ଆମେ ସରକାରଙ୍କ ଚାକର, ଆପଣଙ୍କର ନୁହଁ; ମାଜିଷ୍ଟ୍ରେଟ ପାଣି ମାଗିବାରୁ ଏଭଳି କହିଲେ କନଷ୍ଟେବଳ

ପାଟନା: ଆମେ ସରକାରଙ୍କ ଚାକର, ଆପଣଙ୍କର ନୁହଁ । ମାଜିଷ୍ଟ୍ରେଟ ପାଣି ମାଗିବାରୁ ଏଭଳି କହିଲେ ମହିଳା କନଷ୍ଟେବଳ । ବିହାର ପୁଲିସର ଜଣେ ମହିଳା କନଷ୍ଟେବଳ ଏଭଳି କହୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ହେଉଥିବା ଭିଡିଓରେ ମହିଳା କନଷ୍ଟେବଳ ପାଣି ମାଗିବାକୁ ନେଇ

ଶିଶୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଜିଲ୍ଲା ଟାସ୍କ ଫୋର୍ସ କମିଟିର ଚଢାଉ

ମାଲକାନଗିରି : ଜିଲ୍ଲା ଟାସ୍କ ଫୋର୍ସ କମିଟି ଦୁଇ ଦିନ ଧରି ମାଲକାନଗିରି ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ବିଭିନ୍ନ ସଂସ୍ଥାରେ ଅଚାନକ ଚଢ଼ାଉ କରି ଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର କରିଛନ୍ତି। ବିଭିନ୍ନ ନିର୍ମାଣାଧିନ କାର୍ଯ୍ୟରେ ନିୟୋଜିତ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଜିଲ୍ଲାପାଳ

ଚାଷୀଙ୍କୁ ଘାରିଛି ଲଘୁଚାଷ ବର୍ଷା ଆଶଙ୍କା : ବର୍ଷା ହେଲେ ଝଡିପଡିବ ପାଚିଲା ଧାନ…

ହିଞ୍ଜିଳିକାଟୁ, ୨/୧୨ : ଧାନକ୍ଷେତରେ ପାଚିଲା ଧାନକେଣ୍ଡା ହସି ଉଠୁଛି । ଆଉ କିଛି ଦିନ ପରେ ଆରମ୍ଭ ହୋଇଯିବ ଧାନକଟା । ଏଭଳି ସ୍ଥିତିରେ ଚାଷୀଙ୍କୁ ମନରେ ଭୟର ସଞ୍ଚାର ଦେଖାଦେଇଛି ଲଘୁଚାପ ବର୍ଷା । ଯାହାକୁ ନେଇ ଚିନ୍ତାରେ ରହିଛନ୍ତି ହିଞ୍ଜିଳିକାଟୁ ଅଞ୍ଚଳର ଚାଷୀକୂଳ । ଲଘୁଚାପ ପ୍ରଭାବରେ

ସୋମବାରଠାରୁ ସଂସଦର ଶୀତକାଳୀନ ଅଧିବେଶନ…

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ସରକାର ଶନିବାର କହିଛନ୍ତି ଯେ ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି, କିନ୍ତୁ ବିରୋଧୀ ମାନେ ମଧ୍ୟ ସୁନିଶ୍ଚିତ କରିବା ଉଚିତ ଯେ ଗୃହରେ ଆଲୋଚନାରେ ପାଇଁ ଭଲ ବାତାବରଣ ସୃଷ୍ଟି ହେବ ଓ କୌଣସି ବାଧା ସୃଷ୍ଟି କରିବେ ନାହିଁ

ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇପାରେ…

ମସ୍କୋ: ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଇତିମଧ୍ୟରେ ଜଣେ ଆମେରିକୀୟ ସାମ୍ବାଦିକ ସେମୋର ହର୍ଶ ଏକ ବଡ଼ ଦାବି କରିଛନ୍ତି । ଏକ ରିପୋର୍ଟରେ ସେ କହିଛନ୍ତି ଯେ ରୁଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ଶାନ୍ତି ଆଲୋଚନା ଜାରି ରହିଛି। ୟୁକ୍ରେନର ଜେନେରାଲ ଭାଲେରୀ

୨୦ ଲକ୍ଷ ଟଙ୍କା ‘ଲାଞ୍ଚ’ ନେଉଥିବା ବେଳେ ଧରାପଡ଼ିଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ…

