ନୂଆ ଜୀବନ ପାଇଲେ ବ୍ରେନ ଡେଡ୍ ମହିଳା

ପିଲିଭିତ : ଆଶ୍ଚର୍ଯ୍ୟ ଓ ଅବିଶ୍ବସନୀୟ । ରାସ୍ତାରେ ଥିବା ଖାଲଖମା ଦୁର୍ଘଟଣା ଏବଂ ମୃତ୍ୟୁର କାରଣ ସାଜିଥାଏ, ସେଠି ଖାଲ ଯୋଗୁଁ ମହିଳାଙ୍କ ପାଇଁ ଆଶୀର୍ବାଦ ସାବ୍ୟସ୍ତ ହୋଇଛି । ଡାକ୍ତରଙ୍କ ଦ୍ୱାରା ‘ବ୍ରେନ୍ ଡେଡ୍’ ଘୋଷଣା ହୋଇସାରିଥିବା ଜଣେ ମହିଳା ଆମ୍ବୁଲାନ୍ସରେ ଫେରୁଥିବା ସମୟରେ

ଦୁବାଇ ଏୟାରପୋର୍ଟକୁ ପୁଣି ଟାର୍ଗେଟ କଲା ଇରାନ: ବିମାନବନ୍ଦର ନିକଟରେ ଖସିଲା ଡ୍ରୋନ

ନୂଆଦିଲ୍ଲୀ: ପୁଣି ଟାର୍ଗଟରେ ଦୁବାଇ ଏୟାରପୋର୍ଟ । ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଖସିଲା ଡ୍ରୋନ । ଜଣେ ଭାରତୀୟଙ୍କ ସମେତ ୪ ଜଣ ଆହତ । ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଆକାଶମାର୍ଗରେ ଦୁଇଟି ସନ୍ଦିଗ୍ଧ ଡ୍ରୋନକୁ ପ୍ରତିରକ୍ଷା ବାହିନୀ ଦ୍ୱାରା ଗୁଳିକରି ଖସାଇ ଦିଆଯାଇଥିଲା । ଡ୍ରୋନ

ପଶ୍ଚିମ ଏସିଆ ପାଇଁ ଉଡ଼ାଣ ଭରିଲା ଏୟାର ଇଣ୍ଡିଆର ୫୮ ବିମାନ

ନୂଆଦିଲ୍ଲୀ : ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ୧୨ ଦିନରେ ପହଞ୍ଚିଲାଣି । ଏହି ଯୁଦ୍ଧ ଯୋଗୁଁ ପଶ୍ଚିମ ଏସିଆରେ ସ୍ଥିତି ବହୁତ ଉତ୍ତେଜନାପୂର୍ଣ୍ଣ ରହିଛି । ଏମିତିରେ ହଜାର ହଜାର ଭାରତୀୟ ପଶ୍ଚିମ ଏସିଆରେ ଫସିଛନ୍ତି । ଏହାରି ଭିତରେ ଭାରତର ପ୍ରମୁଖ ଏୟାରଲାଇନ୍ସ ଏୟାର

ପ୍ରଥମ ‘ଇଚ୍ଛାମୃତ୍ୟୁ’ ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ : ପ୍ରଥମ ‘ଇଚ୍ଛାମୃତ୍ୟୁ’ ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି । ଭାରତରେ ପ୍ରଥମ ‘ଇଚ୍ଛାମୃତ୍ୟୁ’ ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ଦେଇଛନ୍ତି । ୧୩ ବର୍ଷର ଯନ୍ତ୍ରଣାରୁ ମୁକ୍ତି ପାଇବେ ହରିଶ ରାଣା । ଭାରତର ସୁପ୍ରିମକୋର୍ଟ ଏକ ଯୁଗାନ୍ତକାରୀ ନିଷ୍ପତ୍ତି ଶୁଣାଇଛନ୍ତି । ଗତ

କ୍ୟାବିନେଟରେ CAPF General Administration Bill କୁ ଅନୁମୋଦନ

ନୂଆଦିଲ୍ଲୀ : ସୁରକ୍ଷା ବଳରେ IPS ରାଜ। କେନ୍ଦ୍ର ସରକାର ଆଣିଲେ ନୂଆ ଆଇନ । କେନ୍ଦ୍ର କ୍ୟାବିନେଟ୍ ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ CAPF General Administration Bill କୁ ଅନୁମୋଦନ କରିଛନ୍ତି । ଏହି ନିଷ୍ପତ୍ତି ଦ୍ୱାରା CRPF, BSF, ITBP ଭଳି କେନ୍ଦ୍ରୀୟ ସୁରକ୍ଷା ବଳର ବଡ଼

