Sign in
Sign in
Recover your password.
A password will be e-mailed to you.
ବାଲିଯାତ୍ରାର ମଜା ନେଉଛନ୍ତି ଭୁବନେଶ୍ଵର ବାସୀ…
ଭୁବନେଶ୍ଵର: ଆକାଶରେ ଉଡୁଛି ରଙ୍ଗ ବେରଙ୍ଗର ବେଲୁନ । ତଳେ ବିଛେଇ ହୋଇପଡିଛି ସତେ ଯେପରି ଘାସର ଗାଲିଚା । ସୁନ୍ଦର ସୁନ୍ଦର କୃତିମ ଗଛ, ଫୁଲଦାନୀ ନେବାକୁ ଲାଗିଛି ଲୋକଙ୍କ ଭିଡ । ତା’ ଭିତରେ ଚଟପଟା ଖାଇବର ମଜା । ଇଏ ହେଉଛି ଆମ ରାଜଧାନୀ ଭୁବନେଶ୍ଵରର ବାଲିଯାତ୍ରା ପଡିଆ । ବାଲିଯାତ୍ରା!-->…
ପୁଣି ଅଶାନ୍ତ ହେଲା ମଣିପୁର, ସଂଘର୍ଷରେ ୧୩ ମୃତ
ପୁଣି ଅଶାନ୍ତ ହେଲା ମଣିପୁର। ଇଣ୍ଟରନେଟ୍ ସେବା ଉପରୁ ସୋମବାର ବ୍ୟାନ୍ ହଟିବା ପରେ ପୁଣିଥରେ ଏଠାରେ ହିଂସା ଘଟିଛି। ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ପରସ୍ପରକୁ ଉପରକୁ ଗୁଳିମାଡ଼ କରିଛନ୍ତି ଦୁଇ ଗୋଷ୍ଠୀ। ଏଥିରେ ଉପୟ ପକ୍ଷରୁ ୧୩ ଜଣଙ୍କ ମୃତ୍ୟୁ ହୋଇଛି।
ସୂଚନା ମୁତାବକ,!-->!-->!-->…
କିଏ କେଉଁଠି ଜିତିଲେ, ଓଡ଼ିଶା ଉପରେ ତାର ପ୍ରଭାବ ପଡ଼ିବ ନାହିଁ: ବିଜେଡି
ଭୁବନେଶ୍ବର: ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜେପି ଓ ତେଲେଙ୍ଗାନାରେ କଂଗ୍ରେସର ବିପୁଳ ବିଜୟ ପରେ ପ୍ରତିକ୍ରିୟା ରଖିଛି ବିଜେଡି। ଏନେଇ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ୨୦୦୦ରୁ ୨୦୨୩ ମଧ୍ୟରେ ଓଡ଼ିଶାରେ କେଉଁ ମଡେଲ କାମ କରିନି। ଓଡ଼ିଶାରେ କେବଳ!-->…
ବର୍ଷିଲେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବୋହୂ: ବସ୍ ତଳକୁ ଯାଇ ମର
ମରିବାର ଅଛି ଯଦି ବସ୍ ତଳକୁ ଯାଇ ମାର୍। ମୋ କାର୍ର ଦାମ୍ ଦେଢ଼ କୋଟି।' ଏଭଳି କିଛି କହି ବର୍ଷିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବୋହୂ। ବିଚ୍ ରାସ୍ତାରେ ବାଇକ୍ ଆରୋହୀଙ୍କୁ କରିଛନ୍ତି ଗାଳିଗୁଲଜ। ସମସ୍ତଙ୍କ ସାମ୍ନାରେ ଯାହା ମନକୁ ଆସିଲା ତାହା ବାଇକ୍ ଆରୋହୀଙ୍କୁ ଶୁଣାଇଛନ୍ତି।!-->…
ଗୋଟିଏ ଦିନ ବଢିଲା ବାଲିଯାତ୍ରା ଅବଧି, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଐତିହାସିକ କଟକ ବାଲିଯାତ୍ରାର ଆହୁରି ମଜା ନେବେ ଲୋକେ, କରାଣ ଆଉ ଗୋଟିଏ ଦିନ ବଢିଲା କଟକ ବାଲିଯାତ୍ରା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜନ ସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଐତିହାସିକ ବାଲିଯାତ୍ରା କୁ ଗୋଟିଏ ଦିନ ପାଇଁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି ।!-->…
