Sign in
Sign in
Recover your password.
A password will be e-mailed to you.
ଵ୍ରହ୍ମପୁର ସହରରେ ମାତିଲେ ଚୋର ଗ୍ୟାଙ୍ଗ : ନୂଆ ତାରିକାରେ କଳାକାନା ବୁଲାଇଲେ ବିଜିପୁର ଛକଠାରେ ଥିବା କେସିଏମରେ
ଵ୍ରହ୍ମପୁର : ବିଜିପୁର ଛକଠାରେ ଥିବା କୃଷ୍ଣଚନ୍ଦ୍ର ମେଡ଼ିକାଲ ଷ୍ଟୋର ରେ ଗତକାଲି ରାତ୍ରିରେ ଚୋରି ହୋଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି।ପ୍ରାୟ ୬୦ ହଜାର ଟଙ୍କା ଓ ଦୁଇଟି ଲାପଟପ କୁ ନେଇ ପଳାଇଛନ୍ତି ଚୋର, ଗଲାବେଳେ ମେଡ଼ିକାଲ ଷ୍ଟୋର ରେ ରହିଥିବା ଓ ଆର ଏସ କିଛି ବୋତଲ ମଧ୍ୟ ପିଇ କରି!-->…
ଚିକିଟୀ ତିନି ନମ୍ବର ୱାର୍ଡର ଉପନିର୍ବାଚନରେ ବିଜେଡିର ବାଜିମାତ…
ଚିକିଟୀ : ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଦୀର୍ଘ ଦିନ ହେଲା ତିନି ନମ୍ବର ୱାର୍ଡରେ ଖାଲି ଥିବା କାଉନ୍ସିଲର ପଦବୀ ସକାଶେ ବୁଧବାର ପୂର୍ବାହ୍ନରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସୂଚନା ପ୍ରକାରେ ଗତ କିଛିଦିନ ତଳେ ଏଠାକାର ତିନି ନମ୍ବର ୱାର୍ଡର କାଉନ୍ସିଲର ଭାବେ ଚିକିଟୀ!-->…
ମତ୍ସ୍ୟ ଓ ପ୍ରାଣୀସମ୍ପଦର ଅଭିବୃଦ୍ଧି ରାଜ୍ୟର ଚାଷୀଙ୍କ ସମୃଦ୍ଧି : ମୁଖ୍ୟମନ୍ତ୍ରୀ
ଫୁଲବାଣୀ : ସ୍ଥାନୀୟ କରୋନେସନ୍ ପଡ଼ିଆରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ଆଜି ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଉଦ୍ଦେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବାର୍ତ୍ତା ଥିଲା , ମତ୍ସ୍ୟ ଓ ପ୍ରାଣୀସମ୍ପଦର!-->…
ଜିଲ୍ଲାପାଳଙ୍କ ଥିମ ପାର୍କ, ପାରିଜାତ ପାର୍କ ଏବଂ ସମଲେଶ୍ୱରୀ ମନ୍ଦିର ପରିଦର୍ଶନ
ସୁନ୍ଦରଗଡ (୩୦/୧୧) : ଆଜି ସୁନ୍ଦରଗଡର ଜିଲ୍ଲାପାଳ ଡ଼ା. ପରାଗ ହର୍ଷଦ ଗାଭାଲୀ ଆଜି ମହେଶଡିହିରେ ଥିବା ଥିମ ପାର୍କ ଏବଂ ସହର ଉପକଣ୍ଠରେ ଥିବା ପାରିଜାତ ପାର୍କ ସହ ସମଲେଶ୍ୱରୀ ମନ୍ଦିର ପରିଦର୍ଶନରେ ଯାଇଥିଲେ । ଏହି ପରିଦର୍ଶନ ସମୟରେ ସେଠାରେ ଉପସ୍ଥିତ ଥିବା ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା!-->…
ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ
ମାଲକାନଗିରି : ବାଲିମେଳା ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର ତତ୍ତ୍ଵାବଧାନରେ ଏବଂ ସମସ୍ତ କାଉନସିଲର ଙ୍କ ଉପସ୍ଥିତିରେ ସ୍ଥାନୀୟ ଟାଉନ୍ ହଲ ପ୍ରାଙ୍ଗଣରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ୨୦୨୩ ର ପ୍ରଥମ!-->…
ସର୍ଚ ଅପରେସନ ବେଳେ ଆଇଡି ବୋମା ବିସ୍ଫୋରଣରେ ଜଣେ ଯବାନ ଆହତ
ମାଲକାନଗିରି, ୩୦।୧୧:ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କାଂକେରରେ ପାଇବୋମା ବିସ୍ଫୋରଣ ଘଟି ଜଣେ ଯବାନ ଆହତ । ସୂଚନା ଅନୁଯାୟୀ ଛତିଶଗଡର କାଂକେର ଜିଲ୍ଲାର ପାନିଡୋବିର ଜଙ୍ଗଲରେ ଡିଆରଜି ଏବଂ ବିଏସଏଫ ଯବାନଙ୍କ ପକ୍ଷରୁ ମିଳିତ ରୂପେ ସର୍ଚ ଅପରେସନ କରାଯାଉଥିଲା । ଏହି ସମୟରେ ଜଙ୍ଗଲରେ!-->…
ଡିଜେ ଭାଇରସ କ୍ଲବ ତରଫରୁ ବ୍ଲକସ୍ତରୀୟ ନୃତ୍ୟ ପ୍ରତିଯୋଗିତା ଉଦଯାପିତ
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସଦର ମହକୁମା ଗଳିଦାଣ୍ଡ ଠାରେ ଡି.ଜେ ଭାଇରସ କ୍ଲବ ତରଫରୁ ବ୍ଲକ ସ୍ତରୀୟ ନୃତ୍ୟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜନଗର ଥାନା ଅଧିକାରୀ ଶ୍ରୀ ଅଜୟ କୁମାର ଜେନା, ସମ୍ମାନିତ ଅତିଥି ଭାବେ!-->…
୧୩ ବର୍ଷ ପରେ ରାୟ ପ୍ରକାଶ : ଦୁର୍ଷ୍କମକାରୀଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା
ହିଞ୍ଜିଳିକାଟୁ : ଦୀର୍ଘ ୧୩ ବର୍ଷର ବ୍ୟବଧାନ ପରେ ରାୟ ପ୍ରକାଶ ପାଇଛି। ହିଞ୍ଜିଳି ଥାନା ଅଞ୍ଚଳର ଜଣେ ଦୁର୍ଷ୍କମକାରୀଙ୍କୁ ହିଞ୍ଜିଳିକାଟୁ ସବଜର୍ଜ ଅବକାଶ ଚୌଧୁରୀ ୭ ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ପ୍ରଦାନ ପାଇଁ ରାୟ ଶୁଣାଇଛନ୍ତି । ଜରିମାନା ଅନାଦେୟ ଅତ୍ୟଧିକ ୧ ବର୍ଷ!-->…
ଲଘୁଚାପ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇ ଉତ୍ତର ତାମିଲନାଡୁ-ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁହେବ; ଓଡ଼ିଶାରେ…
ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ସଦୃଶ ଲଘୁଚାପ ଆଜି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ରହିଛି। ଏହା ପଶ୍ଚିମ- ଉତ୍ତର- ପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ ପୂର୍ବ…
ସ୍କୁଲରେ ନାହାନ୍ତି ଶିକ୍ଷକ; ତାଲା ପକାଇ ଧାରଣାରେ ବସିଲେ ପିଲା, ଅଭିଭାବକ
ଭଦ୍ରକ : ଶିକ୍ଷକ ପୂରଣ ଦାବିରେ ଛାତ୍ରଛାତ୍ରୀଙ୍କ ସହିତ ଅଭିଭାବକ ମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବାଲିମେଦ ଗ୍ରାମପଞ୍ଚାୟତର ଚାରିବାଟିଆ ସରକାରୀ ଉ.ପ୍ରା ବିଦ୍ୟାଳୟରେ। ଏହି…