Sign in
Sign in
Recover your password.
A password will be e-mailed to you.
ପୂର୍ବ ଶତୃତାକୁ କେନ୍ଦ୍ର କରି ଛୁରୀରେ ଆକ୍ରମଣ, ଜଣେ ଗୁରୁତର : ଆକ୍ରମଣକାରୀ ଗିରଫ, ଛୁରୀ ଜବତ…
ହିଞ୍ଜିଳିକାଟ : ବୁଧବାର ରାତ୍ର ପ୍ରାୟ ସାଢେ ୮ଘଣ୍ଟା ସମୟରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପିତଳ ଗ୍ରାମରେ ରାଜନୈତିକ ଓ ପୂର୍ବ ଶତୃତାକୁ କେନ୍ଦ୍ର କରି ଛୁରୀରେ ଆକ୍ରମଣ ହୋଇଛି । ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଛନ୍ତି । ଗୁରୁତର ଆହତ ଜଣଙ୍କ!-->…
ଜାତୀୟ ଶିକ୍ଷାନୀତିର କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେଲେ ରାଜ୍ୟପାଳ
ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କର ଆଜି ବୈଠକ ହୋଇଯାଇଛି | ଓଡ଼ିଶାରେ ରାଜ୍ୟପାଳ ଦାୟିତ୍ୱ ନେବା ପରେ କୁଳାଧିପତି ଭାବେ ପ୍ରଥମ ଥର କୁଳପତିମାନଙ୍କ ସହ ବୈଠକ କରିଛନ୍ତି ରଘୁବର ଦାସ | ତେବେ ବୈଠକ ନେଇ ଓୟୁଏଟି କୁଳପତି ପ୍ରଫେସର…
ପଡ଼ୋଶୀଙ୍କ ଘରୁ ବାହାରିଲେ ଫେରାର ଜେଇ, କହିଲେ – ଭିଜିଲାନ୍ସ ଚଢ଼ାଉ କଥା ଜାଣିନି
ଭୁବନେଶ୍ବର : ବହୁ ଘଣ୍ଟାର ଛକାପଞ୍ଝା ପରେ ଶେଷରେ ଧରା ପଡ଼ିଲେ ମହାଧୂର୍ତ୍ତ କନିଷ୍ଠ ଯନ୍ତ୍ରୀ। ଭିଜିଲାନ୍ସ ଟିମ୍କୁ ଦେଖି ପଡ଼ୋଶୀଙ୍କ ଛାତକୁ ଡେଇଁ କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀ ଫେରାର ହୋଇ ଯାଇଥିବା ଖବର ଆଜି ସକାଳୁ ପ୍ରଚାରିତ ହୋଇଥିଲା। ସେଠାରେ ସେ ପ୍ରାୟ…
ଆସିଲେ ପ୍ରତ୍ୟୁଷାଙ୍କ ପୂର୍ବତନ ସ୍ୱାମୀ, ହେଲେ ଆସିଲେନି ସୋମାଲିକା
କଟକ : ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ବିବାହ ବିବାଦ ମାମଲାରେ ନୂଆ ଟ୍ଵିଷ୍ଟ ଆସିଛି। ବିଜୟଙ୍କ ଭାବି ପତ୍ନୀ ପ୍ରତ୍ୟୁଷା ନନ୍ଦ ପୂର୍ବରୁ ବିବାହିତ ଏବଂ ତାଙ୍କର ବିବାହ ବିଚ୍ଛେଦ ହୋଇସାରିଛି। ପ୍ରତ୍ୟୁଷାଙ୍କ ପୂର୍ବତନ ସ୍ୱାମୀ ତୃପ୍ତି ରଞ୍ଜନ ରାଉଳ ଆଜି…
ପୌର ଉପନିର୍ବାଚନ: ବିଜେଡିର ବାଜିମାତ୍…
କନ୍ଧମାଳ : ପୌର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀମାନେ ବାଜିମାତ୍ କରିଛନ୍ତି। ଆଜି ଭୋଟଗଣତି ପରେ ଅନ୍ୟ ଦଳର ପ୍ରାର୍ଥୀମାନଙ୍କୁ ପଛରେ ପକାଇ ବିଜେଡି ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। ଗତକାଲି ବୁଧବାର ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ ଓ କେନ୍ଦୁଝର ଜିଲ୍ଲାର ୪ଟି…
ମରୁଡି ଘୋଷଣା ନେ଼ଇ ଚାଷୀଙ୍କ ତହସିଲଦାରଙ୍କୁ ଦାବୀ ପତ୍ର ପ୍ରଦାନ…
ଧରାକୋଟ : ଧରାକୋଟ ବ୍ଲକ ଅନ୍ତର୍ଗତ ସରଧାପୁର ଗ୍ରାମର ରଘୁନାଥ ସ୍ବାମୀ ଫାର୍ମରସ କ୍ଳବ ତରଫରୁ ସରଧାପୁର ପଞ୍ଚାୟତ ଅଧିନସ୍ଥ ହିରାଖଣ୍ଡି, ବରିଗୁଡା, କେ. ରାଜେନ୍ଦ୍ର ପୁର, କୁସରାବ,ଲକ୍ଷ୍ମୀପୁର ପ୍ରଭୃତି ଗ୍ରାମରେ ବର୍ଷା ଅଭାବ ଯୋଗୁଁ ଚାଷୀମାନେ ମରୁଡି ପରିସ୍ଥିିତିର ସମ୍ମୁଖୀନ ହୋଇଛନ୍ତି ।!-->…
ଛତିଶଗଡ଼ରେ କ୍ଷମତା ବଜାୟ ରଖିବ କଂଗ୍ରେସ..!
