କଂଗ୍ରେସରେ ଯୋଗଦେଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଭଉଣୀ ୱାଇ.ଏସ୍‌. ଶର୍ମିଲା

ନୂଆଦିଲ୍ଲୀ: ଆଜି ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ସାନଭଉଣୀ ତଥା ‘ୱାଇଏସ୍‌ଆର୍‌ ତେଲେଙ୍ଗାନା ପାର୍ଟି’ର ସଂସ୍ଥାପିକା ୱାଇ. ଏସ୍‌. ଶର୍ମିଲା କଂଗ୍ରେସ ପାର୍ଟିରେ ଯୋଗ ଦେଇଛନ୍ତି। ବୁଧବାର ଦିନ ଶର୍ମିଲା ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିବା…

ପ୍ରଥମ ଥର ପାଇଁ ‘ସ୍ପେସ୍‌ଏକ୍ସ୍‌’ ରକେଟ୍‌ରେ ‘କମ୍ୟୁନିକେସନ୍‌ ସାଟେଲାଇଟ୍‌’ ଉତ୍‌କ୍ଷେପଣ କରିବ ଭାରତ…

ନୂଆଦିଲ୍ଲୀ: ‘ଜିଏସ୍‌ଏଟି-୨୦’ ନାମକ ଓଜନିଆ ଯୋଗାଯୋଗ ସାଟେଲାଇଟ୍‌ ଉତ୍‌କ୍ଷେପଣ କରିବା ଲାଗି ପ୍ରଥମ ଥର ପାଇଁ ‘ଇସ୍ରୋ’ ‘ସ୍ପେସ୍‌ଏକ୍ସ୍‌’ର ରକେଟ୍‌ ବ୍ୟବହାର କରିବ ବୋଲି ବୁଧବାର ଦିନ ‘ନିୟୁସ୍ପେସ୍‌ ଇଣ୍ଡିଆ ଲିମିଟେଡ୍‌’ କହିଛି। ଚଳିତ ବର୍ଷ ମଧ୍ୟ ଭାଗ ବେଳକୁ…

ମସ୍‌ଜିଦ୍‌ ବାହାରେ ଇମାମ୍‌ଙ୍କୁ ଗୁଳି ମାରି ହତ୍ୟା…

ନିୟୁଜର୍ସି : ନିୟୁଜର୍ସି ଅନ୍ତର୍ଗତ ନେୱାର୍କ ନଗରୀରେ ଅବସ୍ଥିତ ଏକ ମସ୍‌ଜିଦ୍‌ ବାହାରେ ବୁଧବାର ସକାଳେ ଗୁଳି ଚୋଟ ଲାଗିଥିବା ଜଣେ ଇମାମ୍‌ଙ୍କର ମୃତ୍ୟୁ ଘଟିଥିବା କଥା ଜଣେ ଆମେରିକୀୟ ସରକାରୀ କର୍ତ୍ତୃପକ୍ଷ ନିଉଜ୍‌ ଏଜେନ୍‌ସି ‘ଏଏଫ୍‌ପି’କୁ କହିଛନ୍ତି। ସକାଳ ୬ଟା…

ବିବାଦ ପରେ ଦୁଃଖ ପ୍ରକାଶ କଲେ ଜିତେନ୍ଦ୍ର ଆହ୍ୱାଡ, ଭଗବାନ ରାମଙ୍କୁ କହିଥିଲେ ‘ମାଂସାହାରୀ’

ନୂଆଦିଲ୍ଲୀ : ପ୍ରଭୁ ରାମଙ୍କୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କଲେ ଏନସିପିର ଶରଦ ପାୱାରଙ୍କ ଦଳର ନେତା ଜିତେନ୍ଦ୍ର ଆହ୍ୱାଡ। ଯଦି ତାଙ୍କ ମନ୍ତବ୍ୟ କାହାକୁ ଆଘାତ ଦେଇଛି ତେବେ ସେ ଦୁଃଖିତ, ସେ ଏପରି ଚାହୁଁନଥିଲେ ବୋଲି କହିଛନ୍ତି। ଗତକାଲି ଏକ…

୨୩ବର୍ଷ ସୁଶାସନର ବିକାଶର ନଗ୍ନ ଚିତ୍ର :ରାସ୍ତା ଅଭାବରୁ ନଦୀ ପାର ହୋଇ ଶବକୁ ଶ୍ମଶାନକୁ ନେବାକୁ ଚାରିଟା ହାଣ୍ଡି ଓ…

