୯୭% ୨୦୦୦ ଟଙ୍କିଆ ନୋଟ ଫେରିଆସିଲାଣି : ରିଜର୍ଭ ବ୍ୟାଙ୍କ

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଶୁକ୍ରବାର କହିଛି ଯେ, ୨୦୨୩ ମେ’ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୨୬% ଇତି ମଧ୍ୟରେ ଫେରସ୍ତ ଆସିଯାଇଛି । ଏହା ସହିତ ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଦେଇଛନ୍ତି ଯେ ୨୦୦୦ ଟଙ୍କିଆ ନୋଟ୍ ଏବେ ବି…

ଟ୍ରକ ସହ ଟ୍ରକ ମୁହାଁମୁହିଁ ଧକ୍କା: ଚାପି ହୋଇ ଜଣେ ମୃତ…

କୁଚିଣ୍ଡା : ଟ୍ରକ ସହ ଟ୍ରକ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର। ସମ୍ବଲପୁର ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥ ଚିନିମହୁଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଜଣେ ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ…

ନେତାଙ୍କ ଘରୁ ମିଳିଲା ନବଜାତ, ମରି ଯାଇଥିବା କହିଥିଲେ ଡାକ୍ତର

ସାମାନ୍ୟ ଟଙ୍କା ପାଇଁ ଡାକ୍ତର ସାଜିଲେ ଦଲାଲ । ଜନ୍ମ ହେଉ ହେଉ ମା’ କୋଳରୁ ନବଜାତକୁ ଛଡ଼ାଇ ନେଇନେଲେ। ଛୁଆର ମୃତ୍ୟୁ ହୋଇଛି ବୋଲି ମା’କୁ କହିବାକୁ ପଛାଇଲେ ନାହିଁ। ହେଲେ ମା’ର ମନ ବୁଝିଲା ନାହିଁ। ପୁଲିସ୍‌ ଏହି ଘଟଣାର ତନଘନା କରି ସ୍ଥାନୀୟ କାଉନସିଲରଙ୍କ ଘରୁ ନବଜାତକୁ…

ପାଳିତ ହେଲା ଓରାଳି ଦରଘା ବାବାଙ୍କ ବାର୍ଷିକ ଉତ୍ସବ…

ବିଶ୍ୱାସ ଆଗରେ ସବୁକିଛି ହାର ମାନେ । ମନରେ ଭକ୍ତି ଥିଲେ ସବୁକିଛି ସମ୍ଭବ । ଦରଘାରେ କେବଳ ଯେ ମୁସଲମାନ ମାନେ ପୂଜା କରନ୍ତି ତାହା ନୁହେଁ । ହିନ୍ଦୁମାନେ ବି ନିଜ ଆସ୍ଥାକୁ ମାନି ଦରଘାକୁ ନିତି ଦିନ ପୂଜା ପାଇଁ ଆସନ୍ତି । ହଁ ଦର୍ଶକ ବନ୍ଧୁ ଆମେ ଏପରି ଏକ ଦରଘା ବିଷୟରେ…

ରେଷ୍ଟୁରାଣ୍ଟ ଖାଦ୍ୟକୁ ମନା କଲେ ସ୍ୱାମୀ, ଜୀବନ ନେଇଗଲେ ପତ୍ନୀ…

ରେଷ୍ଟୁରାଣ୍ଟ ଖାଦ୍ୟ ଖାଇବାକୁ ମନ ବଳାଇଥିଲେ ପତ୍ନୀ। ମାତ୍ର କଥାକୁ ଏଡ଼ାଇଗଲେ ସ୍ୱାମୀ। ଏଥିରେ ଉତ୍‌କ୍ଷିପ୍ତ ହୋଇ ପତ୍ନୀଜଣକ ରକ୍ତମୁଖା ପାଲଟିଗଲେ। ଆଉ ନିଜ ହାତରେ ନିର୍ମମ ଭାବେ ନିଜ ସ୍ୱାମଙ୍କ ହତ୍ୟା କଲେ। ନିଜ ହାତରେ ନିଜ ମଥାର ସିନ୍ଦୂର ପୋଛି ଦେଇଥିଲେ ବି…

