ଜିଲାସ୍ତରୀୟ ବିଶ୍ୱ ଏଡ୍‌ସ ଦିବସ ପାଳିତ

ଦେବଗଡ, ୧ା୧୨ : ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶୁକ୍ରବାର ଜିଲା ସ୍ତରୀୟ ବିଶ୍ୱ ଏଡ୍‌ସ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମହିଳା ସ୍ୱାସ୍ଥ୍ୟକର୍ମୀ ପ୍ରଶିକ୍ଷଣ କେନ୍ଦ୍ରର ଛାତ୍ରୀ ମାନଙ୍କୁ ନେଇ ଆୟୋଜିତ ସଚେତନତା ଶୋଭାଯାତ୍ରାକୁ ଜିଲା

ଏକଲବ୍ୟ ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କ୍ରୀଡା ପ୍ରତିଯୋଗିତା

ଦେବଗଡ, ୧ା୧୨: ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ସହାୟତାରେ ତିଲେଇବଣି ବ୍ଲକ କଂସର ସ୍ଥିତ ଏକଲବ୍ୟ ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ‘ ଯୁବ ଓପଡିଶା ନବୀନ ଓଡିଶା ’ ତଥା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅବସରରେ ଦୁଇଦିନିଆ କ୍ରୀଡା ପ୍ରତିଯୋଗିତା

ଦେବଗଡ ଜିଲ୍ଲାରେ ଓବିସି ଜାଗରଣ ରଥକୁ ବିଭିନ୍ନ ସ୍ଥାନରେ ସ୍ୱାଗତ

ଦେବଗଡ଼,୧|୧୨: ଝାରସୁଗୁଡ଼ା ଜିଲ୍ଲାରୁ ଆରମ୍ଭ ହୋଇଥିବା ଓ ବି ସି ଜାଗରଣ ରଥ ଝାରସୁଗୁଡ଼ା ଓ ସମ୍ବଳପୁର ଜିଲ୍ଲା ର କୁଚିଣ୍ଡା ଉପଖଣ୍ଡ ପରିକ୍ରମା ପରେ ଶୁକ୍ରବାର ଦେବ ଗଡ ଜିଲ୍ଲାର ତିଲେଇବଣି ଓ ରିଆମାଳ ବ୍ଲକର ବିଭିନ୍ନ ଅଞ୍ଚଳ ରେ ଓ ବି ସି ରଥ କୁ ଅନଗ୍ରସର ବର୍ଗଙ୍କ ଉଭୟ ମହିଳା ଓ ପୁରୁଷ

ଭିତରକନିକା ପେଣ୍ଠ ସାମୁଦ୍ରିକ ବେଳାଭୂମିରେ ଇକୋ ରିଟ୍ରିଟ୍ ଉଦଘାଟିତ

ରାଜନଗର : ପ୍ରାକୃତିକ ପରିବେଶରେ ଭିତରକନିକା ପେଣ୍ଠ ବେଳାଭୂମି ଠାରେ ସୌନ୍ଦର୍ଯ୍ୟ ଭରା ପର୍ଯ୍ୟଟନର ଭରପୁର ମଜା ନେଵେ ପର୍ଯ୍ୟଟକ। ସେଥିପାଇଁ ପୁଣି ଆସି ପହଞ୍ଚିଛି ଓଡିଶା ପର୍ଯ୍ୟଟନର ମନୋରଞ୍ଜନ ଉତ୍ସବ ଇକୋ ରିଟ୍ରିଟ୍। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ବାର୍ଷିକ କ୍ରୀଡା

ଚିକିଟୀ : ସ୍ଥାନୀୟ ଚିକିଟୀ ପେଣ୍ଠ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୨୫ତମ ବାର୍ଷିକ ଖେଳକୁଦର ଉଦ୍ଘାଟନ ସମାରୋହ ମିନିଷ୍ଟାଡିୟମ୍ ରେ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ଉଦ୍ଘାଟକ ଶ୍ରୀ ପ୍ରତାପ ଚନ୍ଦ୍ର ସାହୁ (କ୍ରୀଡା ଶିକ୍ଷକ), ଅନୁଷ୍ଠାନର ସଭାପତି ଶ୍ରୀ ପି.ରାମାରାଓ ସୁବୁଦ୍ଧି,