ନୂଆଦିଲ୍ଲୀ : ଛତିଶଗଡ଼, ରାଜସ୍ଥାନ, ମଧ୍ୟ ପ୍ରଦେଶ, ତେଲେଙ୍ଗାନା ଓ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଶେଷ ହୋଇଥିବା ବେଳେ ବିଭିନ୍ନ ଜାତୀୟ ଗଣମାଧ୍ୟମ ଓ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ୍ ତଥ୍ୟ ଆଜି ସାମ୍ନାକୁ ଆସିଛି। ଏହି ତଥ୍ୟକୁ…
ରାଜସ୍ଥାନରେ ଫୁଟିବ ପଦ୍ମ : ଏକଜିଟ୍ ପୋଲ ଦେଲା ସଂକେତ…
ନୂଆଦିଲ୍ଲୀ: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ମିଜୋରାମ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ୨୦୨୩ ର ବୁଥ ବାହୁଡ଼ା ମତ ବା ଏକଜିଟ୍ ପୋଲ୍ ର ଫଳାଫଳ ଆସିବା ଆରମ୍ଭ ହୋଇଯାଇଛି। ତେଲେଙ୍ଗାନାରେ ଗୁରୁବାର ଅପରାହ୍ନ ୫ଟାରେ ମତଦାନ ଶେଷ ହୋଇଥିବା ବେଳେ ବାକି ୪ଟି…
ଓଡ଼ିଆ ଝିଅ ହେଲେ ଦେଶର ପ୍ରଥମ ମହିଳା ADC…
ନୂଆଦିଲ୍ଲୀ : ଓଡ଼ିଆ ଝିଅ ମନୀଷା ପାଢ଼ୀ ହୋଇଛନ୍ତି ଦେଶର ପ୍ରଥମ ମହିଳା ADC । ବାୟୁସେନା ଅଧିକାରୀ ଭାବେ ନିଯୁକ୍ତି ପାଇଥିବା ମନୀଷାଙ୍କୁ ମିଜୋରାମ ରାଜ୍ୟପାଳ ହରିବାବୁ କାମଭାମପତି ADC (Aide-De-Camp) ଭାବେ ନିଯୁକ୍ତି ଦେଇଛନ୍ତି ।
ସ୍କ୍ୱାର୍ଡନ ଲିଡର ମନୀଷା…
ଖାଡ଼ଗେ ହେବେ ‘ଇଣ୍ଡିଆ’ର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ!
ନୂଆଦିଲ୍ଲୀ : ଆଜି ୫ ରାଜ୍ୟର ସରୁଛି ବିଧାନସଭା ନିର୍ବାଚନ। ଆସନ୍ତା ୩ ଡିସେମ୍ବରରେ ଆସିବ ଫଳାଫଳ। ଆଉ ୫ ମାସ ପରେ ହେବ ୨୦୨୪ ସାଧାରଣ ନିର୍ବାଚନ। ତେବେ ଏହା ପୂର୍ବରୁ ଏକ ବଡ଼ ସଙ୍କେତ ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧି। ଆସନ୍ତା ସାଧାରଣ…