ଫାରୁକ୍ ଅବଦୁଲ୍ଲାଙ୍କୁ ଗୁଳି କରି ହତ୍ୟା ଉଦ୍ୟମ !

ନୂଆଦିଲ୍ଲୀ: ଫାରୁକ୍ ଅବଦୁଲ୍ଲାଙ୍କୁ ହତ୍ୟା ଉଦ୍ୟମ !। ଅଳ୍ପକେ ବର୍ତ୍ତିଲେ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ। ଜମ୍ମୁରେ ଏକ ହୋଟେଲରେ କାର୍ଯ୍ୟକ୍ରମବେଳେ ଫାରୁକଙ୍କ ଉପରେ ଗୁଳିମାଡ଼ ହୋଇଥିଲା। ଦୁର୍ବୃତ୍ତ ଜଣକ ଅତି ନିକଟରୁ ଫାରୁକ୍ ଅବଦୁଲ୍ଲାଙ୍କୁ ଲକ୍ଷ୍ୟ କରି ଗୁଳି କରିଥିଲା।

ଗ୍ୟାସ୍ ଏଜେନ୍ସି ଉପରେ ଚଢ଼ାଉ, ଯାଞ୍ଚ କଡ଼ାକଡ଼ି କରିଛି କଟକ ପ୍ରଶାସନ

କଟକ : ଗ୍ୟାସ ସଙ୍କଟ ଦେଖାଦେବା ପରେ କଟକ ପ୍ରଶାସନର ତତ୍ପରତା । ବିଭିନ୍ନ ସ୍ଥାନରେ ଗ୍ୟାସ୍ ଏଜେନ୍ସି ଉପରେ ଚଢ଼ାଉ ଆରମ୍ଭ ହୋଇଛି । କଟକରେ ଗ୍ୟାସ ଷ୍ଟକିଷ୍ଟ ମାନଙ୍କର ଗୋଦାମକୁ ଯାଞ୍ଚ କରାଯାଇଛି । ଅଭିଯୋଗ କ୍ରମେ ଗୋଟିଏ ସ୍ଥାନରେ ରେଡ କରାଯାଇ ରେକର୍ଡ ଯାଞ୍ଚ କରାଯାଇଛି । ଯେଉଁମାନେ

ସ୍ମୃତିରଂଜନ ପ୍ରଧାନ ହେଲେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ । ମନୀଷ ଅଗ୍ରୱାଲ ହେଲେ ସମବାୟ ସମିତିର ନିବନ୍ଧକ । ସ୍ମୃତିରଂଜନ ପ୍ରଧାନ ହେଲେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ । ସିଦ୍ଧାର୍ଥ ଦାସ ହେଲେ ମତ୍ସ୍ୟ ସଂପଦ ବିଭାଗର ନିର୍ଦ୍ଦେଶକ । ସେହିପରି ମଧୁସ୍ମିତା ସାହୁ ଶିକ୍ଷକ ଶିକ୍ଷା

ଖରା ଦିନେ ହେବନି ବିଦ୍ୟୁତ କାଟ, ହିଟୱେଭ ଆକ୍ସନ ପ୍ଲାନ ପ୍ରସ୍ତୁତ

ଭୁବନେଶ୍ୱର : ଚଳିତ ବର୍ଷ ହେବନି ପାୱାରକଟ୍ । ଖରା ଦିନେ ହେବନି ବିଦ୍ୟୁତ କାଟ । ବିଧାନସଭାରେ ଲିଖିତ ଉତ୍ତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି । ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ପାଇଁ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ସେ

ଆନ୍ଧ୍ର-ଓଡ଼ିଶା ସୀମାରୁ ୨ ଟନ୍ କଇଁଛ ଜବତ, ୭ ଗିରଫ

ମାଲକାନଗିରି : ଦୁଇ ଟନ୍ କଇଁଛ ଜବତ । ବେଆଇନ ଚାଲାଣ ବେଳେ ଜବତ । ଓଡ଼ିଶା – ଆନ୍ଧ୍ର ସୀମାରୁ ୬୩୧ଟି କଇଁଛ ଜବତ କଲା ମାଲକାନଗିରି ଜିଲ୍ଲା ବନ ବିଭାଗ । ଜବତ କଇଁଛ ଗୁଡ଼ିକ ଭାରତୀୟ ଫ୍ଲାପସେଲ୍ ପ୍ରଜାତିର । ମୋଟୁ ରେଞ୍ଜ୍ ରେ ବନ ବିଭାଗର ଏକ ସ୍ୱତନ୍ତ୍ର

