ଓଡ଼ଗାଁ ସାମ୍ବାଦିକ ସଂଘର ନୂତନ ସ୍ଥାୟୀ କାର୍ଯ୍ୟାଳୟ ଉଦ୍ଘାଟିତ…

ଓଡ଼ଗାଁ : ଆଜି ପଞ୍ଚାୟତ ସମିତି ସଭାଗୃହରେ ଓଡ଼ଗାଁ ସାମ୍ବାଦିକ ସଂଘର ସଭାପତି ଅଶୋକ କୁମାର ମହପାତ୍ରଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଉଦ୍ଘାଟନୀ ସଭାରେ ନୟାଗଡ଼ ବିଧାୟକ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ ସମେତ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର, ବ୍ଲକ ଅଧ୍ୟକ୍ଷ ଲୋକନାଥ

୧୪ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ…

ଦାରିଙ୍ଗବାଡି,୬/୧ , ଦାରିଙ୍ଗବାଡି ଥାନା ପୋଲିସ ପକ୍ଷରୁ ଚଢ଼ଉ କରି ୧୪ ଏକରରେ ହୋଇଥିବା ଗଞ୍ଜେଇ ଚାଷ କାଟି ନିଆଁ ଲଗେଇ ନଷ୍ଟ କରାଯାଇଛି । ଦାରିଙ୍ଗବାଡି ସ୍ଥିତ ଡୁଲୁରି ପାଇନ ବଣ ନିକଟରେ ଗଞ୍ଜେଇ ଚାଷ ହୋଇଥିଲା । ପୋଲିସ କୌଣସି ସୂତ୍ର ରୁ ଖବର ପାଇ ଶନିବାର ଦିନ ଦାରିଙ୍ଗବାଡି ଅତିରିକ୍ତ

ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରୁ ଆରମ୍ଭ ହେଲା ‘ଜୟ ଜଗନ୍ନାଥ ଅର୍ପଣ ରଥ’ର ସହର ପରିକ୍ରମା

ସୁନ୍ଦରଗଡ : ଆସନ୍ତା ଜାନୁୟାରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। କୋଟି କୋଟି ଓଡ଼ିଆଙ୍କ ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଭବ୍ୟ ଉତ୍ସବରେ ଯେପରି ପ୍ରତିଟି ଓଡ଼ିଆ ଯୋଡ଼ି ହୋଇ ଦିବ୍ୟ ଅନୁଭବର ସାନିଧ୍ୟ ଲାଭ କରିପାରିବେ

ରାଷ୍ଟ୍ରୀୟସ୍ତର ଜୁନିଅର ରେଡକ୍ରସ ପ୍ରତିଯୋଗିତାରେ କେ.ଏମ. ଭାଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟର ଅବିଶ୍ୱସନୀୟ ସଫଳତା

ଆର,ଉଦୟଗିରି : ଗତ ଡିସେମ୍ବର ୨୪ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ହରିୟାଣା ରାଜ୍ୟର କୁରୁକ୍ଷେତ୍ର ଠାରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରୀୟ ଜୁନିଅର ରେଡ କ୍ରସ ପ୍ରତିଯୋଗିତାରେ ଓଡିଶା ରାଜ୍ୟ ତଥା ଗଜପତି ଜିଲ୍ଲା ତରଫରୁ ରା. ଉଦୟଗିରି ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ,

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ସମାରୋହ ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ବର: ୨୦୨୪ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ସମାରୋହ ନିମନ୍ତେ ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାତ୍ମାଗାନ୍ଧୀ ମାର୍ଗରେ ଆୟୋଜିତ ହେବାକୁ ଥିବା ଏହି…

ଆନ୍ଦୋଳନରୁ ଓହରିଲା ରାଜ୍ୟ ଡ୍ରାଇଭର ସଂଘ…

ଭୁବନେଶ୍ବର: ରାଜ୍ୟରେ ଡାକରା ଦିଆଯାଇଥିବା ଆନ୍ଦୋଳନକୁ ଓଡ଼ିଶା ଚାଳକ ମହାସଂଘ ସ୍ଥଗିତ ରଖିଛି। ସରକାରଙ୍କ ଆହ୍ବାନ ପରେ ଆନ୍ଦୋଳନରୁ ଓହରିବାକୁ ରାଜ୍ୟ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ଆହ୍ବାନ ଦେଇଛନ୍ତି। ଭିଡିଓ ଜାରି କରି ଚାଳକମାନଙ୍କୁ…

