ରେଜଲ୍ଟ ପୂର୍ବରୁ ଶୁଭେଚ୍ଛା ଜଣାଇ ନିଲମ୍ବିତ ହେଲେ ତେଲେଙ୍ଗାନା ଡିଜିପି…

ରେଜଲ୍ଟ ନ ଆସୁଣୁ ଉତ୍ସାହର ସହ ପ୍ରାର୍ଥୀଙ୍କୁ ଜଣାଇଲେ ଶୁଭେଚ୍ଛା। ରୋକି ପାରିଲେନି ନିଜ ଏକ୍ସାଇଟ୍‌ମେଣ୍ଟ। ହାତରେ ଫୁଲତୋଡା ଧରି ଘରେ ପହଞ୍ଚି ଯାଇଥିଲେ। ଏଭଳି କରିବା ଏବେ ତାଙ୍କୁ ମହଙ୍ଗା ପଡିଛି। ଶେଷରେ ନିଲମ୍ବିତ ହୋଇଛନ୍ତି ତେଲେଙ୍ଗାନା ଡିଜିପି ଅଞ୍ଜନୀ କୁମାର। କେସିଆର୍‌ଙ୍କୁ

ଖାତା ଖୋଲିପାରିନି ଆମ୍ ଆଦ୍‌ମୀ ପାର୍ଟି, ଦେଇଥିଲା ୨୦୦ଟି ଆସନରେ ପ୍ରାର୍ଥୀ…

ଘନଘନ ପ୍ରଚାର। ମାଳ ମାଳ ରୋଡ୍‌ ଶୋ'। ମୌଦାନକୁ ଓହ୍ଲାଇଥିଲେ ହେଭିଓ୍ୱେଟ୍‌ ନେତା। ଏସବୁ ପରେ ବି ଖାତା ଖୋଲିପାରିନି ଆମ୍ ଆଦ୍‌ମୀ ପାର୍ଟି। ୪ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଭିତରେ ଉଭେଇ ଯାଇଛି ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଦଳ। ମଧ୍ୟପ୍ରଦେଶ, ଛତିଶଗଡ଼, ଓ ରାଜସ୍ଥାନରେ ବିଜେପି

ଏସ୍‌ସିବିକୁ ମହିଳାଙ୍କ ମୃତ ଶରୀର ଦାନ କଲେ ପରିବାର ଲୋକେ…

ଡାକ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ତାରାମଣି ବେହେରାଙ୍କ ଆଜି ସକାଳେ ପରଲୋକ ହୋଇ ଯାଇଛି । ୬୭ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ତାଙ୍କ ମରଶରୀରକୁ କଟକ ବଡ଼ ମେଡିକାଲକୁ ଦାନ କରିଛନ୍ତି ପରିବାର ଲୋକେ । ତାରାମଣିଙ୍କ ମୃତ୍ୟୁ ପରେ ଦଧିଚି ବିମାନରେ ତାଙ୍କ ମରଶରୀରକୁ

କାମାରେଡ୍ଡୀ ଆସନରେ କଡ଼ା ଟକ୍କର, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଲେ ବିଜେପି ପ୍ରାର୍ଥୀ…

ତେଲଙ୍ଗାନାରେ କଂଗ୍ରେସ 63ଟି ଆସନରେ ଆଗରେ ରହିଛି। ବିଆରଏସ୍ ତା’ପଛରେ ରହିଛି। ଦଳ 40ଟି ଆସନରେ ଆଗରେ ରହିଛି। ବିଜେପି ମାତ୍ର 8ଟି ଆସନରେ ଆଗରେ ରହିଛି। କିନ୍ତୁ କାମାରେଡ୍ଡୀ ଆସନରେ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି। ଏହି ଆସନରୁ ପ୍ରାର୍ଥୀ ହୋଇଛନ୍ତି ଭାରତ ରାଷ୍ଟ୍ର ସମିତି (ବିଆରଏସ)

ବିଜେପିମୟ ହେଲା ହିନ୍ଦୀ ହାର୍ଟଲ୍ୟାଣ୍ଡ: ବିକାଶର ରାଜନୀତି କଥା କହିଲେ ମୋଦି…

୨୦୧୮ରେ କଂଗ୍ରେସ ଯେଉଁ ସଫଳତା ପାଇଥିଲା, ତା’କୁ ୨୦୨୩ରେ ଦୋହରାଇଛି ବିଜେପି। ୨୦୧୮ ବିଧାନସଭା ନିର୍ବାଚନରେ ଦେଶର ୩ ହିନ୍ଦୀ ହାର୍ଟଲ୍ୟାଣ୍ଡ- ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜୟ ବାନା ଉଡ଼ାଇଥିଲା କଂଗ୍ରେସ। ଅବଶ୍ୟ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଦ୍ରୋହ ଯୋଗୁ ମଧ୍ୟପ୍ରଦେଶରେ

ଜିତିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ କଂଗ୍ରେସ ନେତା ସଚିନ ପାଇଲଟ…

ରାଜସ୍ଥାନକୁ କବ୍‌ଜା କରିଛି ବିଜେପି। ହାରିଛି କଂଗ୍ରେସ। ହେଲେ ନିରାଶ ହୋଇନାହାନ୍ତି ଗେହଲଟ-ପାଇଲଟ୍‌। ନିଜ ନିଜ ଆସନରେ ଜିତିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ କଂଗ୍ରେସ ନେତା ସଚିନ ପାଇଲଟ। ରାଜସ୍ଥାନର ଟୋଙ୍କ ଆସନ ଉପରେ ସମସ୍ତଙ୍କ ନଜର ରହିଥିଲା। ଦୀର୍ଘ ସମୟର ଅପେକ୍ଷା

ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ପକ୍ଷରୁ ନିଶାମୁକ୍ତ ଅଭିଯାନ..

ବେଗୁନିଆ : ବେଗୁନିଆ ଗୋବିନ୍ଦପୁର ପଞ୍ଚାୟତ ପରିଛଳ ଗାଁରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଆୟୋଜନରେ ନିଶାମୁକ୍ତି ଅଭିଯାନ ଅନୁଷ୍ଠିତ ହୋଇଛି। ଗ୍ରାମବାସୀଙ୍କ ସହିତ ସରପଞ୍ଚ, ବୁଦ୍ଧିଜୀବୀ ପ୍ରମୂଖ ପଞ୍ଚାୟତ ପରିସରରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିଥିଲେ। ପରେ

ବିଜୟୀ ହେଲେ ବିଜେପିର ରାଜ୍ୟବର୍ଦ୍ଧନ ରାଠୋର

ରାଜସ୍ଥାନର ଝୋଟୱାରା ଆସନରେ ବାଜିମାତ କରିଛନ୍ତି ବିଜେପିର ରାଜ୍ୟବର୍ଦ୍ଧନ ରାଠୋର। ତାଙ୍କୁ ଏହି ଆସନରେ କଂଗ୍ରେସର ୩୩ ବର୍ଷୀୟ ପ୍ରାର୍ଥୀ ଅଭିଷେକ ଚୌଧୁରୀ ଜୋରଦାର ଟକ୍କର ଦେଇଥିଲେ। କିନ୍ତୁ ଶେଷରେ ରାଜ୍ୟବର୍ଦ୍ଧନ ବିଜୟ ମୁକୁଟ ପିନ୍ଧିଛନ୍ତି। ସେ ଅଭିଷେକଙ୍କୁ ୩୦ ହଜାରରୁ ଅଧିକ ଭୋଟ

ଛତିଶଗଡ଼ରେ ଜିତିଲେ ରମଣ ସିଂହ…

ବାଜି ମାରିଲେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ରମଣ ସିଂହ। ଛତିଶଗଡ଼ର ରଜନନ୍ଦଗାଓଁ ବିଧାନସଭା ଆସନରୁ ସେ ବିଜୟୀ ହୋଇଛନ୍ତି। ସେ ଏହି ଆସନରେ କଂଗ୍ରେସ ନେତା ଗିରିଶ ଦେବାଙ୍ଗନାକୁ ହରାଇଛନ୍ତି। ୩୫ ହଜାରରୁ ବି ଅଧିକ ଭୋଟ ହାଲସ କରି ରଜନନ୍ଦଗାଓଁ ଆସନରେ ପଦ୍ମ

ହାରିଗଲେ ବିଧାନସଭା ବାଚସ୍ପତି ସିପି ଯୋଶୀ…

ରାଜସ୍ଥାନ ବିଧାନସଭାର ବାଚସ୍ପତି ତଥା କଂଗ୍ରେସ ନେତା ସିପି ଯୋଶୀ ରେଜଲ୍ଟ ଘୋଷଣା ହେବା ପୂର୍ବରୁ ପରାଜୟ ସ୍ୱୀକାର କରି ନେଇଛନ୍ତି। ସେ ବିଜେପିର ବିଶ୍ୱରାଜ ସିଂହ ମେୱାରଙ୍କ ଠାରୁ ନାଥଦ୍ୱାରା ଆସନରୁ ହାରିଛନ୍ତି। ଦିନ ୩ଟା ସୁଦ୍ଧା ସିପି ଯୋଶୀ ବିଜେପି ପ୍ରାର୍ଥୀଙ୍କ ଠାରୁ ପ୍ରାୟ ୮୭