ଭିନ୍ନକ୍ଷମ ପିଲାଙ୍କୁ ଆବଶ୍ୟକ ଉପକରଣ ପ୍ରଦାନ…

ଦାରିଙ୍ଗବାଡ଼ି,୧/୧୨ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକରେ ଭିନ୍ନକ୍ଷମ ପିଲାଙ୍କୁ ଆବଶ୍ୟକ ଉପକରଣ ପ୍ରଦାନ କରିବା ଓ ଆବଶ୍ୟକ ଚିକିତ୍ସା କରିବା ପାଇଁ ରାପଡ଼ାବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜନ କରାଯାଇଥିଲା । ଗୋଷ୍ଠୀ ଶିକ୍ଷା ଅଧିକାରୀ ରାସାନନ୍ଦ କରଙ୍କ

ଆଇଟିଆଇରେ ସମନ୍ବିତ ଯୁବ ବିକାଶ କ୍ରୀଡ଼ା ପ୍ରତିଯୋଗିତା…

ଦାରିଙ୍ଗବାଡି,୦୧/୧୨, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ପକ୍ଷରୁ ସମ୍ମନିତ ଯୁବ ବିକାଶ କାର୍ଯ୍ୟକ୍ରମ ଜରିଆରେ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଆଇଟିଆଇ ଅଧ୍ୟକ୍ଷ ପ୍ରଦୀପ ସାହୁ ଙ୍କ ଅଧ୍ୟକ୍ଷତା କ୍ରମେ ମୁଖ୍ୟ

ଶିକ୍ଷାବିତ ତଥା ନଗର ବିଜେଡି ସଭାପତିଙ୍କ ପରଲୋକ…

ହିଞ୍ଜିଳିକାଟୁ : ଗୁରୁବାର ବିଳମ୍ବିତ ରାତିରେ ହିଞ୍ଜିଳିକାଟୁ ନଗର ବିଜେଡି ସଭାପତି ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭୀମସେନ ବେହେରାଙ୍କ ମୃତ୍ୟୁ ଘଟିଛି। ଗୁରୁବାର ରାତ୍ର ପ୍ରାୟ ୧୧ ଘଣ୍ଟା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ଚିକିତ୍ସା ପାଇଁ ହିଞ୍ଜିଳିକାଟୁ

ଏକାଦିନେ ବାପ ପୁଅଙ୍କ ଦୁଃଖଦ ଏକାଦଶାହରେ ଯୋଗ ଦେଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଲେ ଅଂଶୁମାନ

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀର ଖଣତା ଗ୍ରାମପଞ୍ଚାୟତ ବାଲିଝରି ଗ୍ରାମର ଗଗନ ବିହାରୀ ମହାନ୍ତିଙ୍କ ବଡ ଭାଇ ସ୍ବର୍ଗତ ତ୍ରୈଲୋଚନ ବିହାରୀ ମହାନ୍ତି ଏବଂ ତାଙ୍କ ପୁଅ ରୁଦ୍ର ପ୍ରସାଦ ମହାନ୍ତିଙ୍କର ଗୋଟିଏ ଦିନରେ ଅଶ୍ରୁଭରା ଦୁଃଖଦ ଏକାଦଶାହରେ ପ୍ରାକ୍ତନ ବିଧାୟକ

ଭିତରକନିକାରେ ସାମୁଦ୍ରିକ କଇଁଛ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ତରଫରୁ ଆଜି କନିକା ରେଞ୍ଜ ପରିସର ମଧ୍ୟରେ ସାମୁଦ୍ରିକ କଇଁଛ ସୁରକ୍ଷା ସଚେତନତା କାର୍ଯକ୍ରମ କରାଯାଇଥିଲା। ଏଥିରେ ତାଳଚୁଆ ଟ୍ରଲର ଆସୋସିଏସନ୍ ର ମାଲିକ, ଡ୍ରାଇଭର, ପାରମ୍ପରିକ ମତ୍ସ୍ୟଜୀବୀ , ଯନ୍ତ୍ର ଚାଳିତ ବୋଟ ସଂଘର ସମସ୍ତ ମାଲିକ,

ବିଳମ୍ବିତ ରାତିରେ ସ୍କୁଟି ଦୁର୍ଘଟଣା, ଯୁବକ ମୃତ

ଦାରିଙ୍ଗବାଡ଼ି, ୧/୧୨ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ପର୍ତ୍ତମାହା ପଞ୍ଚାୟତ କଟାବାଡି ଗ୍ରାମ ନିକଟରେ ବିଳମ୍ବିତ ରାତିରେ ଏକ ସ୍ମୃଟି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଫଳରେ ଘଟଣା ସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣକ ହେଲେ ଶ୍ରାନିକେତା

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ହୋଇଥିବା ୪ ଓଡ଼ିଆ ଶ୍ରମିକ…

ଭୁବନେଶ୍ଵର: ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ହୋଇଥିବା ଓଡ଼ିଆ ଶ୍ରମିକ ମାନେ ଆଜି ଭୁବନେଶ୍ୱରରେ ପହଞ୍ଚି ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହି ଅବସରରେ ସେମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା…

ଏଣିକି CBSE ଘୋଷଣା କରିବନି ମାର୍କ ଓ ଡିଭିଜନ…

ଭୁବନେଶ୍ବର: ଏଣିକି ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ପରୀକ୍ଷାର୍ଥୀ ରଖିଥିବା ମାର୍କ କିମ୍ବା ଡିଭିଜନ ଘୋଷଣା କରିବ ନାହିଁ । ଏପରିକି ଦଶମ ଓ ଦ୍ବାଦଶ ଶ୍ରେଣୀ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ଗ୍ରେଡ, ଡିଭିଜନ କି ଡିସ୍ଟିକସନ ଦିଆଯିବ ନାହିଁ । ଏଭଳି…

ନବରଙ୍ଗପୁରରେ ଡବଲ ମର୍ଡର, ଦୁଇ ବର୍ଷର ପୁଅକୁ ହତ୍ୟାକଲା ବାପା…

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ଅନ୍ତର୍ଗତ ବୁଜୁମାପଦର ଗ୍ରାମରେ ଡବଲ ମର୍ଡର । ଦୁଇ ବର୍ଷ ର ଛୁଆ କୁ ହତ୍ୟା କଲା ମଦ୍ୟପ ବାପ । ଏହା ସହ ମଦ୍ୟପ ଜଣଙ୍କ ପୋଡ଼ଶୀଙ୍କୁ ମଧ୍ୟ ହତ୍ୟାକରିଥିବା ଅଭିଯୋଗ ହୋଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ…

ଝାରସୁଗୁଡା ଜିଲ୍ଲା ଲଖନ୍‌ପୁରଠାରେ ITI ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ…

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଝାରସୁଗୁଡା ଜିଲ୍ଲାର ଲଖନ୍‌ପୁରଠାରେ ଏକ ITI ପ୍ରତିଷ୍ଠା ପାଇଁ ଅନୁମୋଦନ କରିଛନ୍ତି ଏବଂ ଏଥିପାଇଁ ୨୪ କୋଟି ୪୮ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥ ଜିଲ୍ଲା ଖଣିଜ ପାଣ୍ଠିରୁ ବିନିଯୋଗ କରାଯିବ।…