୫ମ ରାଜ୍ୟସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତାରେ କନ୍ଧମାଳର ଶ୍ରେୟାଂସ ସାହୁ ଓ  ଶ୍ରୀ ସ୍ଵାଧ୍ବୀ ମୈତ୍ରୀ…

ଫୁଲବାଣୀ : ପୁରୀର ପ୍ରଜ୍ଞାନ ମିଶନ ତରଫରୁ ଫୁଲବାଣୀରେ ଅନୁଷ୍ଠିତ ହୋଇଥିବା ବ୍ଲକସ୍ତରୀୟ ଓ ଜିଲ୍ଲାସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ରାଜ୍ୟସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ରେ ଭାଗ ନେଇ କନ୍ଧମାଳର କେନ୍ଦ୍ରୀୟ ବିଦ୍ୟାଳୟରେ ୫ମ ଶ୍ରେଣୀରେ ପଢ଼ୁଥିବା

୯ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ…

ଫୁଲବାଣୀ : ରାଜ୍ୟର ଦୁଇଟି ଜିଲ୍ଲାରେ ପୁଲିସ୍ ୯ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରିଛି। କନ୍ଧମାଳ ଜିଲ୍ଲା ପୁଲିସ ପକ୍ଷରୁ ଗଞ୍ଜେଇ ଚାଷ ବନ୍ଦ କରିବାକୁ ପ୍ରୟାସ ଜାରି ରହିଥିବା ବେଳେ ଗତକାଲି ଫିରିଙ୍ଗିଆ ଥାନା ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୮…

କମିଶନରେଟ୍ ପୁଲିସ ହାତରେ ପାହାଡ଼ି ଗ୍ୟାଙ୍ଗ…

ଭୁବନେଶ୍ବର : କମିଶନରେଟ ପୁଲିସ ହାତରେ ଧରାପଡ଼ିଛି ପାହାଡ଼ି ଗ୍ୟାଙ୍ଗ। ଏହି ଗ୍ୟାଙ୍ଗର ୮ ଜଣ ସଦସ୍ୟଙ୍କୁ ବାନ୍ଧିଛି କମିଶନରେଟ ପୁଲିସ। ଏମାନେ ସମସ୍ତେ ଝାଡ଼ଖଣ୍ଡର। ସୂଚନା ଅନୁସାରେ ପାହଡ଼ି ଗ୍ୟାଙ୍ଗର ଡ଼କାୟତ ମାନେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ରହୁଥିଲେ। ସମୟ ସୁବିଧା…

ଧାମନଗରରେ ଭାରତ ସଂକଳ୍ପ ରଥକୁ ଭଙ୍ଗାରୁଜା, ବିଜେଡି ଉପରକୁ ଅଙ୍ଗୁଳି ଉଠାଇଲେ ବିଧାୟକ

ଭଦ୍ରକ : ଭଦ୍ରକ ଧାମନଗରରେ ଆଜି କିଛି ଲୋକ ବିକଶିତ ଭାରତ ସଂକଳ୍ପ ରଥକୁ ଭଙ୍ଗାରୁଜା କରିଛନ୍ତି। ଧାମନଗର ଥାନା ଚୂଡ଼ାକୁଟି ପଞ୍ଚାୟତରେ ରାଲି ବେଳେ ଏହି ଘଟଣା ଘଟିଛି। ପୁଲିସ୍ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅନ୍ୟପକ୍ଷରେ ଏହି ଘଟଣା ପାଇଁ ବିଜୁ ଜନତା ଦଳ ଉପରକୁ…

ଲୋୟର ସୁକତେଲ ପ୍ରକଳ୍ପ ଲୋକାର୍ପଣ ଅବସରରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ତୀର୍ଯ୍ୟକ ବାଣ…

ବଲାଙ୍ଗୀର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସମାଲୋଚନା କଲେ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ବଲାଙ୍ଗିର ବିଜେଡିର ଗୋଟିଏ ଶକ୍ତିଶାଳୀ ଗୋଷ୍ଠୀଙ୍କୁ ତେରଛା ବାଣ ମାରିଛନ୍ତି। ଆଉ ସୁଧୁରି ଯିବା ପାଇଁ ପରାମର୍ଶ ଦେଇଛନ୍ତି। ତା’ସହିତ…