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ରାଜ୍ୟର ସବୁ ଗାଁକୁ ପରିକ୍ରମା ଆରମ୍ଭ କଲା ଶ୍ରୀଜଗନ୍ନାଥ ଅର୍ପଣ…

ପୁରୀ,୬।୧: ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜିଠାରୁ ଶ୍ରୀଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ କରାଯାଇଛି । ଏହି ରଥ ଓଡ଼ିଶାର ପ୍ରତ୍ୟେକ ଗ୍ରାମ ପରିକ୍ରମା କରିବା ସହ ଶ୍ରଦ୍ଧାଳୁଙ୍କ ଠାରୁ…

ହାତୀ ମୃତ୍ୟୁ ଘଟଣାରେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ

ବାଲେଶ୍ବର : ବାଲେଶ୍ୱର ଜିଲ୍ଲା କୁଲଡ଼ିହା ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାରେ ହାତୀଖୁଲିଆ ସେକ୍ସନର ଫରେଷ୍ଟର ପଦ୍ମାବତୀ ବେହେରା ଓ ଫରେଷ୍ଟ ଗାର୍ଡ ପ୍ରମିଳା ସେଣଙ୍କୁ ନିଲମ୍ବନ କରାଯାଇଛି। ବାଲେଶ୍ୱର ବନ ବିଭାଗ ପକ୍ଷରୁ କାର୍ଯ୍ୟରେ ଅବହେଳା ପାଇଁ ସେମାନଙ୍କୁ ନିଲମ୍ବନ…

ଗାଡ଼ିରୁ ଓହ୍ଲାଇ ପାଣ୍ଡିଆନ୍‌ଙ୍କ ପାଇଁ ରାସ୍ତା କ୍ଲିୟର କଲେ ପ୍ରଣବ ଓ ପ୍ରତାପ…

ବାଲେଶ୍ବର : 5-T ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ଗସ୍ତ ପାଇଁ ପୂରା ବାଲେଶ୍ୱର ଟାଉନରେ ପୁଲିସ୍‌ ଛାଉଣୀ କରାଯାଇଥିଲା। ଛକ ଛକରେ ଛିଡ଼ା ହୋଇଥିଲେ ପୁଲିସ୍‌। ଜନ୍ଦା ପିମ୍ପୁଡ଼ି ଗଳି ପାରୁ ନଥିଲେ! ଏହା ସତ୍ତ୍ୱେ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ମନ୍ତ୍ରୀ…

ଲେଡି ଡନ୍ ସାଜିଲେ ମା ଝିଅ, ସହଯୋଗ କଲେ ବାପ ପୁଅ, ପୋଲିସର ନିରଵତା ପାଇଁ ସାମ୍ବାଦିକ ସଂଘ ଘର ଉପରେ ଆକ୍ରମଣ…

ରାଜନଗର : ଗଣତନ୍ତ୍ରର ୪ର୍ଥ ସ୍ତମ୍ଭରେ ସ୍ଥାନିତ ଗଣପ୍ରତିନିଧିମାନେ ସମାଜରେ ଜାଗ୍ରତ ପ୍ରହରୀ ସାଜି ଘଟଣା ଅଘଟଣ,ଦୁର୍ନୀତି ସୁନୀତିକୁ ଲୋକଲୋଚନକୁ ଆଣି ସରକାରଙ୍କୁ ଚେତାଇ ଜନ ସାଧାରଣଙ୍କୁ ସୁଫଳ ଦେଇଥାନ୍ତି । ଆଜି ସମାଜର ମାଇଲଖୁଣ୍ଟ ସାଜିଥିବା ସେହି ସାମ୍ଵାଦିକମାନେ କେଉଁଠି ଆକ୍ରମଣର