Sign in
Sign in
Recover your password.
A password will be e-mailed to you.
ଓଡ଼ିଶା ଆସିଥିବା କେରଳର ଛାତ୍ରଛାତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ…
ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭାରତ ସରକାରଙ୍କ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଅଧୀନରେ ଆରମ୍ଭ ହୋଇଥିବା ଯୁବା ସଂଗମର ତୃତୀୟ ପର୍ଯ୍ୟାୟରେ ଭୁବନେଶ୍ୱର ଆସିଥିବା କେରଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପଢୁଥିବା ଯୁବବର୍ଗଙ୍କୁ ଭେଟି!-->…
ବାଲି ଚାଲାଣ ନେଇ ପୂର୍ବତନ କଟକ ଜିଲ୍ଲାପାଳ ଦାଖଲ କରିଥିଲେ ମିଥ୍ୟା ସତ୍ୟପାଠ, ହାଇକୋର୍ଟ କ୍ଷୁବ୍ଧ
କଟକ : କଟକର ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ହାଇକୋର୍ଟଙ୍କ ବାଲି ଛାଟ। ବାଲି ପରିବହନ ନେଇ ଭବାନୀ ଶଙ୍କର ଚୟନୀଙ୍କ ପ୍ରତି କ୍ଷୁବ୍ଧ ହୋଇଛନ୍ତି ହାଇକୋର୍ଟ। କୋର୍ଟ କହିଛନ୍ତି, ବାଲି ପରିବହନ ନେଇ ଭବାନୀଶଙ୍କର ଚୟନୀ ଦାଖଲ କରିଥିବା ସତ୍ୟପାଠ ମିଥ୍ୟା। ତେଣୁ ତାଙ୍କ ପ୍ରତି!-->…
ନିର୍ବାଚନ ଫଳାଫଳ ପୂର୍ବରୁ ମୋଦିଙ୍କୁ ଚିଠି ଲେଖିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ…
ନୂଆଦିଲ୍ଲୀ : ଆସନ୍ତାକାଲି ଘୋଷଣା ହେବ ନିର୍ବାଚନ ଫଳାଫଳ। ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ। ସେ ଚିଠି ମାଧ୍ୟମରେ ମହାଦେବ ଆପ୍ ସମେତ ଅନ୍ଲାଇନ୍ ବେଟିଂ ଆପ୍ ସହ ଜଡିତ ସମସ୍ତ ସୋଶାଲ ମିଡିଆ ପ୍ଲାଟଫର୍ମ!-->…
ନୂଆ ଠକେଇ: ମହିଳାଙ୍କୁ ‘ଡିଜିଟାଲ ଗିରଫ’ କରି ନେଇଗଲେ ଲକ୍ଷାଧିକ ଟଙ୍କା
ନୂଆଦିଲ୍ଲୀ : ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। ଜଣେ ମହିଳାଙ୍କୁ ସାଇବର ଠକମାନେ ଡିଜିଟାଲ ଉପାୟରେ ଗିରଫ କରି ତାଙ୍କ ଠାରୁ ନେଇ ଯାଇଛନ୍ତି ଲକ୍ଷାଧିକ ଟଙ୍କା। ନୋଏଡାରେ ରହୁଥିବା ଜଣେ ମହିଳାଙ୍କ ସହ ଏପରି ଘଟଣା ଘଟିଛି। ଏନେଇ ଶନିବାର ପୁଲିସ୍ ସୂଚନା ଦେଇଛି।ପ୍ରଥମଥର ପାଇଁ!-->…
ତିହାର ଜେଲରେ ନକଲି କର୍ମଚାରୀ..! ବରଖାସ୍ତ ହେଲେ ୫୦
ନୂଆଦିଲ୍ଲୀ : ଦିଲ୍ଲୀର ତିହାର ଜେଲରେ ନକଲି କର୍ମଚାରୀ। ଦୀର୍ଘଦିନରୁ ନକଲି କର୍ମଚାରୀମାନେ କାମ କରୁଥିଲେ ହେଁ କାହା ପାଖରେ ଖବର ନଥିଲେ। କିନ୍ତୁ ନିକଟରେ ହୋଇଥିବା ଭେରିଫିକେସନ ଡ୍ରାଇଭ ସମୟରେ ୫୦ ଜଣ କର୍ମଚାରୀଙ୍କ ବାୟୋମେଟ୍ରିକ ପୂର୍ବରୁ ପଞ୍ଜିକୃତ ତଥ୍ୟ ସହ ମେଳ ଖାଇ ନଥିଲା। ଏଥିପାଇଁ!-->…
