍ତା ଅବସ୍ଥାରେ ନାବାଳିକାଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ…
ସୁନ୍ଦରଗଡ଼ : ଗଛରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ଝୁଲନ୍ତା ମୃତଦେହ ଉଦ୍ଧାର ପରେ ହତ୍ୟା ସନ୍ଦେହ ବଢିଛି । ବଡ଼ଗାଁ…
ଦାରିଙ୍ଗବାଡ଼ିଠାରେ ବ୍ଲକସ୍ତରୀୟ ଜନଜାତି ଓ ଶୀତ ମହୋତ୍ସବ ୨୦୨୪ର ଶୁଭ ଉଦ୍ଘାଟନ
ଦାରିଙ୍ଗବାଡ଼ି, ୧୦/୧ : ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ବ୍ଲକ ସ୍ତରୀୟ ଜନ ଜାତି ମହୋତ୍ସବ- ୨୦୨୪ର ଶୁଭଉଦଘାଟନ ଗତକାଲି ହୋଇ ଯାଇଛି। ଏହାକୁ ବ୍ଲକ ସ୍ତରୀୟ ଜନ ଜାତି ମହୋତ୍ସବ-୨୦୨୪ କମିଟିର ସଭାପତି ତଥା ଉପ - ବାଚସ୍ପତି ସାଲୁଗା ପ୍ରଧାନଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ!-->…
ମାଲକାନଗିରି ପୋଲିସ କୁ ସଫଳତା । ଏକଲକ୍ଷ ଟଙ୍କାର ପୁରସ୍କାର ଇନାମୀ ମହିଳା ମାଓବାଦୀ କଲେ ଆତ୍ମସମର୍ପଣ…
ମାଲକାନଗିରି: ଆଜି ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ୧ ଲକ୍ଷ ଇନାମୀ ଥିବା ଜଣେ ମହିଳା ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତିା ଆଜି ସାମ୍ବାଦିକ ସମ୍ମିଳନୀରେ ଅବସରରେ ଏସ୍ପି ନିତିଶ୍ ବାଧ୍ୱାନୀ ଏହି ସୂଚନା ଦେଇଛନ୍ତି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼!-->!-->!-->…
ଜାତୀୟ ସ୍ତରୀୟ ରୋଲର ସ୍କେଟିଂ ପ୍ରତିଯୋଗିତାରେ ସଫଳତା ପାଇଥିବା ସ୍କେଟରଙ୍କୁ ସମ୍ୱର୍ଦ୍ଧନା…
ବ୍ରହ୍ମପୁର (10.01.2024): ବ୍ରହ୍ମପୁର ସହରର ସିଲକି ରୋଲର ସ୍କେଟିଂ ଏକାଡେମୀ ପକ୍ଷରୁ ଜାତୀୟ ସ୍ତରୀୟ ରୋଲର ସ୍କେଟିଂ ଚମ୍ପିଆନସିପରେ କୃତିତ୍ୱ ହାସଲ କରିଥିବା ସ୍କେଟର ମାନଙ୍କୁ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଛି । ଏକାଡେମୀ ପକ୍ଷରୁ ସ୍କେଟର ଅନ୍ୱେଷା ବିଷୋୟୀ ଓ ଆଶୁତୋଷ ପାଢୀଙ୍କୁ!-->!-->!-->…
୧୩ ତମ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ : ଇଟାମାଟିକୁ ହରାଇ କଇଥ ଗାଡିଆ ଚାମ୍ପିଅନ
