ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ..!

ହିଞ୍ଜିଳିକାଟୁ : ସୋମବାର ଅପରାହ୍ନରେ ହିଞ୍ଜିଳି ଥାନା ତଥା ସ୍ଥାନୀୟ ପୌରାଞ୍ଚଳ ନୂଆଁଗଡ ମେଣ୍ଢାଖାଇ ପାହାଡ ଭୂତଳ ଜଳଭଣ୍ଡାର ନିକଟସ୍ଥ ଏକ ଗଛରୁ ଜଣେ ମହିଳାଙ୍କ ମୃତଦେହକୁ ହିଞ୍ଜିଳି ପୁଲିସ ଉଦ୍ଧାର କରିଛି । ମୃତକା ଜଣଙ୍କ ହେଲେ ବ୍ରହ୍ମପୁର ସଦର ଥାନା କାଉଖତ ଗ୍ରାମର ସୁବାସିନି ବିଷୋୟୀ

ଅଜଣା ଗାଡ଼ି ଧକ୍କାରେ ବାଇକ୍ ଚାଳକ ଗୁରୁତର…

ହିଞ୍ଜିଳିକାଟୁ : ସୋମବାର ସନ୍ଧ୍ୟାରେ ହିଞ୍ଜିଳି ଥାନା ତଥା ୫୯ ନଂ ଜାତୀୟ ରାଜପଥ ସୋମପୁର ଛକ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ସ୍ଥାନୀୟ ପୌରାଞ୍ଚଳ ବିଜୁ ପଟ୍ଟନାୟକ ଛକ ଅଞ୍ଚଳର ଗୌରହରି ବେହେରା (୬୦) । ପ୍ରକାଶ ଯେ, ଗୌରହରି ବାଇକ୍

ରାଜ୍ୟରେ ପ୍ରଥମଥର ପାଇଁ ଅନୁଷ୍ଠିତ ହେଲା ଧନ୍ଦାମୂଳକ ଶିକ୍ଷା ସମ୍ମିଳନୀ…

ଫୁଲବାଣୀ : ରାଜ୍ୟରେ ପ୍ରଥମଥର ପାଇଁ କନ୍ଧମାଳ ଜିଲା ସଦରମହକୁମା ଫୁଲବାଣୀ ସଭାଗୃହ ଠାରେ ଅନୁଷ୍ଠିତ ହୋଇ ଯାଇଛି ଧନ୍ଦାମୂଳକ ଶିକ୍ଷା ସମ୍ମିଳନୀ । କନ୍ଧମାଳ ଜିଲାର ବିଭିନ୍ନ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ କାର୍ଯ୍ୟରତ ଥିବା ଧନ୍ଦାମୂଳକ ଶିକ୍ଷା ପ୍ରଶିକ୍ଷକ ମାନଙ୍କ

ଡାଙ୍ଗମାଳ ହାଇସ୍କୁଲରେ ଜିଲ୍ଲାସ୍ତରୀୟ ସ୍କାଉଟ ଗାଇଡ କ୍ୟାମ୍ପୋରି ଉଦ୍‌ଯାପିତ…

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଡାଙ୍ଗମାଳସ୍ଥିତ ନାଗନାରାୟଣ ଉଚ୍ଚ ବିଦ୍ୟାଳୟ ପରିସରରେ ତିନିଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ସ୍କାଉଟ ଗାଇଡ କ୍ୟାମ୍ପୋରି ଶନିଵାର ଦିନ ବିଧାୟକ ଶ୍ରୀଯୁକ୍ତ ଧୃଵ ସାହୁ ଙ୍କ ଦ୍ବାରା ଉଦ୍ଜାପିତ ହୋଇଯାଇଛି। ସେ ତାଙ୍କ ବକ୍ତବ୍ୟରେ କହିଥିଲେ

ଚାଷୀଙ୍କ ଚିନ୍ତା ବଢ଼ାଉଛି ସାମୁଦ୍ରିକ ବାତ୍ୟା ମିଚୌଙ୍ଗ

ଉମରକୋଟ : ଦକ୍ଷିଣ -ପଶ୍ଚିମ ବଙ୍ଗୋପସାଗରରେ ଉଠିଥିବା ସାମୁଦ୍ରିକ ବାତ୍ୟା "ମିଚୌଙ୍ଗ "ବର୍ତମାନ ନବରଙ୍ଗପୁର ଜ଼ିଲ୍ଲାର ଝରୀଗାଁ ଚାଷୀ ମାନଙ୍କ ଚିନ୍ତାର କାରଣ ପାଲଟିଛି | ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ଦିଆଯାଇଥିବା ସୂଚନା ପ୍ରକାରେ ଏହି ବାତ୍ୟା ଫଳରେ ୮୦ ରୁ ୯୦ କିଲୋମିଟର ବେଗରେ

ତିନି ରାଜ୍ୟରେ ବିଜୟକୁ ନେଇ ବିଜେପି ପକ୍ଷରୁ ଶୋଭାଯାତ୍ରା !

