ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବଚ୍ଛ ଭାରତ ଅଭିଯାନ କାର୍ଯକ୍ରମ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବଚ୍ଛ ଭାରତ ଅଭିଯାନ କାର୍ଯକ୍ରମ ଅନୁଷ୍ଠିତ ହେଇଥିଲା l ଏଥିରେ ଡ଼ଃ. ଅମିତ କୁମାର ବେହେରା, ଡ଼ଃ. ପ୍ରତ୍ୟୁଷ କୁମାର ସେନାପତି, ଡ଼ଃ. ବାସନ୍ତୀ ମଞ୍ଜରୀ ପାତ୍ର, ବିପିଏମ…

ସାମ୍ବାଦିକ କାର୍ଯ୍ୟାଳୟ ଉପରେ ଆକ୍ରମଣ, ସଂଘ ବୋର୍ଡ ପରେ ଜାତୀୟ ପତାକାକୁ ଚିରି କଲେ ଅସମ୍ମାନ

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସଦର ମହକୁମାର ଷ୍ଟେଟବ୍ୟାଙ୍କ ସାମ୍ନାରେ ଥିବା ବ୍ଲକ ସାମ୍ବାଦିକ ସଂଘ କାର୍ଯ୍ୟାଳୟରେ 75ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଗତକାଲି ଵନ୍ଧାହୋଇଥିବା ଜାତୀୟ ପତାକାକୁ ରାଜନଗର ନିବାସୀ ଜନୈକ ମହିଳା ଓ ତାଙ୍କ ଝିଅ ପୂର୍ବ ଶତୃତା ତଥା…

ଜଳିଗଲା କାର୍‌, ୪ ଜୀବନ୍ତ ଦଗ୍ଧ

ଚଣ୍ଡୀଗଡ଼ : ପଞ୍ଜାବର ହୋସିଆରପୁରରେ ଗତରାତିରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଓ କାର୍‌ରେ ନିଆଁ ଲାଗିବା ଯୋଗୁ ଘଟଣାସ୍ଥଳରେ କାର୍‌ଟି ଜଳି ଯାଇଥିଲା। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇ ଯାଇଛି। ପୁଲିସ୍‌ ମାମଲାର ଯାଞ୍ଚ ଆରମ୍ଭ କରିଛି।ଏହି ଭୟଙ୍କର ଦୁର୍ଘଟଣା ହୋସିଆରପୁରର…

ଆମେରିକାରେ ପ୍ରଥମ; ନାଇଟ୍ରୋଜେନ୍ ଗ୍ୟାସରେ ଦୋଷୀକୁ ମିଳିଲା ମୃତ୍ୟୁଦଣ୍ଡ

ନିୟୁର୍କ : ନାଇଟ୍ରୋଜେନ୍ ଗ୍ୟାସରେ ମୃତ୍ୟୁଦଣ୍ଡ ଦେବାରେ ପ୍ରଥମ ଦେଶ ହେଲା ଆମେରିକା। ନାଇଟ୍ରୋଜେନ ବା ଯବକ୍ଷାରଜାନ ବ୍ୟବହାର କରି ଆମେରିକାର ଅଲବାମାରେ ଜଣେ ହତ୍ୟାକାରୀକୁ ମୃତ୍ୟୁଦଣ୍ଡ ଦିଆଯାଇଛି । ତାଙ୍କ…

କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଲେ ମମତା

କୋଲକାତା: ଇଣ୍ଡିଆ ମେଣ୍ଟରୁ ଅଲଗା ହୋଇ ପଶ୍ଚିମବଙ୍ଗରେ ଏକୁଟିଆ ଲୋକସଭା ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ…

ହରିୟାଣାରେ ମଧ୍ୟ ଏକୁଟିଆ ନିର୍ବାଚନ ଲଢ଼ିବ ଆପ

ନୂଆଦିଲ୍ଲୀ: ବିଜେପିକୁ ପରାଜିତ କରିବାକୁ ବିରୋଧୀ ଦଳମାନଙ୍କ ମଧ୍ୟରେ ହୋଇଥିବା ଇଣ୍ଡିଆ ମେଣ୍ଟକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିଛି | ଦୁଇ ଦିନ ତଳେ ଆମ୍ ଆଦମୀ ପାର୍ଟି ପଞ୍ଜାବରେ ଏକାକୀ ନିର୍ବାଚନ ଲଢ଼ିବାକୁ…

ବିହାର ରାଜନୀତିରେ ହଟଚମଟ; ରାତାରାତି ବଦଳିଲେ ଆଇଏଏସ୍‌,ଆଇପିଏସ, ଆଜି ୩ ପାର୍ଟିର ଦଳୀୟ ବୈଠକ

ପାଟନା : ସାଧାରଣ ନିର୍ବାଚନ ପୂର୍ବରୁ ବିହାର ରାଜନୀତିରେ ଆରମ୍ଭ ହୋଇଗଲାଣି ହଟଚମଟ। ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ନୀତିଶ କୁମାର । ମାରି ପାରନ୍ତି ୟୁ-ଟର୍ଣ୍ଣ । ମହାଗଠବନ୍ଧନ ଛାଡି ପଦ୍ମ…

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ପୁଣି ସମନ ଜାରି କଲା ଇଡି

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଏକ ନୂଆ ସମନ ଜାରି କରି ଆସନ୍ତା ସପ୍ତାହରେ ମନି ଲଣ୍ଡରିଂ ମାମଲାର ତଦନ୍ତରେ ଯୋଗ ଦେବାକୁ କହିଛି। ଜାନୁଆରି ୨୯…

କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ଫୋନ ଉଠାଉ ନାହାନ୍ତି ନୀତୀଶ କୁମାର

ନୂଆଦିଲ୍ଲୀ: କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଶନିବାର ଦାବି କରିଛନ୍ତି ଯେ ମଲ୍ଲିକାର୍ଜୁନ ଖଡଗେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ କଥା ହେବା ପାଇଁ ଅନେକ ଥର ଚେଷ୍ଟା କରିଥିଲେ, କିନ୍ତୁ…

ଏସବୁ ସ୍ଥାନରୁ ଆରମ୍ଭ ହୋଇପାରେ ୩ୟ ବିଶ୍ବଯୁଦ୍ଧ, ଚାଟ୍ ଜିପିଟିର ଭବିଷ୍ୟବାଣୀ

ନୂଆଦିଲ୍ଲୀ: ରୁଷ୍-ୟୁକ୍ରେନ୍ ଓ ଇସ୍ରାଏଲ୍-ହାମାସ ଯୁଦ୍ଧ ଆରମ୍ଭ ହେବା ପରେ ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ଆଶଙ୍କା ବଢିଯାଇଥିଲା । ଏପରିକି ବିଶ୍ୱଯୁଦ୍ଧ ଆରମ୍ଭ ହେବାକୁ ଯାଉଛି ବୋଲି ଲୋକେ ବିଶ୍ୱାସ କରିବା ଆରମ୍ଭ…