ସରପଞ୍ଚଙ୍କ ପୁଅର ମୃତ ଦେହ ପଞ୍ଚାୟତ କାର୍ଯ୍ୟନିର୍ବାହୀ ବାସଗୃହରୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଠାବ, ହତ୍ୟା ସନ୍ଦେହ

ଫୁଲବାଣୀ: ସରପଞ୍ଚଙ୍କ ପୁଅର ମୃତ ଦେହ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବାସଗୃହରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଠାବ ହୋଇଛି l ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି l ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଦଡ଼କି ଗ୍ରାମ ପଞ୍ଚାୟତରେ l ମୃତ ଯୁବକଙ୍କ

ଫୁଲବାଣୀ ଆଇଟିଆଇରେ ସମନ୍ବିତ ଯୁବବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୁଲବାଣୀ ୧।୧୨ : ଫୁଲବାଣୀ ଶିଳ୍ପ ତାଲିମ କେନ୍ଦ୍ର ରେ ଆଜି ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ସମନ୍ବିତ ଶିଶୁ ବିକାଶ(ଆଇୱାଇଡିପି) କାର୍ଯ୍ୟକ୍ରମ ର ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗ ଦେଇ ସମାଜରେ ଯୁବଶକ୍ତିର ଆବଶ୍ୟକତା ଏବଂ

ଆଜିଠୁ ଆରମ୍ଭ ସୁନାପୁର ବେଳାଭୂମିରେ ଇକୋ ରିଟ୍ରିଟ

ଚିକିଟି : ସୁନାପୁର ର ବିସ୍ତୀର୍ଣ୍ଣ ବେଳାଭୂମି ରେ ପ୍ରାକୃତିକ ଓ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ପର୍ଯ୍ୟଟକଙ୍କ ନିମନ୍ତେ ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକର ସୁନାପୁର ଠାରେ ଇକୋ ରିଟ୍ରିଟ ର ତୃତୀୟ ସଂସ୍କରଣ ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା

ନିସର୍ତ୍ତର ପ୍ରଭାବ : ଆସିକାରେ ବୁଲିଲା ମଶାମରା ଟିପା ମେସିନ

ବ୍ରହ୍ମପୁର : ଗତ ମଙ୍ଗଳବାର ଦିନ ଆସିକା ରେ ମଶା ଙ୍କ ଦୌରାତ୍ମ୍ୟ ସହର ବାସୀ ଅସ୍ତ ବ୍ୟସ୍ତ ବୋଲି ଖବର ପ୍ରକାଶ ହୋଇଥିଲା। ଆଜି ସନ୍ଧ୍ୟା ବେଳେ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସହର ର ବିଭିନ୍ନ ୱାର୍ଡ ରେ ମଶା ମରା ଟିପା ମେସିନ ସାହାଯ୍ୟ ରେ ଧୂଆଁ ମରାଯାଇଥିଲା।ଦୀର୍ଘ ଦିନ ପରେ

ଯୌତୁକ ନିର୍ଯାତନା ଅଭିଯୋଗ ର ମାମଲା ଶୁଣାଣୀ : ସପରିବାର ନିର୍ଦୋଷରେ ଖଲାସ…

ବାଲିଗୁଡା,: କନ୍ଧମାଳ ଜିଲ୍ଲା ବାଲିଗୁଡା ବନ୍ଧସାହି ରେ ଗତ ୨୦୧୪ ମସିହାରେ ଏକ ଯୌତୁକ ନିର୍ଯାତନା ଅଭିଯୋଗରେ ବୋହୁ କୁ ପୋଡି ମାରି ଦେଇଥିବା ଅଭିଯୋଗରେ ସପରିବାର ଗିରଫ ହୋଇ ଜେଲ ଯାଇଥିଲେ l ଉକ୍ତ ଘଟଣାରେ ସପରିବାର ନିର୍ଦୋଷରେ ଖଲାସ ହୋଇଥିବା ଜଣାପଡିଛି l ଘଟଣାରୁ ପ୍ରକାଶ ଯେ, ଗତ ୨୦୧୪