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ପୌରାଞ୍ଚଳରେ ଆଜି ଛତିଶଗଡ଼, ମଧ୍ୟ ପ୍ରଦେଶ ଓ ରାଜସ୍ଥାନ ରାଜ୍ୟରେ ଭାରତୀୟ ଜନତା ପାର୍ଟିର ଭଲ ପ୍ରଦର୍ଶନ ତଥା ବହୁମତ ହାସିଲ କରିଥିବା ବେଳେ ଆଜି ଏନେଇ ବୀରମିତ୍ରପୁର BJP ଦଳ ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ଥିଲା | ଦଳୀୟ କର୍ମୀ

ହିଞ୍ଜିଳି ବିଜେପି ପାଳିଲା ବିଜୟ ଉତ୍ସବ…

ହିଞ୍ଜିଳିକାଟୁ : ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ନିର୍ବାଚନ ଫଳାଫଳରେ କେନ୍ଦ୍ର ନେତୃତାଧିନ ଭାରତୀୟ ଜନତା ପାର୍ଟି ବିଜୟ ହାସଲ ପରେ ଵିଜେପି ପାଳିଛି ବିଜୟ ଉତ୍ସବ।ବରିଷ୍ଠ ବିଜେପି କର୍ମୀ ରଜନୀକାନ୍ତ ପାଢିଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ହିଞିଳିକାଟୁ ପୌରାଞ୍ଚଳ ବସ୍ ଟର୍ମିନାଲ

ନେହରୁ ଶତାବ୍ଦୀ ହସ୍‌ପିଟାଲ ହେଲା ପବିତ୍ର ମୋହନ ପ୍ରଧାନ ସରକାରୀ ଡାକ୍ତରଖାନା…

ଭୁବନେଶ୍ବର/ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ନେହରୁ ଶତାବ୍ଦୀ ହସ୍‌ପିଟାଲର ନାମ ପରିବର୍ତ୍ତନ କରାଯାଇଛି। ମହାନଦୀ କୋଲଫିଲ୍ଡ ଲିମିଟେଡ୍‌ (ଏମ୍‌ସିଏଲ୍‌) ପରିଚାଳିତ ଏହି ହସ୍‌ପିଟାଲକୁ ରାଜ୍ୟ ସରକାର ହାତକୁ ନେବା ସହ ଏହାର ନାମ ‘ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍‌ପିଟାଲ’କୁ

ସମ୍ଭାବ୍ୟ ବର୍ଷା ଏବଂ ବାତ୍ୟାକୁ ଆଖି ଆଗରେ ରଖି ଚାଷୀଙ୍କ ପ୍ରତି ଧ୍ୟାନ ଦେବାକୁ ଜିଲ୍ଲା କୃଷି ଅଧିକାରୀଙ୍କୁ…

ଭୁବନେଶ୍ବର: ସମ୍ଭାବ୍ୟ ବର୍ଷା ଏବଂ ବାତ୍ୟାକୁ ନେଇ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ସେ କହିଛନ୍ତି, ଛୋଟ ଧରଣର ବାତ୍ୟାକୁ ଆଖି ଆଗରେ ରଖି ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ଯୋଗାଣ ବିଭାଗ ପକ୍ଷରୁ ମଣ୍ଡିରେ ଥିବା ଅଫିସରମାନଙ୍କ ସହ

ବାତ୍ୟା ‘ମିଗ୍‌ଜୋମ୍‌’ ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା…

ନୂଆଦିଲ୍ଲୀ: ବର୍ତ୍ତମାନ ବଙ୍ଗୋପସାଗରରଦେଇ ଗତି କରୁଥିବା ଏବଂ ଆନ୍ଧ୍ର ଉପକୂଳ ଆଡକୁ ମୁହାଁଇଥିବା ସାମୁଦ୍ରିକ ବାତ୍ୟା ‘ମିଗ୍‌ଜୋମ୍‌’ ପ୍ରଭାବରେ ତାମିଲନାଡୁ ଏବଂ ପୁଡୁଚେରୀରେ ପ୍ରବଳ ବର୍ଷା ଚାଲିଛି । ଉତ୍ତର ଉପକୂଳ ତାମିଲନାଡୁର ଚେନ୍ନାଇ, ଚେଙ୍ଗଲପାଟ୍ଟୁ,