ହୋଟେଲ ଗୁଡିକରେ ପ୍ରଶାସନର ମିଳିତ ଚଢଉ, ଫାଇନ ଆଦାୟ, ଗ୍ୟାସ ହାଣ୍ଡି ଜବତ…

ଦାରିଙ୍ଗବାଡି (୨/୧୨) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଖାଦ୍ୟର ମାନ ଯାଞ୍ଚ ସହ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର, ତହସିଲଦାର ଶରତ ଶବର ଓ ବିଡ଼ିଓ ଗଦାଧର ପାତ୍ର ମିଳିତ ଚଢଉ କରିଥିଲେ । ଏହି ଚଢ଼ଉରେ ଜମି ପଟ୍ଟା, ଏନଓସି ସାର୍ଟିଫିକେଟ,

ଚିକିଟି ବ୍ଲକର ଖରଖରିଆ ବାଲିଘାଟରୁ ଶହଶହ ଟ୍ରକ ବାଲି ଆନ୍ଧ୍ରକୁ ଚାଲାଣ…

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଚୋରା ବାଲି ସମ୍ରାଟ ଏବେ କୋଦଳା ଜେଲ ରେ ଏବେ ଚିକିଟି ବ୍ଲକ ର ଖର ଖରିଆ ବାଲି ଘାଟ ଏବେ ମାଫିଆ ଓ ବାବୁ ମାନଙ୍କ ପାଇଁ ପୁଷ ମାସ ପାଲଟିଛି। ଆସିକା, ପୁରୁଷୋତ୍ତମପୁର ଓ ହିଞ୍ଜିଳି ଅଞ୍ଚଳ ରୁ ଚୋରା ବାଲି ଚାଲାଣ ଆନ୍ଧ୍ର କୁ ବନ୍ଦ ରହିଛି। ଏହାର ସୁଯୋଗ

ରିହାତି ଦରରେ କୃଷି ଯନ୍ତ୍ରପାତି ବଣ୍ଟନ କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି , ୨/୧୨, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି କୃଷି କାର୍ଯ୍ୟାଳୟରେ ରିହାତି ଦରରେ କୃଷି ଯନ୍ତ୍ରପାତି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବ୍ଲକ ସ୍ତରୀୟ କୃଷି ଯନ୍ତ୍ରପାତି ବଣ୍ଟନ କାର୍ଯ୍ୟକ୍ରମ ରେ ବ୍ଲକ କୃଷି ଅଧିକାରୀ ସୀତାନ୍ସୁ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

ଦାଦନ ଖଟିବାକୁ ଯାଇ ହାଇଦ୍ରାବାଦରେ ଯୁବକର ମୃତ୍ୟୁ

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ଗ୍ରାମ ପଞ୍ଚାୟତ ଯଦୁଚନ୍ଦ୍ରପୁର ଗ୍ରାମର ଶିତାକାନ୍ତ ଚଣ୍ଡଙ୍କ ପୁଅ ସତ୍ୟବ୍ରତ ଚଣ୍ଡ (21 ବର୍ଷ) ସୁଦୂର ହାଇଦ୍ରାବାଦରେ ଦାଦନ ଖଟିବାକୁ ଯାଇ ତାଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ ସତ୍ୟବ୍ରତଙ୍କ ପରିବା ବହୁତ ଅଭାବ

ଜମି ବିବାଦକୁ ନେଇ ଥାନାରେ ଅଭିଯୋଗ, ଥାନାରେ ହିଁ ସମାଧାନ !

କୁଆଁରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅଧିନସ୍ଥ ଅଣ୍ଡାଳି ଜାମବାହାଳ ପଞ୍ଚାୟତ ଅନ୍ତର୍ଗତ ଅଣ୍ଡାଳି ଗ୍ରାମର ଜଣେ ବ୍ୟକ୍ତି ଘର ନିର୍ମାଣ କରୁଥିବା ନେଇ ଅଭିଯୋଗ ହୋଇଥିଲା | ଘର ନିର୍ମାଣ କରୁଥିବା ବ୍ୟକ୍ତି ମଧ୍ୟ ପଡୋଶୀ ଙ୍କ ବିରୋଧ ରେ ରାଏବଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ

ଟ୍ରେଲର ବାଇକ ମୁହାଁମୁହିଁ ଧକ୍କା ଦୁଇ ଯୁବକ ଗୁରୁତର ଆହତ !

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ ବ୍ୟାଙ୍କ କଲୋନୀ ୧୪୩ ନଂ ଜାତୀୟ ରାଜପଥ ଉପରେ ଏକ ମାଲବାହୀ ଟ୍ରେଲର ଓ ବାଇକ ମୁହାମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଥିଲେ ! ସୂଚନା ଅନୁଯାୟୀ ଟ୍ରେଲର ନଂ PB 13B 6287 ଝାଡ଼ଖଣ୍ଡ ପଟୁ ରାଉରକେଲା

୧୫ତମ ଯୁବ ଆଦିବାସୀ ଭାବ ବିନିମୟ କାର୍ଯକ୍ରମ

ଫୁଲବାଣୀ : ଶୁକ୍ରବାର ଫୁଲବାଣୀ ସହରର ସ୍ଥାନୀୟ ବନାନୀ କଳl ସଙ୍ଗମ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ୧୫ ତମ ଯୁବ ଆଦିବାସୀ ଭାବ ବିନିମୟ କାର୍ଯ୍ୟକ୍ରମର ସ୍ଵାଗତ ସମ୍ବର୍ଦ୍ଧନା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇ ଯାଇ ଅଛିl ଅନୁଷ୍ଠିତ କାର୍ଯକ୍ରମ କୁ ମୂଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ

ସୁଗୁଡା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍‌ଯାପିତ

ଦେବଗଡ଼,୧ା୧୨:ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ସହାୟତାରେ ତିଲେଇବଣି ବ୍ଲକ ସୁଗୁଡା ସ୍ଥିତ ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗତ ୧୮ ତାରିଖ ଦିନ ଆରମ୍ଭ ହୋଇଥିବା ‘ନୂଆଁ ଓ ଯୁବ ଓଡିଶା ନବୀନ ଓଡିଶା’ ତଥା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଶୁକ୍ରବାର ଉଦଯାପିତ

ମହାବନ୍ଧରେ ବୁଡି ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ

ଦେବଗଡ଼,୧ା୧୨: ଦେବଗଡ ଥାନା ଅନ୍ତର୍ଗତ ତିଲେଇବଣି ବ୍ଲକ ସଦର ମହକୁମାରେ ଥିବା ମହାବନ୍ଧ ପାଣିରେ ବୁଡି ଗଣ୍ଡମ ଗ୍ରାମର ଜଣେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ।ମୃତ ଯୁବକ ଜଣକ ଗଣ୍ଡମ ଗ୍ରାମର ଶରତ କାଲୋଙ୍କ ପୁଅ ସୁରେଶ କାଲୋ (୩୮) ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ତିଲେଇବଣି ସ୍ଥିତ

କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ

ଦେବଗଡ଼,୧ା୧୨:ବାରକୋଟ ବ୍ଲକ ବମ୍ପରଡା ଗ୍ରାମ ପଂଚାୟତର ନେତ୍ରାବାହାଳ ଗ୍ରାମରେ ନେହେରୁ କ୍ଲବ ଆନୁକୂଲ୍ୟରେ ଚାଲିଥିବା ଗତ ୨୫ ତାରିଖ ଠାରୁ ଆରମ୍ଭ ହୋଇଥିବା କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ମୋଟ ୧୬ଟି ଦଳକୁ ନେଇ ଆୟୋଜିତ ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ କଲା କ୍ରିକେଟ ଦଳ