Sign in
Sign in
Recover your password.
A password will be e-mailed to you.
କାମ କରିବା ଆରମ୍ଭ କଲା ସୋଲାର ମିସନ୍ ଆଦିତ୍ୟ L-1
ବେଙ୍ଗାଲୁରୁ ୩।୧୨: ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ)ଙ୍କ ସୋଲାର ମିସନ ଆଦିତ୍ୟ ଏଲ-୧ ନିଜର କାମ କରିବା ଆରମ୍ଭ କରିଦେଇଛି। ଏଥିରେ ଆଦିତ୍ୟ ଏଲ-୧ ସୌର ବାୟୁର ଅବଲୋକନ କରିବା ଆରମ୍ଭ କରିଛି। ଇସ୍ରୋ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଉପଗ୍ରହରେ ମହଜୁଦ ଆଦିତ୍ୟ!-->…
ଏହି ବିଜୟ ୨୦୨୪ ର ବିଜୟକୁ ସୁନିଶ୍ଚିତ କରିଛି : ମୋଦୀ…
ନୂଆଦିଲ୍ଲୀ: ରାଜନୈତିକ ଦୃଷ୍ଟିକୋଣରୁ ଦେଶର ତୃତୀୟ ମହତ୍ତ୍ବପୂର୍ଣ୍ଣ ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିପୁଳ ବିଜୟ ପରେ ଦିଲ୍ଲୀସ୍ଥିତ ମୁଖ୍ୟାଳୟରେ ବିଜୟ ଉତ୍ସବ ପାଳନ କରିଛି ବିଜେପି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏହି ବିଜୟ ଏକ ଐତିହାସିକ!-->…
ଚଳନ୍ତା ବସ୍ ଉପରକୁ ଫାୟାରିଂ; ୮ ମୃତ, ୨୬ ଗୁରୁତର…
ପାକିସ୍ତାନରେ ଏକ ବଡ଼ ଧରଣର ଆତଙ୍କୀ ହାମଲା ହୋଇଛି। ଏକ ଚଳନ୍ତା ବସ୍ ଉପରେ ଆତଙ୍କବାଦୀମାନେ ଆଖି ବୁଜା ଗୁଳି ଚଳାଇବାରୁ ଘଟଣାସ୍ଥଳରେ ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏହି ହାମଲାରେ ୨୬ ଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି।
ଗତକାଲି ଏକ ଯାତ୍ରୀବାହୀ ବସ୍ ପାକିସ୍ତାନର ଗିଲଜିଟ୍ରୁ!-->!-->!-->…
ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ
ରାଜସ୍ଥାନରେ ବିଜେପି ସରକାର ଗଠନ କରିବାକୁ ଯାଉଛି। କଂଗ୍ରେସକୁ ଗାଦିଚ୍ୟୁତ କରି ବିଜେପି ଦମଦାର ଢଙ୍ଗରେ କ୍ଷମତା ଦଖଲ କରିଛି। ରାଜସ୍ଥାନର ୧୯୯ ବିଧାନସଭା ଆସନରୁ ବିଜେପି ୧୧୬ଟିରେ ଜିତିଥିବା ବେଳେ କଂଗ୍ରେସ ୬୮ ଓ ଅନ୍ୟାନ୍ୟ ଦଳ ୧୫ଟି ଆସନ କବାଜ କରିଛନ୍ତି।
କଂଗ୍ରେସ ଶୋଚନୀୟ ଭାବେ!-->!-->!-->…
ପ୍ରେମିକକୁ ଖୋଜି ଖୋଜି ଓଡ଼ିଶାରେ ପହଞ୍ଚିଲେ ବାଂଲାଦେଶୀ ଯୁବତୀ…
ବାଲେଶ୍ଵର: ପ୍ରେମ ସତ୍ୟ ଶାଶ୍ୱତ ଚିରନ୍ତନ । ବିଶ୍ୱାସର ଅନ୍ୟ ନାମ ପ୍ରେମ । ପ୍ରେମ ମାନେନା ବନ୍ଧ ବାଡ଼ । ପ୍ରେମ ବୁଝେନା ଜାତି ଧର୍ମ । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ବାଂଲାଦେଶୀ ଯୁବତୀ ରୁମା ମାରୀୟମ । ପୂର୍ବରୁ ପ୍ରେମ ପକ୍ଷୀ ସୀମା ହାଇଦର ଚର୍ଚ୍ଚାରେ ଥିବା ବେଳେ ଏବେ ପୁଣି!-->…
ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଓ କଂଗ୍ରେସ ସଭାପତିଙ୍କୁ ହରାଇଲେ ବିଜେପି ପ୍ରାର୍ଥୀ
ଭାରତ ରାଷ୍ଟ୍ର ସମିତି (ବିଆରଏସ୍) ମୁଖ୍ୟ ତଥା ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଓ ତେଲଙ୍ଗାନା କଂଗ୍ରେସ ସଭାପତି ତଥା ମୁଖ୍ୟମନ୍ତ୍ରୀ ଆଶାୟୀ ରେବନ୍ଥ ରେଡ୍ଡୀଙ୍କୁ ଲାଗିଛି ବଡ଼ ଝଟକା। ଉଭୟଙ୍କୁ ପରାସ୍ତ କରିଛନ୍ତି ବିଜେପି ପ୍ରାର୍ଥୀ କଟପଲ୍ଲୀ ଭେଙ୍କଟରମଣ ରେଡ୍ଡୀ।
!-->!-->…
ରାଜ୍ୟପାଳଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଲେ ମୁଖ୍ୟମନ୍ତ୍ରୀ କେସିଆର
ତେଲେଙ୍ଗାନାରେ କଂଗ୍ରେସର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କେ ଚନ୍ଦ୍ରଶେଖର ରାଓ ବା କେସିଆର। ସେ ନିଜର ଇସ୍ତଫାପତ୍ର ରାଜ୍ୟପାଳ ତାମିଲିସାଇ ସୌନ୍ଦରାଜନଙ୍କ ପାଖକୁ ପଠାଇ ଦେଇଛନ୍ତି। ୨୦୧୪ରୁ କେସିଆର ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ କାମ କରି ଆସୁଥିଲେ। ଏଥର ସେ!-->…
ହାରିଗଲେ କେନ୍ଦ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେ…
ମଧ୍ୟ ପ୍ରଦେଶରେ ବିଜେପିର ବିଜୟ ନିଶ୍ଚିତ ହୋଇସାରିଛି। ୨୩୦ଟି ଆସନରୁ ଦଳ ୮୦ଟିରେ ଜିତି ସାରିଥିବା ବେଳେ ୮୨ଟିରେ ଆଗୁଆ ରହିଛି। ଅନ୍ୟପକ୍ଷରେ କଂଗ୍ରେସ ୨୧ଟି ଆସନରେ ଜିତିଥିବା ବେଳେ ୪୬ଟି ଆସନରେ ଆଗୁଆ ରହିଛି। ଅନ୍ୟାନ୍ୟ ଦଳ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି।
ରାଜ୍ୟରେ ଦଳ ଏକ ବଡ଼!-->!-->!-->…
ଧୂମ୍ ଧାମ୍ରେ ପାଳିତ ହେଲା ପ୍ରଭୁ ଆୟାପ୍ପାଙ୍କ ଅଗ୍ନି ପୂଜା
ନବରଙ୍ଗପୁର : ଚାଲିଛି ପୂଜାର୍ଚ୍ଚନା । ଘଣ୍ଟ ଧୂପ ଦୀପ ଆଳତିର ମହକରେ ମହକୁଛି ପୂରା ପରିବେଶ । ଧୂମ୍ ଧାମ୍ରେ ପାଳିତ ହେଉଛି ସ୍ୱାମୀ ଆୟାପ୍ପାଙ୍କ ଅଗ୍ନିପୂଜା। ଆୟାପ୍ପାଙ୍କ ପ୍ରଭୁ ନିକଟରେ ବିଶ୍ବାସ ଓ ନିଷ୍ଠାର ସହ ଏହି ବ୍ରତ ପାଳନ କଲେ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି!-->…
ତେଲେଙ୍ଗାନାବାସୀଙ୍କୁ ଧନ୍ୟବାଦ ଦେଲେ, ବାକି ୩ ରାଜ୍ୟର ଜନାଦେଶକୁ ସ୍ୱୀକାର କଲେ ରାହୁଲ ଗାନ୍ଧି
ହିନ୍ଦୀ ହାର୍ଟଲ୍ୟାଣ୍ତରେ ପରାସ୍ତ ହୋଇଥିବା କଂଗ୍ରେସ ଏକମାତ୍ର ରାଜ୍ୟ ତେଲେଙ୍ଗାନାରେ କଂଗ୍ରେସ ଜିତିବାକୁ ସକ୍ଷମ ହୋଇଛି। ଦଳ ପୂର୍ବରୁ ରାଜସ୍ଥାନ ଓ ଛତିଶଗଡ଼ରେ କ୍ଷମତାରେ ଥିଲେ ମଧ୍ୟ ଏଥର ବିଜେପି ଠାରୁ ହାରିଛି।
ବର୍ତ୍ତମାନ ଯାଏ ଗଣତି ଶେଷ ହୋଇ ନଥିଲେ ହେଁ ରାଜସ୍ଥାନ ଓ!-->!-->!-->…