ବିମାନ ଭଡା ବୃଦ୍ଧି ନେଇ ବିଜ୍ଞପ୍ତି ଜାରି କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ମହଙ୍ଗା ହେବାରେ ଲାଗିଛି ବିମାନ ଇନ୍ଧନ । ପ୍ରଭାବରେ ବିଶ୍ବର ବିଭିନ୍ନ ପ୍ରାନ୍ତର ଏୟାରଲାଇନ୍ସ ଟିକଟ ମୂଲ୍ୟ ବଢ଼ାଇବା ଆରମ୍ଭ କରିଛନ୍ତି । ଭଡା ବୃଦ୍ଧି ନେଇ ଏୟାର ଇଣ୍ଡିଆ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଘରୋଇ ବିମାନ ପାଇଁ ୩୯୯

ATM କାଉଣ୍ଟରରେ ପଶିଲା ବାରହା, ଗ୍ରାହକ ନାକେଦମ

ଆଠଗଡ : ATM ଭିତରେ ବାରହା । ଘଉଡ଼ାଇବା ପାଇଁ ବନ ବିଭାଗ ସହ ସ୍ଥାନୀୟ ଲୋକେ ନାକେଦମ । ଆଠଗଡ଼ ରେଞ୍ଜ ଅନ୍ତର୍ଗତ ମାଧପୁର ନିକଟରେ ଥିବା ATM ଭିତରେ ଏକ ବାରହା ପଶିଯିବା ପରେ ଏଭଳି ଦୁଶ୍ୟ ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରଥମେ ବାରହାଟି ସ୍ଥାନୀୟ ଜଙ୍ଗଲ କଡରେ ଥିବା ଏକ ପରିତ୍ୟକ୍ତ

ପଦ୍ମ ଶିବିରରେ ରବିନ୍ଦ୍ର ଜେନା

ଭୁବନେଶ୍ଵର: ବିଜେପି ଶିବିରରେ ସାମିଲ ହେଲେ ବାଲେଶ୍ଵର ପୂର୍ବତନ ସାଂସଦ ରବିନ୍ଦ୍ର ଜେନା । ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବରେ ଯୋଗ ଦେଲେ ବାଲେଶ୍ଵର ପୂର୍ବତନ। ଶତାଧିକ ସମର୍ଥକଙ୍କ ବିରାଟ ପଟୁଆରରେ ଆସି ପଦ୍ମ ଧରିଲେ ରବିନ୍ଦ୍ର। ରାଜ୍ୟ ସଭାପତି ମନମୋହନ ସାମଲଙ୍କ

୭ ଲକ୍ଷ ଭୂତ ହିତାଧିକାରୀଙ୍କ ନାଁରେ ରାସନ୍ ଲୁଟ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ଵର:ରାଜ୍ୟରେ ରାସକାର୍ଡ​‌ର ଏକ ବଡ କେଳେଙ୍କାରୀ ଦେଖିବାକୁ ମିଳିଛି । ରାଜ୍ୟରେ ୭ ଲକ୍ଷ ଭୂତ ରାସନକାର୍ଡ ହିତାଧିକାରୀ ନାଁରେ ଲୁଟ ହେଉଥିଲା ରାସନ। ଲକ୍ଷାଧିକ ଅଯୋଗ୍ୟ ହିତାଧିକାରୀ ବି ହାତେଇ ଥି​‌ଲେ ରାସନକାର୍ଡ । ନୂଆ ସରକାର ଇ-କେଓ୍ବାସି ପ୍ରକିୟା କରିବା ପରେ ଏହି ତଥ୍ୟ

ଆତ୍ମମର୍ପଣ କଲେ କେକେବିଏନ ଡିଭିଜନର ୧୦ ମାଓବାଦୀ

କନ୍ଧମାଳ : ମାଓବାଦୀଙ୍କ ଆତ୍ମସମର୍ପଣ । କନ୍ଧମାଳ ପୋଲିସ୍ ନିକଟରେ ଆତ୍ମମର୍ପଣ କଲେ ୧୦ ମାଓବାଦୀ । ଫୁଲବାଣୀ ସ୍ଥିତ ପୋଲିସ୍ ରିଜର୍ଭ ପଡିଆ ଠାରେ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆଇନଶୃଙ୍ଖଳା ADG ସଂଜୀବ ପଣ୍ଡା, ସ୍ପେଶାଲ ଇଣ୍ଟେଲିଜେନ୍ସ ୱିଙ୍ଗ୍ DIG ଅଖିଳେଶ୍ଵର