ଓଡ଼ଗାଁ : ପିଏନସ ୯୧ ନୟାଗଡ଼ ବ୍ଲକ ରୋଡ କଲ୍ୟାଣ ମଣ୍ଡପ ଠାରେ ମଙ୍ଗଳ ବାର ୧୩ତମ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି ।ଏହି ୨ଦିନିଆ ଟୁର୍ଣ୍ଣାମେଣ୍ଟ ର ପ୍ରଥମ ଦିନ ନୟାଗଡ଼ ଜିଲ୍ଲା ର ନୟାଗଡ଼, ଇଟାମାଟି, ଦଶପଲ୍ଲା, ସରଣକୁଳ, କଇଥ ଗାଡିଆ, ରଣପୁର, ମହିପୁର,!-->…
ଫାଇନାନ୍ସ କମ୍ପାନୀର ବେଆଇନ ଶୋଷଣ ନୀତିରେ ଗ୍ରାହକ ଅତିଷ୍ଟ
ଓଡ଼ଗାଁ : ଓଡ଼ଗାଁ ଏନ୍ଏସି ମିନିଷ୍ଟାଡିୟମ ସାମ୍ନାରେ ଅବସ୍ଥିତ ଚୋଲା ମଣ୍ଡଳମ୍ ଫାଇନାନ୍ସ କମ୍ପାନୀର ବେଆଇନ ଶୋଷଣ ନୀତିରେ ଗ୍ରାହକ ଅତିଷ୍ଟ ହୋଇପଡ଼ିଥିବା ନେଇ ଅଭିଯୋଗ ହୋଇଛି। ଓଡ଼ଗାଁ ବ୍ଳକ ରାବରା ପଞ୍ଚାୟତ ରାବରା ଦୋଳମଣ୍ଡପ ସାହିର ସଞ୍ଜୟ କୁମାର ଶତପଥି (୩୬) ଚୋଲା ମଣ୍ଡଳମ୍ ଫାଇନାନ୍ସ!-->…
ଏବେବି ବଞ୍ଚିଛି ମାନବିକତା
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବୋଗା ଥାନା ଅନ୍ତର୍ଗତ ସଲଙ୍ଗାବାହାଲ ପଞ୍ଚାୟତର ମୁଙ୍ଗଦାଣ୍ଡରେ ଗତ ତା:08/01/24 ରିଖ ଅପରାହ୍ନ ପ୍ରାୟ 4ଟା ସମୟରେ ଦଲକି ପଟୁ ବୀରମିତ୍ରପୁର ଯାଉଥିବା ଜଣେ ବାଇକ ଚାଳକଙ୍କ ପକେଟରୁ ଏକ ମନି ପର୍ଷ ମୁଙ୍ଗଦାଣ୍ଡ ନିକଟ ରାସ୍ତାରେ ଖସି ପଡ଼ିଥିଲା |!-->!-->!-->…
ଭିତରକନିକା ଜାତୀୟ ଉଦ୍ୟାନରେ ବ଼଼ଉଳା କୁମ୍ଭୀର ଗଣନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଅନ୍ତର୍ଗତ ଭିତରକନିକା ଜାତୀୟ ଉଦ୍ୟାନରେ ଆଜି କନିକା ରେଞ୍ଜ କାର୍ଯ୍ୟାଳୟ ପରିସରରେ ବଉଳା କୁମ୍ଭୀର ଗଣନା ପ୍ରଶିକ୍ଷଣ ଶିବିର -2024 ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ବୈଜ୍ଞାନିକ ଶ୍ରୀ ସୁଧାକର କର ଯୋଗ ଦେଇ!-->…
ସଡକ ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର ଆହତ !
ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ରାଏବୋଗା ଥାନା ଅଧୀନରେ ଥିବା ଜମନକିରା ରାସ୍ତା ମୁହାଣିରେ ଗୋଟିଏ ବାଇକ ନିଜର ଭରସାମ୍ୟ ହରାଇ ଥିବାରୁ ସଡକ ଦୁର୍ଘଟଣା ଘଟିଥିଲା !ଏହି ଦୁର୍ଘଟଣାରେ ବାଇକ ଚାଳକ ସରୋଜ ତିର୍କୀ ୩୦ ବର୍ଷ ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ !!-->!-->!-->…