ପେଟ ପୋଷିବାକୁ ଦାଦନ ହୋଇ ହାଇଦ୍ରାବାଦ ଯାଇଥିଲା ଯୁବକ, ଶଵ ହୋଇ ଗାଁକୁ ଫେରିଲା…

ରାଜନଗର : ମନୁଷ୍ୟ ବଞ୍ଚିବାକୁ ପରିବାର ପୋଷିବାକୁ କୋଉଠିନା କୋଉଠି ରୋଜଗାର କରିବାକୁ ପଡିଥାଏ। ହେଲେ ଗ୍ରାମାଞ୍ଚଳର ବିକାଶ ନିମନ୍ତେ ରାଜ୍ୟ ଓ କେନ୍ଦ୍ରସରକାର ମନରେଗା ଯୋଜନାରେ ସରକାର ପଞ୍ଚାୟତ ଓ ପଞ୍ଚାୟତ ସମିତିକୁ ଲୋକମାନେ କାମ କରିବାକୁ ଯଥେଷ୍ଟ ଅର୍ଥ ଯୋଗାଇ ଦେଉଛନ୍ତି। ହେଲେ ନେତା

୨୪ ଘଣ୍ଟା ମଧ୍ୟରେ ବାତ୍ୟା: ଚେନ୍ନାଇ ଓ ଆନ୍ଧ୍ର ଉପକୂଳରେ ଆରମ୍ଭ ହେଲା ବର୍ଷା…

ଭୁବନେଶ୍ୱର:ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତର ରୂପ ନେଇ ସାରିଛି । ୨୪ ଘଣ୍ଟା ମଧ୍ୟରେ ଏହା ବାତ୍ୟା ରୂପ ନେବ । ବାତ୍ୟା ମାଇଚୋଙ୍ଗର ପ୍ରଭାବରେ ପ୍ରବଳ ବର୍ଷା ସହ ପବନ ବହିବାର ଆଶଙ୍କା କରିଛି ପାଣିପାଗ ବିଭାଗ । ସ୍ଥଳଭାଗ ଛୁଇଁବାବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦ କିମି ରହିବ

ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବର ଦ୍ୱିତୀୟ ଦିନରେ ପର୍ଯ୍ୟଟକଙ୍କ ଭିଡ଼

ପୁରୀ: ଚନ୍ଦ୍ରଭଗା ବେଳାଭୂମିରେ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବର ଆଜି ଥିଲା ଦ୍ୱିତୀୟ ଦିନ । ଏଥିରେ ପ୍ରଖ୍ୟାତ ବାଲୁକା କଳାକାରମାନେ ଅନନ୍ୟ ସୃଷ୍ଟିର ବାଲୁକା କଳା ପ୍ରଦର୍ଶନ କରିଛନ୍ତି । ଦ୍ୱିତୀୟ ଦିନରେ ବାଲୁକା ଶିଳ୍ପୀମାନେ ପରିବେଶ ପର୍ଯ୍ୟଟନ ବିଷୟବସ୍ତୁ ଉପରେ ବାଲୁକାକଳା

ଦାରିଙ୍ଗବାଡ଼ି ଶିଳ୍ପ ତାଲିମ ଅନୁଷ୍ଠାନରେ ସମନ୍ବିତ ଯୁବ ବିକାଶ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ…

ଦାରିଙ୍ଗବାଡ଼ି, ୩/୧୨, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ପକ୍ଷରୁ ସମ୍ମନିତ ଯୁବ ବିକାଶ କାର୍ଯ୍ୟକ୍ରମ ଜରିଆରେ ତିନି ଦିନିଆ କ୍ରୀଡ଼ା ପ୍ରତିଯୋଗିତାର ଆଜି ଉଦଯାପିତ ହୋଇଯାଇଛି। ଆଇଟିଆଇ ଅଧ୍ୟକ୍ଷ ଇଂ.ପ୍ରଦୀପ ସାହୁଙ୍କ

କୋଣାର୍କ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା, କୁଚିପୁଡ଼ି ଓ ଓଡ଼ିଶୀ ନୃତ୍ୟ ଦର୍ଶକଙ୍କ ମନମୋହିଲା…