ମାଲକାନଗିରି ,୩/୦୧ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡା ଗ୍ରାମ ପଞ୍ଚାୟତ କିରତଙ୍ଗ ଗୁଡା ଗ୍ରାମରୁ ଆଜି ଏଭଳି ଏକ ଦୃଶ୍ୟ ସାମନାକୁ ଆସିଛି ଯାହାକି ବହୁ ବର୍ଷ ପୂର୍ବେ ଦେଖିବାକୁ ମିଳୁଥିଲା । ଗ୍ରାମ ବାସୀଙ୍କ କହିବା ଅନୁଯାୟି କିରତଙ୍ଗ ଗୁଡା ଗ୍ରାମରେ କୌଣସି ଶ୍ମଶାନ

ମାଲକାନଗିରି ଜିଲ୍ଲାରେ ନୂଆ-ଓ ଏବଂ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ…

ମାଲକାନଗିରି : ଯୁବପିଢୀଙ୍କ ଭିତରେ କ୍ରୀଡା, କଳା, ସାହିତ୍ୟ, ସଂସ୍କୃତି ଓ ସାମାଜିକ ସେବା କାର୍ଯ୍ୟର ଭାବଧାରା ଉଦ୍ରେକ କରି ଯୁବଶକ୍ତିକୁ ଆଗକୁ ଆଗେଇ ନେବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ନୂଆ-ଓ, ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ସ୍ଥାନୀୟ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ

ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ…

ଓଡ଼ଗାଁ : ଜାତୀୟ ଏକାଡେମୀ ଅଫ ଅଗ୍ନି ଓ ନିରାପତ୍ତା ଇଞ୍ଜିିୟରିଙ୍ଗ୍ କଲେଜ, ଖୋର୍ଦ୍ଧା ଛାତ୍ରଛାତ୍ରୀ ପକ୍ଷରୁ ଆଜି ସଡ଼କ ପୁଲିସ୍ ଓ ଛାତ୍ରଛାତ୍ରୀ ମାନେ ସଡ଼କ ସୁରକ୍ଷା ନିୟମ ସମ୍ପର୍କିତ ବିଭିନ୍ନ ପ୍ଲାକାର୍ଡ ହାତରେ ଧରି ଥାନା ପରିସର ମଧ୍ୟରୁ ଏକ ରାଲି ରେ ବାହାରି ସହର ପରିକ୍ରମା କରିଥିଲେ

ଶୁଣିଲେନି ସରକାର : ବିଜେପି ଯୁବମୋର୍ଚ୍ଚା ସହାୟତାରେ ରାସ୍ତା ମରାମତି କଲେ ଅଂଚଳବାସୀ…

ଦେବଗଡ଼,୩ା୧ ଦେବଗଡ ପୌରାଂଚଳ ଉପକଂଠସ୍ଥ ତିଲେଇବଣି ବ୍ଲକ କଲଣ୍ଡା ଗ୍ରାମର କାଳିଆକଟା, ଚଡକମରା, ବଲଣ୍ଡା, ପଥୁରିଆସାହି, କୁସୁମଡିହୀ , ଜାଙ୍ଗଲିକୁଦର ଓ ଆମ୍ବୁଲପାଣି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ବାଳିଆପିଟା ନାଳ ପ୍ରବାହିତ ହେଉଥିବା ବେଳେ ସମ୍ପୃକ୍ତ ଅଂଚଳବାସୀଙ୍କ ସାଧାରଣ

ଦେବଗଡ଼ରେ ଜିଲାସ୍ତରୀୟ ‘ନୂଆଁ-ଓ’ ଯୁବ ମହୋତ୍ସବ : ଦୁଲୁକିଲା ମଂଚ, ନାଚିଲେ ଝୁମିଲେ ହଜାର ହଜାର ଛାତ୍ରଛାତ୍ରୀ

ଦେବଗଡ଼,(୩ା୧) : ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ବଡବଗିଚା ପଡିଆଠାରେ ଆଜି ଜିଲା ସ୍ତରୀୟ ‘ନୂଆଁ-ଓ ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦେବଗଡ ଜିଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୂଖ୍ୟ

ମାଁ ଗ୍ରାମଦେବତୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ପାତ୍ରପୁର : ପାତ୍ରପୁର ବ୍ଲକ ମନ୍ଦରଡ଼ା ପଂଚାୟତ ଅନ୍ତର୍ଗତ ତିନିଘରିଆ ଗ୍ରାମର ଯୁବଗୋଷ୍ଠୀଙ୍କ ତରଫରୁ ମୋଟ 16 ଗୋଟି ଦଳକୁ ନେଇ ଅନୁଷ୍ଠିତ ହେଉଥିବା ମାଁ ଗ୍ରାମଦେବତୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବୁଧବାର ଉଦଘାଟିତ ହୋଇଯାଇଛି । ଚିକିଟୀ ଯୁବରାଜ ତଥା ମନ୍ତ୍ରୀ ଉଷାଦେବୀଙ୍କ ସୁପୁତ୍ର ଶ୍ରୀରୂପ