Sign in
Sign in
Recover your password.
A password will be e-mailed to you.
ରାଜଧାନୀରୁ ଧରା ପଡ଼ିଲା କୁଖ୍ୟାତ ଆତଙ୍କୀ…
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରୁ ଧରାପଡ଼ିଛି ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ଜଣେ ସକ୍ରିୟ ସଦସ୍ୟ। ତା’ ମୁଣ୍ଡ ଉପରେ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।
ଆଜି ଧରାପଡ଼ିଥିବା ଆତଙ୍କବାଦୀର ନାରଁ ଜାଭେଦ ଅହମଦ ମାଟ୍ଟୋ। ଜମ୍ମୁ-କଶ୍ମୀରରେ…
ଓକିଲଙ୍କୁ ଚୁପ୍ କରାଇଲେ ପ୍ରଧାନ ବିଚାରପତି
ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟରେ ଆଜି ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଦେଶର ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଏକ ମାମଲାର ଶୁଣାଣି ବେଳେ ଜନୈକ ଆଇନଜୀବୀଙ୍କ ଉପରେ ହଠାତ୍ ରାଗି ଯାଇଥିଲେ। ଆବେଦନ ତାଲିକାଭୁକ୍ତ କରିବା ମାମଲାରେ କଥା କଟାକଟି ହେବାରୁ…
‘ବିଜେପି ମୋତେ ଗିରଫ କରିବାକୁ ଚାହୁଁଛି’…
ନୂଆଦିଲ୍ଲୀ : ମଦ ଦୁର୍ନୀତି ମାମଲାରେ ବଢ଼ିବାରେ ଲାଗିଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଅଡୁଆ। ଇଡି ତାଙ୍କ ଘରେ ଚଢ଼ାଉ କରି ତାଙ୍କୁ ଗିରଫ କରିବା ନେଇ ଆଶଙ୍କା କରାଯାଉଛି। ଏହାରି ଭିତରେ କେଜ୍ରିଓ୍ୱାଲ ବିଜେପି ବିରୋଧରେ ଆଣିଛନ୍ତି ବଡ଼ ଅଭିଯୋଗ। ସେ…
ପୁଲିସ ମହାନିର୍ଦ୍ଦେଶକ, ପୁଲିସ ମହାନିରୀକ୍ଷକଙ୍କ ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ଜାନୁଆରି ୬-୭ରେ ରାଜସ୍ଥାନର ଜୟପୁରସ୍ଥିତ ରାଜସ୍ଥାନ ଅନ୍ତର୍ଜାତୀୟ କେନ୍ଦ୍ରରେ ପୁଲିସ ମହାନିର୍ଦ୍ଦେଶକ/ ଆଇଜିଙ୍କ ସର୍ବଭାରତୀୟ ସମ୍ମିଳନୀ ୨୦୨୩ରେ ଯୋଗଦେବେ। ଜାନୁଆରି ୬ରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ…
ମମତାଙ୍କୁ ଆମେ ଭିକ ମାଗୁନୁ…ବର୍ଷିଲା କଂଗ୍ରେସ
ନୂଆଦିଲ୍ଲୀ : ଇଣ୍ଡିଆ ମେଣ୍ଟରେ ସବୁ କିଛି ଠିକ୍ ଚାଲିନି। ସିଟ୍ ସେୟାରିଂକୁ ନେଇ ବିରୋଧୀ ଦଳଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝା। ପଶ୍ଚିମବଙ୍ଗରେ କଂଗ୍ରେସ ମାତ୍ର ୨ଟି ସିଟ୍ ଅଫର୍ କରାଯାଇଥିବାକୁ ନେଇ ଟିଏମ୍ସି ଉପରେ ବର୍ଷିଛି କଂଗ୍ରେସ।