ଚେନ୍ନାଇ/ ନୂଆଦିଲ୍ଲୀ: ତାମିଲନାଡୁର ଦିଣ୍ଡିଗୁଲରେ ଜଣେ ସରକାରୀ କର୍ମଚାରୀଙ୍କଠାରୁ ନଗଦ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଜଣେ ଅଧିକାରୀଙ୍କୁ ଗିରଫ କରାଯାଇଛି। ତାଙ୍କୁ ରାଜ୍ୟ ଭିଜିଲାନ୍‌ସ ଓ ଦୁର୍ନୀତି ନିବାରଣ ବିଭାଗ ଗିରଫ

ଆପ୍‌ ସାଂସଦ ସଞ୍ଜୟ ସିଂହଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କଲା ଇଡି

ନୂଆଦିଲ୍ଲୀ: ଦିଲ୍ଲୀର ନୂତନ ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଆମ୍‌ ଆଦମୀ ପାର୍ଟି (ଆପ୍‌) ସାଂସଦ ସଞ୍ଜୟ ସିଂହଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର ଚାର୍ଜସିଟ୍‌ ଦାଖଲ କରିଛି। ପ୍ରିଭେନସନ୍‌ ଅଫ୍‌ ମନି ଲଣ୍ଡରିଂ ଆକ୍ଟ (ପିଏମ୍‌ଏଲ୍‌ଏ)ର ବିଭିନ୍ନ ଧାରା

ଆସିକାରେ ବେଧଡ଼କ ଚାଲିଛି ଚୋରା ବାଲି ବେପାର !

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଚୋରା ବାଲି ସମ୍ରାଟ ଏବେ ଜେଲ ରେ ହେଲେ ଏବେବି ଚାଲିଛି ଚୋରା ବାଲି ବେପାର । ଆସିକା ସହର ରେ ଉଭୟ ପାର୍ଶ୍ଵରେ ଋଷିକୂଲ୍ୟା ଓ ବଡ଼ ନଦୀ ପ୍ରବାହିତ ଏହି ଦୁଇ ନଦୀର ବାଲିର ଚାହିଦା ଜିଲ୍ଲା ସମେତ ଜିଲ୍ଲା ବାହାରେ ରହିଛି। ଏହି ବ୍ୟବସାୟ ରେ ମାତ୍ରାଧିକ ଲାଭ

ସମ୍ଭାବ୍ୟ ପ୍ରବଳ ବର୍ଷା ନିମନ୍ତେ ଜିଲ୍ଲାପାଳଙ୍କ ଜରୁରୀ ବୈଠକ…

କୃଷି ବିଭାଗୀୟ କର୍ମଚାରୀଙ୍କ ଛୁଟି ବାତିଲଛତ୍ରପୁର : ଭାରତୀୟ ପାଣିପାଗ ବିଭାଗଙ୍କ ସ୍ବତନ୍ତ୍ର ସୂଚନା ମୁତାବକ ଅନ୍ୟ ଜିଲ୍ଲା ସମେତ ଗଞ୍ଜାମ ଜିଲ୍ଲାରେ ଛଅ ସାତ ଦିନ ଅତ୍ୟଧିକ ମାତ୍ରାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଅଛି । ଏହି ପୂର୍ବାନୁମାନଙ୍କୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ

କଲେଜ ଛାତ୍ରୀଙ୍କୁ ଧକ୍କାଦେଇ ବାଇକ୍ ଆରୋହୀ ଫେରାର

ରାଜନଗର : ତିନିଜଣ ବାଇକରେ ବସି ଦ୍ରୁତଗତିରେ ଆସିଲେ , କଲେଜରୁ ସାଙ୍ଗହୋଇ ସାଇକେଲରେ ଘରକୁ ଫେରୁଥିବା ଦୁଇ ଛାତ୍ରୀଙ୍କୁ ଧକ୍କା ଦେଇ ଆଖି ପିଛୁଳାକେ ଚାଲିଗଲେ। ଜଣେ ଛାତ୍ରୀ ଗୁରୁତର ଅବସ୍ଥାରେ ତଳେ ପଡି ଯନ୍ତ୍ରଣାରେ ଛଟପଟ ହେଉଥିଲା ଅନ୍ୟଜଣେ ଛାତ୍ରୀ ଭଗବାନଙ୍କ କୃପାରୁ ବର୍ତ୍ତୀଯାଇଥିଲେ।