Sign in
Sign in
Recover your password.
A password will be e-mailed to you.
ଅଜଣା ଜନ୍ତୁ ଆକ୍ରମଣରେ ଜଣେ ମହିଳା ଆହତ…
ମାଲକାନଗିରି, ୪।୧ : ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ବୋଡିଗେଟା ଗ୍ରାମର ରାମେ ମାଢି ନାମକ ମହିଳା ନିଜ ମାଙ୍କ ଘର କମଳାପଦରକୁ ଚାଲି ଚାଲି ଯାଉଥିବା ବେଳେ ଅଜଣା ଜନ୍ତୁର ଆକ୍ରମଣରେ ଆହତ ହୋଇଥିବା ଜଣ ପଡିଛି । ମିଳିଥିବା ସୂଚନା ଅନୁଯାୟୀ ରାମେ ବୋଡିଗେଟାରୁ ବାହାରି ନିଜ!-->…
ଜିଲ୍ଲା ଓକିଲ ସଂଘ ତରଫରୁ ନୂତନ ଯୋଗଦାନ କରିଥିବା ଜିଲ୍ଲା ଜର୍ଜଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା…
ମାଲକାନଗିରି,୦୪/୦୧ : ମାଲକାନଗିରି ଜିଲ୍ଲା ରେ ନୂତନ ଭାବେ ଶ୍ରୀ ବିକ୍ରମ ପଟ୍ଟନାୟକ ଗତ ଦୁଇ ତାରିଖରେ ଜିଲ୍ଲା ଦୋରା ଜର୍ଜ ଭାବେ ଯୋଗଦାନ କରିଛନ୍ତି।ତାଙ୍କୁ ବୁଧବାର ଦିନ ଜିଲ୍ଲା ଓକିଲ ସଂଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସନ୍ଧ୍ୟା ଆଠ ଟା ସମୟରେ ବନ୍ଦେ ଉତ୍କଳ ଜନନୀ!-->…
ରାଇକିଆ ଜନଯାତି ମହୋତ୍ସବରେ ମିଲେଟ୍ ଖାଦ୍ୟ ମେଳା
ଫୁଲବାଣୀ:କନ୍ଧମାଳ ଜିଲ୍ଲା ରାଇକିଆ ମହୋତ୍ସବ ଅବସରରେ ସେଛାସେବି ଅନୁଷ୍ଠାନ ସ୍ୱାତୀ ଓ ମିଲେଟ ମିଶନ୍ ରାଇକିଆ ସହଯୋଗରେ ଚାଲିଥିବା କ୍ଷୁଦ୍ରଦାନା ଶଶ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ମିଲେଟ୍ ଖାଦ୍ୟ ସ୍କୁଲ ଏବଂ ମାଣ୍ଡିଆ ରଥ କନ୍ଧମାଳ ସତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରୋଦନ ମଲ୍ଲିକଙ୍କ ଦ୍ବାରା!-->…
ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁଙ୍କୁ ଆନ୍ତର୍ଜାତୀୟ ଉତ୍ସବରେ ସମ୍ମାନ…
ବ୍ରହ୍ମପୁର : ହାଇଦ୍ରାବାଦ ର ରବୀନ୍ଦ୍ର ଭାରତୀ ଠାରେ ଆନ୍ତର୍ଜାତିକ କାଲ୍ସିକଲ୍ ଓ ଲୋକକଳା ଫେଷ୍ଟିବଲ୍ ଅନୁଷ୍ଠିତ ହୋଇଯାଇଛି। ତେଲେଙ୍ଗାନା ଭାଷା ସଂସ୍କୃତି ଓ ସଂସ୍କୃତି କଳା ନିକେତନ ତରଫରୁ କାଯ୍ୟକ୍ରମ ହୋଇଛି ସଂସ୍କୃତି କଳା ନିକେତନ ର ପ୍ରତିଷ୍ଠାତା ସଂଯୁକ୍ତା ପଣ୍ଡା ଓ ଗୁରୁ ଡ!-->…
କଳାକାର ସଂଘ କର୍ମକର୍ତ୍ତା ଦୀକ୍ଷାନ୍ତ ବୈଠକ ଅନୁଷ୍ଠିତ