ଗ୍ୟାସ ସମସ୍ୟା ନେଇ ବିଧାନସଭାରେ ହଟଗୋଳ

ଭୁବନେଶ୍ୱର : ଗୃହରେ ଗ୍ୟାସ ତାତି । ଚାଲିପାରୁନି ବିଧାନସଭା । ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବି । ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀ ହଙ୍ଗାମା କରିଥିଲେ। ଗ୍ୟାସ୍ ଅଭାବକୁ ନେଇ ହୋହଲ୍ଲା କରିଥିଲେ। ଗୃହ ମଧ୍ୟଭାଗରେ ପ୍ଲାକାର୍ଡ ଧରି ବିରୋଧୀ ସଦସ୍ୟ ନାରାବାଜି

ଦିନ ଦିପହରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ବ୍ରହ୍ମପୁର : ପୋଲିସକୁ ନାହିଁ ଭୟ । ଦିନ ଦିପହରରେ ବୁଲୁଚି ଖଣ୍ଡା । ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି । ବ୍ରହ୍ମପୁର ବଡ଼ବଜାର ଥାନା ଅଞ୍ଚଳରେ ପୁଣି ବୁଲିଲା ଖଣ୍ଡା । ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ । ବଡ଼ବଜାର ଥାନା

ବିରୂପା ବ୍ୟାରେଜରୁ ଦୁଇ ମୃତଦେହ ଉଦ୍ଧାର

କଟକ : ଚୌଦ୍ବାର ବିରୂପା ବ୍ୟାରେଜ୍ ଏକ ନମ୍ବର ଗେଟ ନିକଟରେ ଦୁଇ ଯୁବଙ୍କର ମୃତ ଦେହ ଭାସୁଥିବା ଦେଖିବା ପାଇଁ ମିଳିଛି । ଯୁବକ ଦୁଇ ଜଣ ହେଲେ ଚୌଦ୍ବାର ମଣ୍ଡାପଡ଼ା ଅଞ୍ଚଳର ଦେବାଶିଷ ସାହୁ ଓ ଶୁଭାଶିଷ ସାହୁ । ଦୁଇ ଭାଇ ଗତ ଦୁଇ ଦିନ ତଳୁ ନିଖୋଜ ଥିଲେ । ତାଙ୍କର ଏକ ମଟର ସାଇକେଲ

ପାରିବାରିକ କଳହରୁ ସ୍ତ୍ରୀ-ବୋହୂ ଓ ନାତୁଣୀକୁ ହାତୁଡ଼ିରେ ପିଟି ପିଟି ହତ୍ୟା

ଦେବଗଡ଼ : ଦେବଗଡ଼ରେ ଟ୍ରିପଲ ମର୍ଡର । ପାରିବାରିକ କଳହର ଉଗ୍ର ରୂପ । ସ୍ତ୍ରୀ-ବୋହୂ ଓ ନାତୁଣୀକୁ ହତ୍ୟା । ହାତୁଡ଼ିରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ । ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଗରିଆପାଲି ଗାଁରେ ଟ୍ରିପଲ ମର୍ଡର ।

ମଧ୍ୟପ୍ରାଚ୍ୟରେ ଫସିଥିବା ଓଡ଼ିଆ ଲୋକଙ୍କୁ ଫେରାଇ ଆଣିବା ଲାଗି ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ଓଡ଼ିଆ ଲୋକ ଅଟକି ରହିଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉଦବେଗ ।  ଘଟଣା ଉପରେ ଟ୍ରାକ୍ ରଖିବାକୁ ଏବଂ ଓଡ଼ିଆ ଲୋକମାନଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତ