Sign in
Sign in
Recover your password.
A password will be e-mailed to you.
ଅଂଶୁଘାତରେ ବନ ବିଭାଗର ପାରା କର୍ମଚାରୀଙ୍କ ମୃତ୍ୟୁ
ମାଲକାନଗିରି : ଅସହ୍ୟ ଖରା, ତାତି, ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଛି ସାରା ରାଜ୍ୟ। ତେବେ ଏହା ମଧ୍ୟରେ କିଛି ସ୍ଥାନରୁ ଅଂଶୁଘାତ ଜନିତ ମୃତ୍ୟୁ ଖବର ମଧ୍ୟ ସାମ୍ନାକୁ ଆସିଛି। ଶନିବାର ଅଂଶୁଘାତରେ ବନ ବିଭାଗର ପାରା କର୍ମଚାରୀଙ୍କ ମୃତ୍ୟୁ ହେବା ଭଳି ଏକ ଅଭାବନୀୟ ଘଟଣା!-->…
ଦ୍ରୁତ ଗତିରେ ଆଗେଇ ଚାଲିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ
ଭୁବନେଶ୍ୱର: ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ସାଧାରଣ ଜନତାଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ବହୁ ପ୍ରତୀକ୍ଷିତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦ୍ରୁତ ଗତିରେ ଆଗକୁ ବଢ଼ିବାରେ ଲାଗିଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ମୌସୁମୀ ବାୟୁର ସକ୍ରିୟତା ବୃଦ୍ଧି ପାଇବା!-->…
ଆସନ୍ତା ୨୬ରୁ ଜୁନ୍ ୩୦ ଯାଏଁ +୨ ନାମଲେଖା ପାଇଁ ଆବେଦନ
ଭୁବନେଶ୍ବର:ଚଳିତ ଶିକ୍ଷାବର୍ଷ (୨୦୨୬-୨୭) ପାଇଁ + ୨ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୬ ତାରିଖରୁ ଜୁନ୍ ୩୦ ଯାଏଁ ଛାତ୍ରୀଛାତ୍ର ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଜୁଲାଇ ୮ରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ପ୍ରଥମ ପଯ୍ୟାୟରେ ଚୟନ ଛାତ୍ରୀଛାତ୍ର ଜୁଲାଇ!-->…
ମାନସିକ ଅନଗ୍ରସର ଯୁବକଙ୍କୁ ପରିବାରକୁ ହସ୍ତାନ୍ତର କଲା ଓଡ଼ଗାଁ ପୋଲିସ…
ନୟାଗଡ:ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ପୋଲିସ ଏକ ମାନସିକ ଭିନ୍ନକ୍ଷମ ଯୁବକକୁ ପରିବାରକୁ ହସ୍ତାନ୍ତର ପରେ ଅନେକ ଦିନପରେ ପୁଅକୁ ଫେରି ପାଇ ଖୁସି ବ୍ୟକ୍ତ କରିବା ସହିତ ଓଡ଼ଗାଁ ପୋଲିସ କୁ ଧନ୍ୟବାଦ୍ ଓ କୃତଜ୍ଞତା ଜଣାଇଛନ୍ତି।ସୂଚନା ଅନୁଯାୟୀ କିଛିଦିନ ପୂର୍ବେ ଓଡ଼ଗାଁ ଏନଏସି ସହିତ!-->…
ବଦଳିଲା OTET 2026 ପରୀକ୍ଷା ତାରିଖ
ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ବୋର୍ଡ (BSE), ଓଡ଼ିଶା ଶୁକ୍ରବାର ଦିନ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) 2026 ପାଇଁ ତାରିଖ ପରିବର୍ତ୍ତନ କରିଛି । ତାଙ୍କର ସଦ୍ୟତମ ପ୍ରେସ୍ ବିଜ୍ଞପ୍ତିରେ, BSE, ଓଡ଼ିଶା ସୂଚନା ଦେଇଛି ଯେ ଜୁନ୍ 21 ତାରିଖରେ ହେବାକୁ ଥିବା OTET 2026!-->…
୨୬ ବର୍ଷ ପରେ ଉଦ୍ଧାର ହେଲା କାର୍ ସହ କଙ୍କାଳ
ପଞ୍ଜାବ : ଭାକ୍ରା କେନାଲ ସହିତ ଜଡିତ ହୋଇ ରହିଛି ୨୬ ବର୍ଷ ତଳର ଏକ ଲୋମ ଟାଙ୍କୁରା କାହାଣୀ । ଦୀର୍ଘ ୨୬ ବର୍ଷ ପରେ ଖୋଲୁଛି ଏହି ଦୁଃଖଦ ଘଟଣାର ରହସ୍ୟ । ରହସ୍ୟର ଖୁଲାସା ଯେତିକି ଯେତିକି ହେଉଛି ଏହି ଘଟଣା ସେତିକି ଆଶ୍ଚର୍ଯ୍ୟ ଲାଗୁଛି । ଏହା ଆପଣଙ୍କୁ ଏକ ଫିଲ୍ମ ପରି ଲାଗିପାରେ ସତ!-->…
ଆଫଗାନିସ୍ତାନକୁ ୨୦ଟନ୍ ଭାକସିନ୍ ପଠାଇଲା ଭାରତ
ନୂଆଦିଲ୍ଲୀ: ଶୁକ୍ରବାର ଭାରତ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଫଗାନିସ୍ତାନ ପ୍ରତି ନିଜର ପ୍ରତିବଦ୍ଧତା ଏବଂ ସମର୍ଥନକୁ ପୁନଃସ୍ଥାପିତ କରିଛି। ଦେଶର ଶିଶୁ ଟୀକାକରଣ କାର୍ଯ୍ୟକ୍ରମକୁ ବୃଦ୍ଧି କରିବା ପାଇଁ ୨୦ଟନ୍ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ପଠାଇଛି ଭାରତ।
ସାମାଜିକ ଗଣାମଧ୍ୟମ ଏକ୍ସରେ ଏକ!-->!-->!-->…
ଶେଷ ହୋଇପାରେ ଆମେରିକା-ଇରାନ ଯୁଦ୍ଧ
ନୂଆଦିଲ୍ଲୀ : ଇରାନ-ଆମେରିକା ମଧ୍ୟରେ ଆଲୋଚନା ଉପରେ ଏବେ ସାରା ବିଶ୍ୱର ନଜର ରହିଛି। ଇରାନରେ ଶାନ୍ତି ଆଲୋଚନା ପାଇଁ ଏକ ଅନ୍ତିମ ପ୍ରୟାସ ଚାଲିଛି। ମାସ ମାସ ଧରି ପଶ୍ଚିମ ଏସିଆକୁ ଧ୍ୱଂସ କରିସାରିଥିବା ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଏବେ ସବୁଦିନ ପାଇଁ ଶେଷ ହୋଇପାରେ। ଏକ ରିପୋର୍ଟ!-->…
୧୦ଟି ରାଜ୍ୟର ୨୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା
ନୂଆଦିଲ୍ଲୀ : ୧୦ଟି ରାଜ୍ୟର ୨୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ କମିଶନ ଶୁକ୍ରବାର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ନିର୍ବାଚନ କମିଶନ କହିଛନ୍ତି ଯେ ୧୦ଟି ରାଜ୍ୟର ୨୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ୨୦୨୬ ଜୁନ୍ ୧୮ ତାରିଖରେ ଅନୁଷ୍ଠିତ ହେବ। ନିର୍ବାଚନ!-->…
ମୋଦିଙ୍କୁ ଝାଲମୁଢି ଖୁଆଇଥିବା ଦୋକାନୀକୁ ହତ୍ୟା ଧମକ
କୋଲକତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଝାଲମୁଢି ଦେଇଥିବା ବ୍ୟକ୍ତିଙ୍କୁ ହତ୍ୟା ଧମକ ମିଳିଛି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଦୋକାନରୁ ଝାଲମୁଢି ଖାଇଥିବାରୁ ସୋସିଆଲ ମିଡିଆରେ ଯେଉଁ ଲୋକପ୍ରିୟତା ମିଳିଥିଲା, ଆଉ ଏବେ ତାଙ୍କୁ ଏବଂ ପରିବାର!-->…