ମହାରାଷ୍ଟ୍ର କୃଷକଙ୍କ ଅଜବ ଦାବି, ଗଞ୍ଜେଇ ଚାଷକୁ ଦିଅନ୍ତୁ ଅନୁମତି…
ନୂଆଦିଲ୍ଲୀ : କପାଚାଷ କ୍ଷେତ୍ରରେ ମହାରାଷ୍ଟ୍ରରର ୟବତମାଳ ବେଶ୍ ଜଣାଶୁଣା। ଏହି ଅଞ୍ଚଳ କୃଷି ଆତ୍ମହତ୍ୟାକୁ ନେଇ ମଧ୍ୟ କୁଖ୍ୟାତି ଅର୍ଜନ କରିଛି। ବର୍ତ୍ତମାନ ୟବତମାଳର ଚାଷୀମାନେ ପ୍ରଶାସନ ନିକଟରେ ଏକ ଅଜବ ଦାବି ଉପସ୍ଥାପନ କରିଛନ୍ତି, ଯାହାକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ଏହି ଅଞ୍ଚଳର!-->…
୬୪,୦୦୦ ଡେଇଁଲା ସୁନା ଦର…
ନୂଆଦିଲ୍ଲୀ : ଏବେ ଚାଲିଛି ବିବାହ ଋତୁ। ବିବାହ ସିଜନ ଚାଲିଥିବା ବେଳେ ଆକାଶ ଛୁଆଁ ହୋଇଛି ସୁନା ଦର। ହୁ ହୁ ହୋଇ ବଢ଼ି ଚାଲିଛି ସୁନାର ଦାମ। ୧୦ ଗ୍ରାମ ପିଛା ସୁନା ଦାର ୬୪,୦୦୦ ଡେଇଁ ଥିବା ରେକର୍ଡ କରାଯାଇଛି।ଚେନ୍ନାଇରେ ୨୪ କ୍ୟାରେଟ୍ ସୁନାର ଦାମ୍ ୧୦ ଗ୍ରାମ ପିଛା ୬୪, ୫୩୦ ଥିବା!-->…
‘ଖୋଜ ଓ ମାର’ ହମାସ ନେତାମାନଙ୍କୁ ଖୋଜି ଖୋଜି ମାରିବାକୁ ମୋସାଦକୁ ମିଳିଲା ନିର୍ଦ୍ଦେଶ
ନୂଆଦିଲ୍ଲୀ : ଏବେ ହମାସ ସହ ଚାଲିଥିବା ଯୁଦ୍ଧ ପରେ ବି ଚୁପ ହୋଇ ବସିବ ନାହିଁ ଇସ୍ରାଏଲ । ବିଶ୍ବର ବିଭିନ୍ନ ସ୍ଥାନରେ ଥିବା ହମାସର ନେତାମାନଙ୍କୁ ଖୋଜି ଖୋଜି ନିପାତ କରିବ । ଏଥିପାଇଁ ଇସ୍ରାଏଲର ପ୍ରସିଦ୍ଧ ଗୁଇନ୍ଦା ସଂସ୍ଥା ମୋସାଦକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ!-->…
କଂଗ୍ରେସରେ ମିଶିଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ…
ଭୁବନେଶ୍ବର : କଂଗ୍ରେସରେ ଯୋଗ ଦେଇଛନ୍ତି କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ। ଆଜି ଭୁବନେଶ୍ୱରରେ କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। ଏହି ଅବସରରେ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ବିଜୟ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ ଓ!-->…
ନବୀନ ନିବାସରେ ପାଣ୍ଡିଆନଙ୍କୁ ଭେଟିଲେ ପ୍ରଫୁଲ୍ଲ ଘଡ଼େଇ…
ଭୁବନେଶ୍ବର : ଦୀର୍ଘ ପ୍ରାୟ ଏକ ଦଶନ୍ଧି ପରେ ନବୀନ ନିବାସରେ ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇ । ବିଜେଡିରେ ବିଧିବଦ୍ଧ ଯୋଗ ଦେଇଥିବା ଅବସରପ୍ରାପ୍ତ ଆଇଏଏସ୍ ଭିକେ ପାଣ୍ଡିଆନଙ୍କୁ ଭେଟିଛନ୍ତି । ପାଣ୍ଡିଆନ ବିଜେଡିରେ ଯୋଗ ଦେବାପରେ ତାଙ୍କୁ ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷ ନବୀନ ନିବାସ ଯାଇ!-->…