ରିପୋର୍ଟ ମୁତାବକ, ବୁଧବାର…
ଫସିଲେ ୨୦୦୭ ବିଶ୍ୱକପ ହିରୋ ଯୋଗିନ୍ଦର ଶର୍ମା, ରୁଜୁ ହେଲା ମାମଲା…
ନୂଆଦିଲ୍ଲୀ : ପୂର୍ବତନ କ୍ରିକେଟର ତଥା ୨୦୦୭ ଟି-୨୦ ବିଶ୍ୱକପ ଫାଇନାଲର ହିରୋ ଯୋଗିନ୍ଦର ଶର୍ମାଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ନାଁରେ ହରିୟାଣା ପୁଲିସ୍ ଗୋଟିଏ ମାମଲା ରୁଜୁ କରିଛି। ଯୋଗିନ୍ଦରଙ୍କ ବ୍ୟତୀତ ଆଉ ୫ ଜଣଙ୍କ ନାଁରେ ବି ମାମଲା କରାଯାଇଛି। ହିସାରରେ ରହୁଥିବା…
କଂଗ୍ରେସ ନେତା ପବନ ଖେଡାଙ୍କୁ ସୁପ୍ରିମ ଝଟ୍କା…
ନୂଆଦିଲ୍ଲୀ : କଂଗ୍ରେସ ନୋତେ ପବନ ଖେଡାଙ୍କୁ ଝଟ୍କା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଅପମାନଜନକ ଟିପ୍ପଣୀ କରିବା ମାମଲାରେ ତାଙ୍କୁ ସୁପ୍ରିମକୋର୍ଟରୁ ଝଟ୍କା ଲାଗିଛି। ତାଙ୍କ ବିରୋଧରେ ହୋଇଥିବା ଏଫ୍ଆଇଆର୍ ତଥା ଅପରାଧିକ କାର୍ଯ୍ୟାନୁଷ୍ଠାନକୁ ରଦ୍ଦ…
କେମିତି ୪୮ ଘଣ୍ଟା ଭିତରେ ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ
ଜଳନ୍ଧର : ଅର୍ଜୁନ ପୁରସ୍କାର ପ୍ରାପ୍ତ ଜଣେ ପୁଲିସ ଅଧିକାରୀଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି। ପଞ୍ଜାବର ଜଲନ୍ଧର ପୁଲିସ୍ ମାତ୍ର ୪୮ ଘଣ୍ଟା ମଧ୍ୟରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି। ଦଲବୀର…
ସଚ୍ଚୋଟତାର ଦ୍ୱିତୀୟ ନାମ ହେଉଛି ଅରବିନ୍ଦ କେଜ୍ରିୱାଲ : ସୌରଭ ଭରଦ୍ବାଜ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପ୍ରତିଭୂତି ନିର୍ଦ୍ଦେଶାଳୟ ବା ଇଡି ବାରମ୍ବାର ସମନ ପଠାଉଥିଲେ ବି ସେ ହାଜର ହେଉନାହାନ୍ତି । ଏହା ପରେ ଆପ୍ ପକ୍ଷରୁ ଆଶଙ୍କା କରାଯାଉଛି କି ତାଙ୍କୁ ଗିରଫ କରାଯାଇପାରେ । କିନ୍ତୁ କେଜ୍ରିଓ୍ବାଲଙ୍କୁ…
ଅସ୍ତିତ୍ବ ବଞ୍ଚାଇବାକୁ ଚାହୁଥିଲେ ପ୍ରଭୁ ଶ୍ରୀରାମଙ୍କୁ ନେଇ ଭୁଲ ବିବୃତି ଦିଅ ନାହିଁ; ବିରୋଧୀ ଦଳକୁ କହିଲେ ବାବା…
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ଏକ ବିଶାଳ ରାମ ମନ୍ଦିର ନିର୍ମାଣ କରାଯାଉଛି। ଜାନୁଆରି ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ମନ୍ଦିର ଉଦଘାଟନ କରିବେ। ଏହି ଉତ୍ସବ ପାଇଁ ଅନେକ ଭିଭିଆଇପିଙ୍କୁ ନିମନ୍ତ୍ରଣ କରାଯାଇଛି। ଏହା…