ମଧ୍ୟପ୍ରଦେଶରେ ପରାଜୟକୁ ନେଇ ଇଭିଏମ ଉପରେ ଦୋଷ ଲଦିଲେ ଅଖିଳେଶ
ଭୋପାଳ: ଗତକାଲି ୪ଟି ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଥିଲା | ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ବିଜେପି ଚମତ୍କାର ବିଜୟ ହାସଲ କରିଥିବା ବେଳେ ତେଲେଙ୍ଗାନାରେ କଂଗ୍ରେସ ନିର୍ବାଚିତ ହୋଇଥିଲା । ମଧ୍ୟପ୍ରଦେଶରେ ବିଜେପି ଠାରୁ କ୍ଷମତା ଛଡ଼ାଇବା ଲାଗି ସ୍ବପ୍ନ!-->…
ଛତିଶଗଡ଼ରେ ଦଳକୁ ହରାଇବାକୁ ଟଙ୍କା ଲଗେଇଥିଲା ବିଜେଡି: ପ୍ରଦୀପ ପୁରୋହିତ
ଭୁବନେଶ୍ବର: ଛତିଶଗଡ଼ରେ ବିଜେପିକୁ ହରାଇବାକୁ ବିଜେଡି ଟଙ୍କା ଲଗେଇଥିଲା ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ବରିଷ୍ଠ ବିଜେପି ନେତା ତଥା ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ।ସେ କହିଛନ୍ତି, ପଶ୍ଚିମ ଓଡ଼ିଶାର ବିଜେଡି ନେତା ଓ ମନ୍ତ୍ରୀମାନେ ପ୍ରାଣପଣେ ଚେଷ୍ଟା କରିଥିଲେ। ଛତିଶଗଡ଼!-->…
ନନ୍ଭେଜ୍ ଫୁଡ୍ ଷ୍ଟଲ୍ ତୁରନ୍ତ ବନ୍ଦ କର, ନିର୍ବାଚନ ଜିତିବା ପରେ ଆକ୍ସନ ମୁଡ୍ରେ ମହନ୍ତ
ରାଜସ୍ଥାନରେ ରାଜ କରିବ ବିଜେପି। ଚଳିତ ବିଧାନସଭା ନିର୍ବାଚନରେ କଂଗ୍ରେସ ହାତରୁ ରାଜସ୍ଥାନକୁ ବିଜେପି ଛଡାଇ ନେଇଛି। ଖୁବଶୀଘ୍ର ଏଠି ମୁଖ୍ୟମନ୍ତ୍ରୀ ଆସନରେ ଏକ ନୂଆ ମୁହଁକୁ ଦେଖିବାକୁ ମିଳିବ। ତେବେ ଏହାରି ଭିତରେ ରେଜଲ୍ଟ ବାହାରିବାର ୨୪ ଘଣ୍ଟା ନପୂରୁଣୁ ଆକ୍ସନ ମୁଡ୍କୁ ଆସିଯାଇଛନ୍ତି ନୂଆ!-->…
୧୪ଟି ବୁଲେଟ ସମେତ ୨୩ଟି ଗାଡି ଜବତ, ୩ ଲୁଟେରା ଗିରଫ…
ଭୁବନେଶ୍ୱର: ପୋଲିସ୍ କବଜାରେ ଆନ୍ତଃରାଜ୍ୟ ବାଇକ ଲୁଟେରା ଗ୍ୟାଙ୍ଗ। ୩ ଲୁଟେରାଙ୍କୁ ଗିରଫ କଲା ଖଣ୍ଡଗିରି ପୋଲିସ୍ । ସେମାନଙ୍କ ନିକଟରୁ ୧୪ଟି ବୁଲେଟ ସମେତ ୨୩ଟି ବାଇକ ଜବତ ହୋଇଛି। ଗିରଫ ଲୁଟେରା ନୟାଗଡ଼ ଅଞ୍ଚଳର । ସେମାନଙ୍କ ଙ୍କ ଟାର୍ଗେଟରେ ଥିଲା ଦାମୀ ବାଇକ। ଓଡ଼ିଶା ସମେତ ଆନ୍ଧ୍ରର!-->…
ମିଜୋରାମରେ ସରକାର ଗଢିବ ZPM, ହାରିଗଲେ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା
ବହୁମତ ମତ ସହ ମିଜୋରାମରେ ସରକାର ଗଢିବାକୁ ଯାଉଛି ଜୋରମ ପିପୁଲ୍ସ ମୁଭମେଣ୍ଟ(ZPM)। ଶାସକ ମିଜୋ ନ୍ୟାସନାଲ ଫ୍ରଣ୍ଟ(MNF)କୁ ଚକମା ଦେଇ ଏଥର ସରକାର ଗଢିବାକୁ ଯାଉଛି ଏହି ଆଞ୍ଚଳିକ ଦଳ। 40ଟି ଆସନ ବିଶିଷ୍ଟ ଏହି ବିଧାନସଭାରେ ମ୍ୟାଜିକ୍ ନଂ 21 ଥିବାବେଳେ ଏହାକୁ ହାସଲ କରିସାରିଛି ଜୋରମ!-->…