Sign in
Sign in
Recover your password.
A password will be e-mailed to you.
ବଲାଙ୍ଗୀରରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ…
ବଲାଙ୍ଗୀର: ସଇଁତଳା ବ୍ଲକ ତୁସ୍ତାପାଲି ଗ୍ରାମର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ବାପା ସେହି ଗାଁର ୩ ଜଣ ଯୁବକଙ୍କ ବିରୋଧରେ ତାଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି।
ମିଳିଥିବା ସୂଚନା…
୨୪ ଘଣ୍ଟାରେ ଦେଶରେ ୭୬୧ କୋଭିଡ୍ ଆକ୍ରାନ୍ତ ଚିହ୍ନଟ; ୧୨ଜଣ ଆକ୍ରାନ୍ତ ମୃତ
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୭୬୧ ନୂଆ କୋଭିଡ୍ ମାମଲା ରିପୋର୍ଟ କରାଯାଇଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ୱେବ୍ସାଇଟ୍ରେ ରିଲିଜ୍ ହୋଇଥିବା ତଥ୍ୟାବଳୀରୁ ଜଣାପଡ଼ିଛି।
ଏହାଛଡ଼ା, ସମଗ୍ର ଦେଶରେ ୧୨ଜଣ କୋଭିଡ୍ ଆକ୍ରାନ୍ତଙ୍କର ମୃତ୍ୟୁ…
ସର୍ଚ୍ଚ ଅପରେସନ୍ ବେଳେ ଆଇଇଡି ବିସ୍ଫୋରଣ: ୩ ଯବାନ ଗୁରୁତର…
ବୌଦ୍ଧ : ସର୍ଚ୍ଚ ଅପରେସନ୍ ବେଳେ ଆଇଇଡି ବିସ୍ଫୋରଣ । ଏଥିରେ ୩ ଜଣ ଯବାନ ଗୁରୁତର ହୋଇଛନ୍ତି । ବୌଦ୍ଧ ଜିଲ୍ଲା ବାତେପଙ୍ଗା ଜଙ୍ଗଲରେ ଏହି ଘଟଣା ଘଟିଛି । ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ୍ କରୁଥିଲେ । ଏତିକିବେଳେ ଆଇଇଡି ବିସ୍ଫୋରଣ ହୋଇଥିବା ବୌଦ୍ଧ ଏସପି…
ସିନେ ପ୍ରଯୋଜକ ସଚ୍ଚିକାନ୍ତ ଜେନା ଗିରଫ…
ଭୁବନେଶ୍ବର: ଓଡ଼ିଶା ଫିଲ୍ମ ପ୍ରଯୋଜକ ସଚ୍ଚିକାନ୍ତ ଜେନା ଗିରଫ । ଜମିଜମା ଠକେଇ ଅଭିଯୋଗ ମାମଲାରେ ସଚ୍ଚିକାନ୍ତ ଙ୍କୁ ଗିରଫ କଲା ନୟାପଲ୍ଲୀ ପୋଲିସ । ପୂର୍ବରୁ ଏହି ମାମଲାରେ ଅନ୍ୟ ତିନି ଜଣଙ୍କୁ ଗିରଫ କରାଯାଇଥିବାବେଳେ, ଏବେ ସଚ୍ଚିକାନ୍ତ ଜେନା ଗିରଫ ହୋଇଛନ୍ତି । ଅନ୍ୟ…
ବିଜେଡିରୁ ବହିଷ୍କୃତ ହେଲେ ସମ୍ବଲପୁର ଜିଲ୍ଲା ଉପଦେଷ୍ଟା ପ୍ରମୋଦ ରଥ…
ସମ୍ବଲପୁର : ସମ୍ବଲପୁର ଜିଲ୍ଲା ବିଜେଡି ଉପଦେଷ୍ଟା ପ୍ରମୋଦ ରଥ ବହିଷ୍କୃତ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କୃତ କରାଯାଇଛି । ଏହି ସୂଚନା ଦେଇଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପୂର୍ବରୁ ପ୍ରମୋଦ ରଥଙ୍କ ବିରୋଧରେ ମଧ୍ୟ…