ହଇଜାସ୍ଥିତି ସମୀକ୍ଷା କଲେ କେନ୍ଦ୍ରୀୟ ଟିମ୍‌; ସଂଗ୍ରହ ହେଲାଣି ୭ ହଜାର ପାଣି ନମୁନା…

ରାଉରକେଲା: ଆଜି ଦ୍ବିତୀୟ ଦିନରେ ରାଉରକେଲାରେ ହଇଜା ସ୍ଥିତିର ସମୀକ୍ଷା କରିଛନ୍ତି ୫ ଜଣିଆ କେନ୍ଦ୍ରୀୟ ଟିମ୍‌। ନୂଆଦିଲ୍ଲିସ୍ଥ ଏନ୍‌ସିଡିସିର ଡା. ଇରମ ତବସୁମ୍‌, ସ୍ବାସ୍ଥ୍ୟ ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଡା. ଏନ.ଏମ. ସୋମାଲକର, ଏମ୍‌ସ(ଭୁବନେଶ୍ବର)ର ମେଡିସିନ…

ସ୍ୱଦେଶ ଦର୍ଶନ ଯୋଜନାରେ ସାମିଲ ହେଲା ଦେବ୍ରିଗଡ଼, ଖିଣ୍ଡା…

ଭୁବନେଶ୍ୱର: ବରଗଡ଼ ଜିଲ୍ଲାରେ ଅବସ୍ଥିତ ଦେବ୍ରିଗଡ଼ ଅଭୟାରଣ୍ୟ ସମେତ ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ସମ୍ବଲପୁର ଜିଲ୍ଲାର ଖିଣ୍ଡା ଗ୍ରାମାଞ୍ଚଳର ବିକାଶ ହେବ। ଏହି ଦୁଇଟି ସ୍ଥାନକୁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରଣାଳୟ…

ଗାଁ ଦାଣ୍ଡରେ ଯୁବକଙ୍କୁ ପିଟି ପିଟି ମାରିଦେଲେ ୬ ସାଙ୍ଗ…

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ପତ୍ରାପାଲି ବଜାର ପଡ଼ାରେ ଗତକାଲି ବିଳମ୍ବିତ ରାତିରେ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ମୃତକ ହେଲେ ସେହି ଗାଁର ବିପିନ ଭୋଇ (୨୫)। ସୂଚନା ପାଇ ଲଇକେରା ପୁଲିସ୍ ଏକ ହତ୍ୟା…

ନର୍ସିଂ, ଫାର୍ମାସି ଓ ଆଲାଏଡ ମେଡିକାଲ ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର: ନର୍ସିଂ, ଫାର୍ମାସି ଓ ଆଲାଏଡ ମେଡିକାଲ ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ ରାଶି ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏମକେସିଜି ଗସ୍ତ ବେଳେ ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କୁ ଛାତ୍ରଛାତ୍ରୀମାନେ ସେମାନଙ୍କ ଷ୍ଟାଇପେଣ୍ଡର ବୃଦ୍ଧି…

ବୋରୱେଲରୁ ଉଦ୍ଧାର ଶିଶୁକନ୍ୟାଙ୍କୁ ତାଙ୍କ ମା’ଙ୍କୁ ହସ୍ତାନ୍ତର କରାଯିବ ନାହିଁ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲରିପାଲି ଜଙ୍ଗଲରୁ ଏକ ପରିତ୍ୟକ୍ତ ବୋରୱେଲରୁ ଗତ ଡିସେମ୍ବର ୧୨ ତାରିଖରେ ଉଦ୍ଧାର ହୋଇଥିବା ଶିଶୁ କନ୍ୟାର ମା’ଙ୍କ ପରିଚୟ ମିଳିସାରିଛି। ତେବେ ଶିଶୁକନ୍ୟାକୁ ଏବେ ତାଙ୍କୁ ହସ୍ତାନ୍ତର କରାଯିବ ନାହିଁ। ସମ୍ବଲପୁର…