କୋଣାର୍କ : ଈଶ୍ୱରୀୟ ଉପାସନାର ଆଧାର ହିଁ ନୃତ୍ୟ ଓ ସଙ୍ଗୀତ । ହୃଦୟକୁ ବିଭୁକରୁଣାରେ ବିଗଳିତ କରିଦିଏ ନୃତ୍ୟ ସଙ୍ଗୀତର ଆସର । ଏହି ଉକ୍ତିର ସତ୍ୟତାକୁ ପ୍ରତିପାଦନ କରିଥିଲା କୋଣାର୍କ ସୂର୍ଯ୍ୟ ମନ୍ଦିରର ପାଦଦେଶରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚ । ଅବସର ଥିଲା ପର୍ଯ୍ୟଟନ ବିଭାଗ ପକ୍ଷରୁ

ଭିତରକନିକା ପେଣ୍ଠ ସାମୁଦ୍ରିକ ବେଳାଭୂମିରେ ଆଜି ଵିଧାୟକ ରିବନ କାଟି ଓପନିଂ କଲେ ଇକୋ ରିଟ୍ରିଟ୍…

ରାଜନଗର -1.12.023 ପ୍ରାକୃତିକ ପରିବେଶରେ ଭିତରକନିକା ପେଣ୍ଠ ବେଳାଭୂମି ଠାରେ ସୌନ୍ଦର୍ଯ୍ୟ ଭରା ପର୍ଯ୍ୟଟନର ଭରପୁର ମଜା ନେଵେ ପର୍ଯ୍ୟଟକ। ସେଥିପାଇଁ ପୁଣି ଆସି ପହଞ୍ଚିଛି ଓଡିଶା ପର୍ଯ୍ୟଟନର ମନୋରଞ୍ଜନ ଉତ୍ସବ ଇକୋ ରିଟ୍ରିଟ୍। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ କେନ୍ଦ୍ରାପଡା ଜିଲ୍ଲା

ବିଜ୍ଞାନୀକ ପ୍ରଦର୍ଶନ ବନ୍ଦ ସୋମାରହ ୨ ଡିସେମ୍ବର ୨୦୨୩ ଅନୁଷ୍ଠିତ… !

କୁଆଁରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ସଦାନନ୍ଦ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ କୁଆଁରମୁଣ୍ଡା ବ୍ଲକ ଅଧୀନରେ ଥିବା ସରକାରୀ ହାଇସ୍କୁଲ ବୀରମିତ୍ରପୁରରେ ବିଜ୍ଞାନୀକ ପ୍ରଦର୍ଶନୀ କାର୍ଯ୍ୟକ୍ରମ ୨ ଡିସେମ୍ବର ଅନୁଷ୍ଠିତ ହୋଇଯାଇଅଛି ! ଏହି

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦ୍‌ଯାପିତ…

ଫୁଲବାଣୀ : ସ୍ଥାନୀୟ କରୋନେସନ୍ ପଡ଼ିଆରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟ ରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍ଦେଶ୍ୟରେ ଆୟୋଜିତ ଦୁଇଦିନିଆ ସାଧାରଣ ବୈଠକର ଉଦ୍‌ଯାପନୀ ଉଦ୍‌ଦ୍ଯାପ ଦିବସରେ ମାନ୍ୟବର ଉପ

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ବାର୍ଷିକ କ୍ରୀଡା ଉଦଯାପିତ…

ଚିକିଟୀ : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଉଦଯାପିତ ହୋଇଯାଇଛି ପଞ୍ଚବିଂଶତମ ବାର୍ଷିକ କ୍ରୀଡା। ଉଦଯାପନ ସମାରୋହର ମୁଖ୍ୟଅତିଥି ଭାବେ ଯୁନିୟନ ବ୍ୟାଙ୍କର ମ୍ୟାନେଜର ବି.ସୁରେଶ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବସନ୍ତ କୁମାର ପଣ୍ଡା,

ଏବେ ୨୭ ବଦଳରେ ୧୫ ମିନିଟରେ ଦୁର୍ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚାଇବାକୁ ଲକ୍ଷ୍ୟ…

ଭୁବନେଶ୍ୱର: ଶୁନ୍ୟ ମୃତ୍ୟୁ ସପ୍ତାହରେ ରାଜ୍ୟରେ ଦୁର୍ଘଟଣାଜନିତ ବଢୁଥିବା ମୃତ୍ୟୁକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅତିରିକ୍ତ ଡିଏମଇଟି ଉମାକାନ୍ତ ଶତପଥୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଆଜି ସମୟରେ ଯଦି ୧୦୦୦ ଦୁର୍ଘଟଣା ହୁଏ, ସେଥିମଧ୍ୟରୁ ୪୮ ପ୍ରତିଶତ ଅର୍ଥାତ ୪୮୦ ମୃତ୍ୟୁ