ଡିସେମ୍ବର ୩ରେ ବାତ୍ୟା , ୪ରେ ଛୁଇଁବ ଉପକୂଳ

ଭୁବନେଶ୍ବର: ଓଡ଼ିଶା ଉପକୂଳକୁ ମାଡି ଆସୁଛି ବାତ୍ୟା ‘ଜୱାଦ’। ୪ ତାରିଖ ସକାଳେ ଓଡିଶା ଉପକୂଳ ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକଳ ସମୁଦ୍ରରେ ପହଞ୍ଚିବ ବାତ୍ୟା। ବାତ୍ୟା କେଉଁଠାରେ ସ୍ଥଳଭାଗ ଛୁଇଁବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବାତ୍ୟା କେନ୍ଦ୍ରୀଭୂତ ଥିବା…

ଶରଦ ପାଓ୍ବାରଙ୍କ ଇସ୍ତଫା ଏକ ନାଟକ ଥିଲା : ଅଜିତ

ମୁମ୍ବାଇ : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଶୁକ୍ରବାର ତାଙ୍କ ଚାଚା ତଥା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ସଭାପତି ଶରଦ ପାୱାରଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ ଶରଦ ପାୱାରଙ୍କ ସଭାପତି ପଦରୁ ଇସ୍ତଫା ଦେବା ଏକ ନାଟକ ଥିଲା ।…

ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ୪ ଓଡ଼ିଆ ଶ୍ରମିକ

ଭୁବନେଶ୍ୱର: ଓଡ଼ିଶା ଫେରିଲେ ୪ ଶ୍ରମବୀର। ଉତ୍ତରକାଶୀ ସିଲକ୍ୟାରା ଟନେଲରୁ ଉଦ୍ଧାର ହୋଇଥିବା ୫ ଜଣ ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ ୪ ଜଣ ଓଡ଼ିଶା ଫେରିଛନ୍ତି। କିଛି ସମୟ ତଳେ ୪ ଜଣ ଭୁବନଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି । ଏୟାରପୋର୍ଟରେ ଶ୍ରମ ବିଭାଗ ପକ୍ଷରୁ…

ଭାରତ ଫେରିଥିବା ଅଞ୍ଜୁଙ୍କ ପତ୍ତା ମିଳୁନି…

ନିଜ ପିଲାଙ୍କୁ ସାକ୍ଷାତ କରିବାକୁ ପାକିସ୍ତାନରୁ ଭାରତ ଚାଲି ଆସିଥିବା ଅଞ୍ଜୁଙ୍କୁ ନେଇ ଦେଖାଦେଇଛି ସସ୍‌ପେନ୍ସ। ନୂଆ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ପରେ ଆଉ ଅଞ୍ଜୁଙ୍କ ପତ୍ତା ମିଳୁନି। ସେ ନିଜ ପିଲାମାନଙ୍କ ନିକଟକୁ ଯାଇ ନ ଥିବା ବେଳେ ନିଜ ବାପ ଘରକୁ ବି ଯାଇ…

ଆଜିଠୁ କୋଣାର୍କ ମହୋତ୍ସବ…

କୋଣାର୍କ : ଆରମ୍ଭ ହେବ ଅନ୍ତର୍ଜାତୀୟ କୋଣାର୍କ ମହୋତ୍ସବ । କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ କୋଣାର୍କ ମହୋତ୍ସବର ଉଦଘାଟନୀ କାର୍ଯ୍ୟକ୍ରମ ରହିଛି । ଆଜିଠୁ ପୁଣି ଚଳଚଞ୍ଚଳ ହୋଇପଡିବ କୋଣାର୍କ । ଶାସ୍ତ୍ରୀୟ ସଙ୍ଗୀତ, ବାଦ୍ୟ ଆଉ ଘୁଙ୍ଗୁରର ତାଳେତାଳେ ଝୁମିବେ…