ସୋରଡ଼ା, ତା. ୦୪/୦୧ : କଳା ଓ କଳାକାର ହିତୈଷୀ ମହାମଞ୍ଚ 'ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ' ସୋରଡ଼ା ଶାଖା କର୍ମକର୍ତ୍ତା ଦୀକ୍ଷାନ୍ତ ବୈଠକ ସଭାପତି ରାଧାକୃଷ୍ଣ ଦାଶଙ୍କ ଅଧ୍ଯକ୍ଷତାରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରସ୍ଥ ଗୀତଗୋବିନ୍ଦ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ନିଖିଳ!-->!-->!-->…
ଅବ୍ୟବସ୍ଥା ମଧ୍ୟରେ ନୟାଗଡ଼ ମୁଖ୍ୟ ବସଷ୍ଟାଣ୍ଡ
ନୟାଗଡ଼ : ନୟାଗଡ଼ ଜିଲ୍ଲା ମୁଖ୍ୟ ବସଷ୍ଟାଣ୍ଡ ତା ୨୨.୦୯.୨୦୧୯ରେ ଭିତ୍ତପ୍ରସ୍ତର ସ୍ଥାପନ ହୋଇଥିଲା। ବହୁ କୋଟି ଟଙ୍କା ବିନିମୟରେ ୨୨.୧୨ ୨୦୨୧ରେ ମାନ୍ୟବର ଯୋଜନା ଓ ସମନ୍ୱୟ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପଦ୍ମନାଭ ବେହେରାଙ୍କ ଦ୍ଵାରା ଶୁଭ ଉଦ୍ଘାଟନ ହୋଇଥିଲା ।ଯାତ୍ରୀ!-->…
ଘନକୁହୁଡ଼ିରେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିପାରିବ ବିମାନ…
ଭୁବନେଶ୍ୱର : ଘନ କୁହୁଡ଼ିରେ ବି ବିମାନ ଅବତରଣ କରିପାରିବ। ପାଇଲଟଙ୍କୁ ରନ୍ୱେ ଦୃଶ୍ୟମାନ ହେବ। ଏଥିପାଇଁ ଭୁବନେଶ୍ୱର ବିମାନବନ୍ଦରରେ କାଟାଗୋରୀ-୨ ଭିଜନ ସମ୍ପ୍ରସାରଣ ପାଇଁ କାମ ଚାଲିଥିବା ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଏଥିପାଇଁ ରନ୍ୱେରେ ୪୦ କୋଟି…
ଓଡ଼ିଶାରେ କରୋନାର ନୂଆ ଭାରିଆଣ୍ଟ
ଭୁବନେଶ୍ୱର,୪ା୧: ରାଜ୍ୟରେ ଗୁରୁବାର କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି। ଜେଏନ୍.୧ ନାମକ ଏକ ଭାରିଆଣ୍ଟ ୨ ରୋଗୀଙ୍କଠାରେ ଚିହ୍ନଟ ହୋଇଛି। ସୁନ୍ଦରଗଡ଼ର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଆଉ ଜଣେ ଭୁବନେଶ୍ୱରର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା…
ଚିଲିକାରେ ପକ୍ଷୀ ଗଣନା ଆରମ୍ଭ…
ଖୋର୍ଦ୍ଧା : ଚିଲିକାରେ ପକ୍ଷୀ ଗଣନା ଆରମ୍ଭ ହୋଇଛି। ଗଣନା ପାଇଁ ପାଞ୍ଚଟି ରେଞ୍ଜରେ ୨୧ ଟିମ୍ ନିୟୋଜିତ ହୋଇଛନ୍ତି। ୧୯ଟି ଟିମ୍ ଜଳ ଭାଗରେ, ୨ଟି ଟିମ୍ ସ୍ଥଳଭାଗରେ ପକ୍ଷୀ ଗଣନା କରୁଛନ୍ତି। ଟାଗିଂ ରେଞ୍ଜରେ ୮ଟି ଟିମ୍,ବାଲୁଗାଁରେ ୫ଟି ଟିମ୍,ସାତପଡ଼ାରେ ୩ଟି…