ପୁଣି ଅସୁସ୍ଥ ହେଲେ ପଦ୍ମଶ୍ରୀ କମଳା ପୂଜାରୀ, ଏସସିବିରେ ଭର୍ତ୍ତି…
କଟକ: ପୁଣି ଅସୁସ୍ଥ ହେଲେ ପଦ୍ମଶ୍ରୀ କମଳା ପୂଜାରୀ । ପ୍ରଥମେ ତାଙ୍କୁ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଥିବାବେଳେ ହେଲେ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ପରେ କଟକ ଏସସିବି କୁ ସ୍ଥାନାନ୍ତର କରାଯାଇଛି । ଏଠାରେ ତାଙ୍କୁ ନ୍ୟୁ ମେଡିସିନ ୱାର୍ଡର…
କାଲିଠୁ ସାତକୋଶିଆରେ କୁମ୍ଭୀର ଓ ପକ୍ଷୀ ଗଣନା…
ଅନୁଗୁଳ : ଅନୁଗୁଳ ସାତକୋଶିଆ ଅଭୟାରଣ୍ୟ ମହାନଦୀ ଗଣ୍ଡରେ ଆଜିଠାରୁ ସପ୍ତାହେ ପର୍ଯ୍ୟନ୍ତ ପର୍ଯ୍ୟଟକମାନେ ବୋଟିଂ କରିପାରିବେନି। ସାତକୋଶିଆ ଅଭୟାରଣ୍ୟରେ ଥିବା ମହାନଦୀ ଗଣ୍ଡ ଓ ବିଭିନ୍ନ ଜଳାଶୟରେ କୁମ୍ଭୀର ଓ ପକ୍ଷୀ ଗଣନା ହେବ । ୬ ତାରିଖ ରୁ ୮ତାରିଖ ପର୍ଯ୍ୟନ୍ତ…
ମୃତ ବୋଲି ଘୋଷଣା ହୋଇଥିବା ଦିଲ୍ଲୀପ ଜୀବିତ!
ଭୁବନେଶ୍ୱର: ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଏସି କମ୍ପ୍ରେସର ବିସ୍ଫୋରଣ ଘଟଣାରେ ଏକ ଅପ୍ରତ୍ୟାଶିତ ଘଟଣା ସାମ୍ନାକୁ ଆସିଛି। ମୃତ ବୋଲି କୁହାଯାଉଥିବା ପୀଡ଼ିତ ଦିଲୀପ ସାମନ୍ତରାୟ ଆଇସିୟୁରେ ଚିକିତ୍ସିତ ହେଉଥିବା ଜଣେ ରୋଗୀ ଆଶ୍ଚର୍ଯ୍ୟଜନକ ଭାବେ…
ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ, ଲୁଟି ନେଲେ ୯୦ ହଜାର ଟଙ୍କା…
କେନ୍ଦୁଝର : ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । କେନ୍ଦୁଝର ଟାଉନ ଥାନା ପୁରୁଣା ବଜାର ଫିସରି ଅଫିସ୍ ନିକଟରେ ଯୁବକଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଆକ୍ରମଣ ପରେ ୯୦ ହଜାର ଟଙ୍କା ସହ ଏକ ମୋବାଇଲ ଲୁଟିନେଇଛନ୍ତି…
ପଶ୍ଚିମବଙ୍ଗରେ ED ଟିମ୍ ଉପରେ ଆକ୍ରମଣ…
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଟିମ୍ ଉପରେ ସଂଘବଦ୍ଧ ଆକ୍ରମଣ। ପଶ୍ଚିମବଙ୍ଗର ଟିଏମସି ନେତାଙ୍କ ଘରେ ଚଢାଉ କରିବାକୁ ଯାଇଥିବା ସମୟରେ ଏହି ଆକ୍ରମଣ କରାଯାଇଛି। ପ୍ରାୟ ୨୦୦ରୁ ଅଧିକ ଲୋକ ସଙ୍ଘବଦ୍ଧ ଭାବେ ଇଡି ଟିମ୍ ଉପରକୁ ଆକ୍ରମଣ କରିଥିବା ସୂଚନା ମିଳିଛି।
ସୂଚନା…